ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ !

ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ! ଢ଼େଙ୍କାନାଳ : ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜଲକ୍ଷ୍ମୀ
Read More...

ଫୁଡ୍ ଲଭର୍ସ ପକ୍ଷରୁ ରୋଷେଇ ପ୍ରତିଯୋଗିତା ଅନୁଷ୍ଠିତ !

ଢେଙ୍କାନାଳ : ଢେଙ୍କାନାଳ ଫୁଡ୍ ଲଭର୍ସ ଅନୁଷ୍ଠାନ ପକ୍ଷରୁ ପ୍ରଥମ କରି ରୋଷେଇ ପ୍ରତିଯୋଗିତା ଫୁଡ୍ ଫେଷ୍ଟା-୨୦୨୫ ଶୁକ୍ରବାର ଗୋପବନ୍ଧୁ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଦୁଇଟି ବର୍ଗରେ ଅନୁଷ୍ଠିତ ହୋଇଥିଲା । ପିଠା ଏବଂ ନିରାମିଷ ତରକାରୀ ପ୍ରସ୍ତୁତିକୁ ନେଇ
Read More...

ଢ଼େଙ୍କାନାଳରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ : ଆସନ୍ତା ୬ ରୁ ୧୪ ତାରିଖ ପର୍ଯ୍ୟନ୍ତ…

ଢ଼େଙ୍କାନାଳ : ଢ଼େଙ୍କାନାଳରେ ପ୍ରସିଦ୍ଧ ଲକ୍ଷ୍ମୀ ପୂଜା ଅନୁଷ୍ଠାନ ନିମନ୍ତେ ଆଜି ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ
Read More...

ଆତ୍ମହତ୍ୟା ଏବଂ ଏହାର ନିବାରଣ

ଦୈନନ୍ଦିନ ଜୀବନରେ ଆତ୍ମହତ୍ୟା ସବୁଠାରୁ ଏକ ସାଧାରଣ ଘଟଣା । ପ୍ରତିଦିନ ଆମେ ଖବର କାଗଜ ଏବଂ ଟେଲିଭିଜନ ମାଧ୍ୟମରେ ଆତ୍ମହତ୍ୟା ବିଷୟରେ ପଢ଼ୁଛୁ କିମ୍ବା ଶୁଣୁଛୁ । ଆମେ ମଣିଷମାନେ ଆମର ଦୈନନ୍ଦିନ ଜୀବନଯାପନ ପ୍ରତି ଅଧିକ ଜଟିଳ ହେବାକୁ ଲାଗିଛେ । ଲୋକଙ୍କ ଏପରି ବଡ଼ ପଦକ୍ଷେପ ପଛରେ ଥିବା କାରଣ
Read More...

ଅହମଦିୟା ଜାମେ ମସଜିଦ ଠାରେ ହଜରତ ମୁହମ୍ମଦଙ୍କ ସ୍ମୃତିରେ ଧର୍ମସଭା ଅନୁଷ୍ଠିତ !

ଢେଙ୍କାନାଳ : ସନ୍ଧ୍ୟାରେ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ଅହମଦିୟା ମୁସଲିମ ଜାମେ ମସଜିଦ ପ୍ରାଙ୍ଗଣରେ ଏକ ଗମ୍ଭୀର ଓ ଆଧ୍ୟାତ୍ମିକ ମାହୋଲରେ ଧର୍ମ ସଭା ଅନୁଷ୍ଠିତ ହୋଇଲା। ସମାରୋହଟି ସମୁଦାୟର ସଭାପତି ସୁଲେମାନ ଅଲୀ ଖାଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।ପ୍ରଥମେ ପବିତ୍ର କୁରାନର ତିଲାୱତରେ
Read More...

ପ୍ରସିଦ୍ଧ ବଳଦ ଯାତ୍ରା ଉପଲକ୍ଷେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ : ସନ୍ଧ୍ୟା ୭ ଟା ସୁଦ୍ଧା ରାବଣ ପୋଡ଼ି ,ଡି ଜେ ବନ୍ଦ…

ଢେଙ୍କାନାଳ: ଭୁବନ ର ଐତିହାସିକ,ପାରମ୍ପରିକ ତଥା ଗଣ ପର୍ବ ଭାବେ ପ୍ରସିଦ୍ଧି ଲାଭ କରିଥିବା ଦଶହରା ବଳଦ ଯାତ୍ରା ଉପଲକ୍ଷେ ଏନ୍ ଏ ସି ସଭା ଗୃହରେ ବୁଧବାର ଅପରାହ୍ନରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶାନ୍ତି କମିଟି ମୁଖ୍ୟ କାମାକ୍ଷା ନଗର ଉପ ଜିଲ୍ଲାପାଳ ଦିନମଣି ନାୟକ ଙ୍କ
Read More...

ଡି.ଆଇ.ଇ.ଟି. ଢେଙ୍କାନାଳର ସ୍ୱର୍ଣ୍ଣିମ ଉପଲବ୍ଧି !

ରାଜ୍ୟରେ ଶ୍ରେଷ୍ଠ ପ୍ରଶିକ୍ଷଣ ପ୍ରତିଷ୍ଠାନର ଖିତାବମୁଖ୍ୟମନ୍ତ୍ରୀ ହାତରୁ ମିଳିଲା ୧୦ ଲକ୍ଷ ଟଙ୍କା ସହିତ ଶିକ୍ଷା ପୁରସ୍କାର ଢେଙ୍କାନାଳ :“ଜିଲ୍ଲାର ଶିକ୍ଷାର ନୂଆ ପରିଚୟ ଡି.ଆଇ.ଇ.ଟି.!” — ଏହି ଉଚ୍ଚାରଣ ଗୁରୁଦିବସରେ ଲୋକସେବା ଭବନରେ ପୁନର୍ବାର ସାବ୍ୟସ୍ତ ହୋଇଗଲା ।ରାଜ୍ୟସ୍ତରରେ
Read More...

ରୋଟାରୀ କ୍ଲବ ତରଫରୁ ଗୁରୁ ଦିବସ ପାଳନ !

ଶିକ୍ଷକ–ଶିକ୍ଷୟିତ୍ରୀଙ୍କୁ ସମ୍ମାନ, ଗୁରୁ–ଶିଷ୍ୟ ସମ୍ପର୍କର ପ୍ରାଧାନ୍ୟ ଉଲ୍ଲେଖ... ଢେଙ୍କାନାଳ : ରୋଟାରୀ କ୍ଲବ ତରଫରୁ ଗୁରୁ ଦିବସ ପାଳନ କରାଯାଇଥିଲା ।ସକାଳ ସମୟରେ ଗଜମାରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ସହିତ ସମସ୍ତ ଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରାଗଲା ।
Read More...

ଢେଙ୍କାନାଳରେ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ !

କମ୍ପୁଟରୀକରଣ ଓ ସମବାୟ ହିସାବ ସମୀକ୍ଷାର ଗୁରୁତ୍ୱ ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା.... ଢେଙ୍କାନାଳ : ଗୋପବନ୍ଧୁ ଟାଉନ ହଲ୍‌ରେ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ ଏନଏଲପିଏସ୍‌ ମାଧ୍ୟମରେ କମ୍ପୁଟରୀକରଣ ଓ ସମବାୟ ହିସାବ ସମୀକ୍ଷାର ଗୁରୁତ୍ୱ ବିଷୟରେ ଜିଲ୍ଲାସ୍ତରୀୟ କର୍ମଶାଳା
Read More...

ଭୁବନ ଗଣେଶ ମେଲଣ ମହୋତ୍ସବ ୨୦୨୫ ଉଦଯାପିତ : ୨୫ ହଜାର ଏକ ଟଙ୍କା ରେ ଡ଼ାଇନାମିକ କ୍ଲବ ୨୦୦୯ ବ୍ୟାଚ ଆଜ୍ଞା ଲଡୁ ନିଲାମ…

ଢେଙ୍କାନାଳ: ଭୁବନ ରେ ଗତ ୨୭ ତାରିଖ ଠାରୁ ୨୧ ଟି ପୂଜା ମଣ୍ଡପ ରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ଗଣେଶ ପୂଜା ର ଏକାଦଶ ଦିନରେ ଯାତ୍ରା ପଡିଆ ଠାରେ ଶନିବାର ସନ୍ଧ୍ୟାରେ ଗଣେଶ ମେଲଣ ମହୋତ୍ସବ ୨୦୨୫ ଉଦଯାପିତ ହୋଇଯାଇଛି । ମହୋତ୍ସବ କମିଟି ସଭାପତି ସୁବ୍ରତ କୁମାର ସାହୁ ଙ୍କ
Read More...