ଭୁବନ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପୁରୁଷୋତ୍ତମପୁର ର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ !

ଢ଼େଙ୍କାନାଳ : ଭୁବନ ସହର ଉପକଣ୍ଠସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପୁରୁଷୋତ୍ତମପୁର ର ଦ୍ଵିତୀୟ ବାର୍ଷିକ ଉତ୍ସବ (ବୈଶାଖୀ) ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ
Read More...

ଢେଙ୍କାନାଳ ଜିଲ୍ଲା କଂଗ୍ରେସର ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଡାକ୍ତର ତୁଷାର କାନ୍ତି ନାୟକ !

ଢେଙ୍କାନାଳ : ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ପିସିସିଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଡ଼. ବିଶ୍ୱରଂଜନ ମହାନ୍ତି ଢେଙ୍କାନାଳ ଜିଲ୍ଲା ପାଇଁ ଡାକ୍ତର ତୁଷାରକାନ୍ତି ନାୟକଙ୍କୁ ଜିଲ୍ଲା କଂଗ୍ରେସର ଗଣମାଧ୍ୟମ ଓ ସଂଚାର ବିଭାଗର ଅଧ୍ୟକ୍ଷ ନିଯୁକ୍ତ
Read More...

ଢ଼େଙ୍କାନାଳ ଜିଲ୍ଲା ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ମିଳିତ ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଢେଙ୍କାନାଳ ସହର ଉପକଣ୍ଠ ବୋରାପଦା ଠାରେ ଜିଲ୍ଲା ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ମିଳିତ ବୈଠକ ପୂର୍ବତନ ଜିଲ୍ଲାଛାତ୍ର ଓ ଯୁବ କଂଗ୍ରେସ ସଭାପତି ଜ୍ୟୋତିର୍ମୟ ପାଲ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଉର୍ଦ୍ଧ୍ୱ ସତାଧିକା ଛାତ୍ର ଓ ଯୁବ କଂଗ୍ରେସ କର୍ମୀ
Read More...

କ୍ଷେତ ଅଧିକାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ !

ଢ଼େଙ୍କାନାଳ : ରାଜ୍ୟ ସଂଘର ଆହ୍ବାନକ୍ରମେ ରାଜ୍ୟର ସମସ୍ତ କ୍ଷେତ ଅଧିକାରୀ ମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନର ଡାକରା ଦେଇଥିବା ବେଳେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ତହସିଲ ମଧ୍ୟରେ ଥିବା କ୍ଷେତ ଅଧିକାରୀ ମାନେ ମଧ୍ୟ ହିନ୍ଦୋଳ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ
Read More...

ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ସ୍ୱାଇଁଙ୍କ ପରଲୋକ !

ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବାଲିଯୋରନ୍ଦା ଗ୍ରାମର ପୂର୍ବତନ ସଭାପତି ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ସ୍ୱାଇଁ ଙ୍କର ପରଲୋକ ହୋଇଯାଇଛି । ସେ ପ୍ରାୟ ଚାଳିଶ ବର୍ଷରୁ ଅଧିକ ସମୟ ଶିକ୍ଷକତାରେ ବିତାଇଥିଲେ । ଗଁଦିଆ ବ୍ଲକର ନିହାଲପ୍ରସାଦ ଠାରୁ ଯୋରନ୍ଦା ପର୍ଯ୍ୟନ୍ତ
Read More...

ଭୁବନ ବିଶିଷ୍ଟ ବ୍ୟବସାୟୀ କମଳ କାନ୍ତି ସାହୁ ଙ୍କ ପରଲୋକ !

ଢ଼େଙ୍କାନାଳ - ଭୁବନ ର ପୂର୍ବତନ ନଗରପାଳ ଯୁଧିଷ୍ଠିର ସାହୁ ଙ୍କ ମଧ୍ୟମ ପୁତ୍ର କମଳ କାନ୍ତି ସାହୁ ( କୁନା)ଙ୍କ ର ଆଜି ଶୁକ୍ରବାର ପ୍ରାତଃ ସମୟରେ ହୃଦଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୩ ବର୍ଷ ହୋଇଥିଲା । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଗତ କାଲି ରାତି
Read More...

ଭୁବନ ମୀରାବାଇ କଳା ବିକାଶ କେନ୍ଦ୍ର ତରଫରୁ ସଙ୍ଗୀତ ଭିତ୍ତିକ ନାଟକ ବସୁଧୈବ କୁଟୁମ୍ବକମ୍ ପ୍ରଦର୍ଶିତ !

ଢ଼େଙ୍କାନାଳ: ଭୁବନ ର ପୁରାତନ କଳା ସଂସ୍କୃତି ବିଦ୍ୟାଳୟ ମୀରାବାଇ କଳା ବିକାଶ କେନ୍ଦ୍ର ତରଫରୁ ସଙ୍ଗୀତ ଭିତ୍ତିକ ନାଟକ ବସୁଧୈବ କୁଟୁମ୍ୱକମ୍ ପ୍ରଦର୍ଶିତ ହୋଇଯାଇଛି । ଜାତୀୟ ନାଟ୍ୟ ବିଦ୍ୟାଳୟ ର ୨୫ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ଆନ୍ତର୍ଜାତୀୟ ନାଟ୍ୟ ମହୋତ୍ସବ ପାଳିତ ହେଉଛି । ଏହି
Read More...

ଅହମଦିୟା ମୁସଲିମ ସମ୍ପ୍ରଦାୟ ଆନୁକୁଲ୍ୟରେ ମୁସଲେହ୍ ମଊଦ ଦିବସ ପାଳିତ !

ଢେଙ୍କାନାଳ : ସହର ଉପକଣ୍ଠ ଗୁଣ୍ଡିଚାପଡ଼ାଠାରେ ଅହମଦିୟା ମୁସଲିମ ସମ୍ପ୍ରଦାୟ ଆନୁକୁଲ୍ୟରେ ମୁସଲେହ୍ ମଊଦ ଦିବସ ଅଥବା ଅଙ୍ଗୀକୃତ ସଂସ୍କାରକ ଦିବସ ପାଳିତ ହୋଇଯାଇଅଛି। ଏହି ଦିବସରେ ଏକ ଧର୍ମସଭାର ଆୟୋଜନ କରାଯାଇଥିଲା, ଏହି ଧର୍ମ ସଭାରେ ଅହମଦିୟା ମୁସଲିମ ସମ୍ପ୍ରଦାୟ ଗୁଣ୍ଡିଚାପଡ଼ାର
Read More...

୨୩ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିନିକିଆ ଢେଙ୍କାନାଳ ଗସ୍ତ ପାଇଁ ବିଜେପିର ବ୍ୟାପକ ପ୍ରସ୍ତୁତି…

ଢେଙ୍କାନାଳ : କେନ୍ଦ୍ର ଶିକ୍ଷା, ଦକ୍ଷତା ଓ ଉଦ୍ୟମିତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୨୩ ତାରିଖରେ ଦିନିକିଆ ଢେଙ୍କାନାଳଗସ୍ତରେ ଆସିବା କାର୍ଯ୍ୟକ୍ରମ ଅଛି । ପୂର୍ବାହ୍ନ ୧୦ ଘଟିକାରେ ଢେଙ୍କାନାଳ ବସ୍‌ଷ୍ଟାଣ୍ଡ ନିକଟସ୍ଥ ରୋଟାରୀ କ୍ଲବ୍ ସମ୍ମୁଖରେ ଭାରତସରକାରଙ୍କ ଦକ୍ଷତା
Read More...

ଗୁରୁଦେବଜୀ ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ଓ ବକ୍ତୁତା ପ୍ରତିଯୋଗିତା ଅନୁଷ୍ଠିତ !

ଢେଙ୍କାନାଳ : ସଦର ବ୍ଲକ କାଙ୍କଡ଼ପାଳ ପଞ୍ଚାୟତ ଅନ୍ତର୍ଗତ ସୁନ୍ଦରିଖାଲ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଢେଙ୍କାନାଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁରୁଦେବଜୀ ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ଏକ ସ୍ଵତନ୍ତ୍ର ଆଲୋଚନା ଚକ୍ର “ମୁଁ ଓଡ଼ିଆ ମୋ
Read More...