ମାତୃ ଦିବସ ଅବସରରେ କବିତା ମୋ ମା’….

   ***ମୋ ମା' ***                    ସବୁଠୁ ମଧୁର ଲାଗେ ମୋତେ ମୋର ମାଆସେ ଯେବେ ଡାକଇ ବାବୁ ଧନ ମୋ'ର ଆ' । ଯେବେ ମୁଁ ଜନମ ନେଲି ତାହାରି କୋଳରେସେ ଆନନ୍ଦେ ହସୁଥାଏ ଅତି ସ୍ନେହ ଭରେ । ପଡି ଉଠି ହାତ ଧରି ଶିଖିଲି ମୁଁ ଚାଲିଖେଳିଥିଲିତା'ସାଥେମୁଁକେତେ ଧୂଳି ବାଲି । ରୋଗ
Read More...

ଢେଙ୍କାନାଳ ବିଜେପି ଦାବୀ କଲା ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ତୁରନ୍ତ ମୁକ୍ତି !

ଢେଙ୍କାନାଳ : ବୁକ୍ ସର୍କୁଲାର୍ ୪୭ର ଅବମାନନା କରିବା ସହ ବିଶୃଙ୍ଖଳିତ ଆଚରଣ କରି ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ଦୁର୍ବ୍ୟବହାର କରିଥିବା ତିଲେଇବଣି ବିଡିଓଙ୍କୁ ରାଜ୍ୟ ସରକାର ପରୋକ୍ଷ ଭାବେ ସମର୍ଥନ କରିବା ଓ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଅନ୍ୟାୟ ଭାବେ ବିଧାୟକ
Read More...

ବିଶ୍ଵ ମାତୃତ୍ୱ ଦିବସ ଉପଲକ୍ଷେ ତୁମ ପାଇଁ ପଦ ଟିଏ ବୋଉ

ବୋଉ ପ୍ରଣାମ…..ବିଶ୍ଵ ମାତୃତ୍ୱ ଦିବସ ଉପଲକ୍ଷେ ତୁମ ପାଇଁ ପଦ ଟିଏ ଲେଖୁଛି। ଛୋଟ ବେଳଠୁ ଆଜିଯାଏଁ ତମେ ମୋର ଯେତିକି ଅଳି ଅର୍ଦ୍ଦଳି ସହିଛ, ମତେ ଯେତେ ସ୍ନେହ ଦେଇଛ, ତା ଆଗରେ ମୁଁ ଯାହା ଲେଖିଲେ ବି କମ ହବ I ତୁମ ଠାରୁ ଜୀବନରେ ମୁଁ ବହୁତ୍ ଜିନଷ ଶିଖିଛି । ସବୁଠାରୁ ବଡ଼ କଥା ତୁମର ଯୋଉ
Read More...

ଭୁବନ ; କାଳ ବୈଶାଖୀର ତାଣ୍ଡବ, ଭାଙ୍ଗିଲା ଘର : ଦୁଇ ଗୁରୁତର !

ଢେଙ୍କାନାଳ : ଭୁବନ ବ୍ଳକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ଶବର ସାହିରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଏହି ସାହିର ଶାନ୍ତିଲତା ବାରିକଙ୍କ ସ୍ୱାମୀ ଗୋବୋରା ବାରିକଙ୍କ କାଳ ବୈଶାଖୀରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ପ୍ରବଳ ଝଡ ତୋଫାନ ସହ କାଳ
Read More...

ଭୁବନ ; କର୍ମଚାରୀଙ୍କ ଅବ୍ୟବସ୍ଥା ଭିତରେ ଚାଲିଛି ଓଡିଶ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର !

ଢେଙ୍କାନାଳ : ଭୁବନ ବ୍ଳକ ଅନ୍ତର୍ଗତ ଓଡିଶ ପଞ୍ଚାୟତ ଅବସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ କର୍ମଚାରୀ ଅଭାବ ଦେଖା ଦେଇଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ୧୯୯୨ ମସିହାରେ ପ୍ରାଥମିକ ସ୍ୱ୍‌ଥ୍ୟ କେନ୍ଦ୍ର ସ୍ଥାପିତ ହୋଇଥିବା ବେଳେ ଉକ୍ତ ସ୍ୱାସ୍ଥ୍ୟ
Read More...

ବିଦ୍ୟୁତ ସରବରାହ ବ୍ୟାହତ ଯୋଗୁ ଜନ ଅସନ୍ତୋଷ : କର୍ତୃପକ୍ଷଙ୍କ ଦ୍ୱାରା ତୁରନ୍ତ ସମାଧାନ ଦାବୀ !

ଢେଙ୍କାନାଳ : ପୌରାଞ୍ଚଳ ଏକ ନମ୍ବର ୱାର୍ଡ ଅନ୍ତର୍ଗତ ଶ୍ୟାମାଚରଣପୁର, ଆନନ୍ଦ ନଗର ଓ କାଠଗଡା ଅଞ୍ଚଳରେ ୫ ତାରିଖ ଅପରାହ୍ନ ୩ ଘଟିକା ସମୟରୁ ନିରବଚ୍ଛିନ୍ନ । ପ୍ରବଳ ଝଡ,ବର୍ଷା କୁଆପଥର ମାଡ ଓ ଦୃତବେଗରେ ପବନ ବୋହିବା ଯୋଗୁ ଟ୍ରାନ୍ସଫର୍ମରରେ ତୃଟି , ସ୍ଥାନେ ସ୍ଥାନେ ବିଦ୍ୟୁତ ତାର
Read More...

ହିନ୍ଦୋଳ; ହାତୀ ଆକ୍ରମଣରେ ବୃଦ୍ଧ ମୃତ !

ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡ ଖଲିବୋରେଇ ସେକ୍ସନ ଅନ୍ତର୍ଗତ କେନ୍ଦୁନାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଖଲିବୋରେଇ ସେକ୍ସନ ଅନ୍ତର୍ଗତ କେନ୍ଦୁନାଳି ଗ୍ରାମର ଶ୍ରୀରାମ ବେହେରା (୬୦) ରାତିରେ କୌଣସି କାମରେ ବାହାରକୁ ଯାଇଥିଲେ । ସେଠାରୁ ଘରକୁ
Read More...

ସିନର୍ଜୀ ସିଭିଲ ବିଭାଗର ବାର୍ଷିକ ଉତ୍ସବ “ଆକାର-୨୨”ଅନୁଷ୍ଠିତ !

ଢେଙ୍କାନାଳ : ସ୍ଥାନୀୟ ସିନର୍ଜୀ ବୈଷୟିକ ମହାବିଦ୍ୟାଳୟର ସିଭିଲ ବିଭାଗର ବାର୍ଷିକ ମହୋତ୍ସବ “ଆକାର-୨୦୨୨” ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସିଏସଆଇଆର ଭୁବନେଶ୍ୱର ଇନଷ୍ଟିଚ୍ୟୁଟ ଅଫ ମିନେରାଲ ଆଣ୍ଡ ମ୍ୟାଟେରିଆଲ ଟେକ୍ନୋଲୋଜିର ନିର୍ବାହୀ ଯନ୍ତ୍ରୀ ଡ.ଦିପ୍ତି ରଂଜନ ନାୟକ
Read More...