Browsing Category

ଓଡିଶା

ଯୋରନ୍ଦା ମହିମାଗାଦିରେ ଥିବା ୧୨କ୍ୱିଂଟାଲ୍ ଓଜନର ଘଣ୍ଟି କୁ ସଚଳ କରିବାକୁ ଦାବୀ !

ଢେଙ୍କାନାଳ: ଆଜକୁ ପ୍ରାୟ ୧୯ ବର୍ଷ ତଳେ ୨୦୦୭ ଜାନୁଆରୀ ୩୧ ତାରିଖ ମାଝ ଚତୁଃଦର୍ଶୀର ବ୍ରାହ୍ମ ମୁହୂର୍ତରେସେ ସମୟର ୫ଲକ୍ଷ ଟଙ୍କା ବ୍ୟୟରେ ବଳ୍‌କଳଧାରୀ ମହିମା ସମାଜ ଆନୁକୂଲ୍ୟରେ କଂସା ଓ ପିତଳ ମିଶ୍ରିତ ୧୨କ୍ୱିଂଟାଲ୍ ଓଜନବିଶିଷ୍ଟ ଏକ ବୃହଦାକାର ଘଂଟି ଶୂନ୍ୟ ମନ୍ଦିରର ପୂର୍ବ ଦିଗ ଐଶାନ୍ୟ
Read More...

ଢେଙ୍କାନାଳ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର…

ଢେଙ୍କାନାଳ : ଗଜଲକ୍ଷ୍ମୀ ପୂଜାର ଅବ୍ୟବହତି ପୂର୍ବରୁ ଢେଙ୍କାନାଳ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଅଧୀନରେ ତ୍ରିଦିବସୀୟ ଜିଲ୍ଲାସ୍ତରୀୟ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ଶକୁନ୍ତଳା ଜେନାଙ୍କ
Read More...

ଢେଙ୍କାନାଳ ଜିଲ୍ଲାରେ ବିଶ୍ବ ପର୍ଯ୍ୟଟନ ଦିବସ -୨୦୨୫ ପାଳିତ !

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ଥାନୀୟ ପର୍ଯ୍ୟଟନ ଉନ୍ନୟନ କାର୍ଯ୍ୟାଳୟ ସଭାଗୃହରେ ସମୟରେ ବିଶ୍ବ ପର୍ଯ୍ୟଟନ ଦିବସ -୨୦୨୫ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଜଗଦୀଶ ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ
Read More...

ଆନ୍ତର୍ଜାତିକ ଶାନ୍ତି ଦିବସ ଉପଲକ୍ଷେ ଅହମଦିୟା ମହିଳା ସଂଗଠନର ଅନୁପମ ଉଦ୍ୟମ !

ଶିଶୁଙ୍କୁ ଆଲିଙ୍ଗନ ବୃଦ୍ଧଙ୍କୁ ସାହାରା : ଅହମଦିୟା ମହିଳା ସଂଗଠନର ଅନୁପମ ଉଦ୍ୟମଆନ୍ତର୍ଜାତିକ ଶାନ୍ତି ଦିବସ ଉପଲକ୍ଷେ ମହର୍ଷି ଦୟାନନ୍ଦ ସର୍ଭିସ୍ ମିଶନରେ ମହିଳା ସଂଗଠନର ସେବାକାର୍ଯ୍ୟ ଢେଙ୍କାନାଳ : ଆନ୍ତର୍ଜାତିକ ଶାନ୍ତି ଦିବସ ଅବସରରେ ଅହମଦିୟା ମୁସଲିମ ମହିଳା ସଂଗଠନ (ଲଜନା
Read More...

ବିଶ୍ବ ସଂକଟ ଏବଂ ଶାନ୍ତିର ପଥ : ଆନ୍ତର୍ଜାତିକ ଶାନ୍ତି ଦିବସରେ ଏକ ପ୍ରସ୍ତାବନା !

*ବିଶ୍ବ ସଂକଟ ଏବଂ ଶାନ୍ତିର ପଥ : ଆନ୍ତର୍ଜାତିକ ଶାନ୍ତି ଦିବସରେ ଏକ ପ୍ରସ୍ତାବନା*_୨୧ ସେପ୍ଟେମ୍ବର, ଆନ୍ତର୍ଜାତିକ ଶାନ୍ତି ଦିବସ ଉପଲକ୍ଷେ ବିଶେଷ ପ୍ରସ୍ତାବନା_ପ୍ରତିବର୍ଷ ସେପ୍ଟେମ୍ବର ୨୧ ତାରିଖରେ ବିଶ୍ୱରେ ଆନ୍ତର୍ଜାତୀୟ ଶାନ୍ତି ଦିବସ ପାଳନ କରାଯାଏ। ଏହି ଦିବସ କେବଳ ଏକ ଆନୁଷ୍ଠାନିକ
Read More...

ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ !

ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ! ଢ଼େଙ୍କାନାଳ : ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜଲକ୍ଷ୍ମୀ
Read More...

ଫୁଡ୍ ଲଭର୍ସ ପକ୍ଷରୁ ରୋଷେଇ ପ୍ରତିଯୋଗିତା ଅନୁଷ୍ଠିତ !

ଢେଙ୍କାନାଳ : ଢେଙ୍କାନାଳ ଫୁଡ୍ ଲଭର୍ସ ଅନୁଷ୍ଠାନ ପକ୍ଷରୁ ପ୍ରଥମ କରି ରୋଷେଇ ପ୍ରତିଯୋଗିତା ଫୁଡ୍ ଫେଷ୍ଟା-୨୦୨୫ ଶୁକ୍ରବାର ଗୋପବନ୍ଧୁ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଦୁଇଟି ବର୍ଗରେ ଅନୁଷ୍ଠିତ ହୋଇଥିଲା । ପିଠା ଏବଂ ନିରାମିଷ ତରକାରୀ ପ୍ରସ୍ତୁତିକୁ ନେଇ
Read More...

ଢ଼େଙ୍କାନାଳରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ : ଆସନ୍ତା ୬ ରୁ ୧୪ ତାରିଖ ପର୍ଯ୍ୟନ୍ତ…

ଢ଼େଙ୍କାନାଳ : ଢ଼େଙ୍କାନାଳରେ ପ୍ରସିଦ୍ଧ ଲକ୍ଷ୍ମୀ ପୂଜା ଅନୁଷ୍ଠାନ ନିମନ୍ତେ ଆଜି ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ
Read More...

ଆତ୍ମହତ୍ୟା ଏବଂ ଏହାର ନିବାରଣ

ଦୈନନ୍ଦିନ ଜୀବନରେ ଆତ୍ମହତ୍ୟା ସବୁଠାରୁ ଏକ ସାଧାରଣ ଘଟଣା । ପ୍ରତିଦିନ ଆମେ ଖବର କାଗଜ ଏବଂ ଟେଲିଭିଜନ ମାଧ୍ୟମରେ ଆତ୍ମହତ୍ୟା ବିଷୟରେ ପଢ଼ୁଛୁ କିମ୍ବା ଶୁଣୁଛୁ । ଆମେ ମଣିଷମାନେ ଆମର ଦୈନନ୍ଦିନ ଜୀବନଯାପନ ପ୍ରତି ଅଧିକ ଜଟିଳ ହେବାକୁ ଲାଗିଛେ । ଲୋକଙ୍କ ଏପରି ବଡ଼ ପଦକ୍ଷେପ ପଛରେ ଥିବା କାରଣ
Read More...

ଅହମଦିୟା ଜାମେ ମସଜିଦ ଠାରେ ହଜରତ ମୁହମ୍ମଦଙ୍କ ସ୍ମୃତିରେ ଧର୍ମସଭା ଅନୁଷ୍ଠିତ !

ଢେଙ୍କାନାଳ : ସନ୍ଧ୍ୟାରେ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ଅହମଦିୟା ମୁସଲିମ ଜାମେ ମସଜିଦ ପ୍ରାଙ୍ଗଣରେ ଏକ ଗମ୍ଭୀର ଓ ଆଧ୍ୟାତ୍ମିକ ମାହୋଲରେ ଧର୍ମ ସଭା ଅନୁଷ୍ଠିତ ହୋଇଲା। ସମାରୋହଟି ସମୁଦାୟର ସଭାପତି ସୁଲେମାନ ଅଲୀ ଖାଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।ପ୍ରଥମେ ପବିତ୍ର କୁରାନର ତିଲାୱତରେ
Read More...