ବଳଦିଆବନ୍ଧ ପଞ୍ଚାୟତ ପ୍ରଗତି ପରିଷଦ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ !

ଢେଙ୍କାନାଳ : ବଳଦିଆବନ୍ଧ ଗ୍ରାମ ପଞ୍ଚାୟତ ପରିସର ମଧ୍ୟରେ ପଞ୍ଚାୟତ ପ୍ରଗତି ପରିଷଦ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ କି, ସୁସ୍ଥ ପରିବେଶ ଗଢିବା ଓ ଜଳସ୍ତରକୁ
Read More...

ଉଫୁନା ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ !

ଢେଙ୍କାନାଳ :ସ୍ଥାନୀୟ ରଥଗଡାସ୍ଥିତ ଉଫୁନା କାର୍ଯ୍ୟାଳୟ ପରିସରରେ ଉଫୁନାର ରାଜ୍ୟ ଅଧ୍ୟକ୍ଷ ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥି ରୂପେ ପରିବେଶବିତ ଉପେନ୍ଦ୍ର ରାଉତ ଯୋଗଦେଇ କହିଲେ ଯେ, କଥାରେ ଅଛି "ଆଖି କାନ
Read More...

ବିରାଶାଳ ଏୟାର ଷ୍ଟ୍ରିପରେ ପ୍ରଶିକ୍ଷଣ ବେଳେ ପୁଣି ବିମାନ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ପ୍ରଶିକ୍ଷାର୍ଥୀ !

ଢ଼େଙ୍କାନାଳ :ବିରାଶାଳ ଏୟାର ଷ୍ଟ୍ରିପରେ ବିମାନ ପୁଣି ଦୁର୍ଘଟଣା । ବିରାଶାଳ ସ୍ଥିତ ସରକାରୀ ବିମାନ ଚଳାଚଳ ପ୍ରଶିକ୍ଷଣ କେନ୍ଦ୍ରରେ ହୋଇଛି ଏହି ଦୁର୍ଘଟଣା । ଅପରାହ୍ନ ପ୍ରାୟ ସାଢେ ଦୁଇଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଜଣେ ପ୍ରଶିକ୍ଷାର୍ଥୀ ଗ୍ଲାଇଡର ବିମାନ ଉଡାଇବା ବେଳେ ହୋଇଛି
Read More...

ଯୁବ ପରିବେଶବିତ୍‌ଙ୍କ ଦ୍ୱାରା ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ମାନବ ଶୃଙ୍ଖଳ ଆୟୋଜିତ !

ଢେଙ୍କାନାଳ : ପ୍ରତିବର୍ଷ ଜୁନ ମାସ ୫ ତାରିଖ ଦିନ ଏହି ଦିବସ ପାଳିତ ହୋଇଥାଏ । ମିଳିତ ଜାତିସଂଘ ୧୯୭୨, ଜୁନ ୫ରେ ବିଶ୍ୱ ପରିବେଶ ଦିବସ ପାଳନ ପାଇଁ ଏକ ବୈଠକର ଆୟୋଜନ କରିଥିଲା । ବୈଠକ ପରେ ପ୍ରତିବର୍ଷ ଏହି ଦିବସ ପାଳନ ନିଷ୍ପତି ହୋଇଥିଲା । ତେବେ ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା
Read More...

କପିଳାସ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ବିବାହ ଓ ଶୀତଳ ଷଷ୍ଠୀ ବିବାହ କାର୍ଯ୍ୟ ସମ୍ପନ୍ନ !

ଢେଙ୍କାନାଳ : ପ୍ରସିଦ୍ଧ ଶୈବପୀଠ କପିଳାସ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ ବିବାହ ଉତ୍ସବ ଓ ଶୀତଳ ଷଷ୍ଠୀ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ବିବାହ ଉତ୍ସବ ଉପଲକ୍ଷେ ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ତିଥିରୁ ହର ପାର୍ବତୀଙ୍କ ଚଳନ୍ତି ପ୍ରତିମାକୁ କପିଳାସ ପୀଠରୁ ଶୁକ୍ରବାର ଦିନ
Read More...

ଢେଙ୍କାନାଳ ଥିଙ୍କର୍ସ ଫୋରମ ପକ୍ଷରୁ ବିଶ୍ୱ ପ୍ରସିଦ୍ଧ ମହିମା ପୀଠ ଯୋରନ୍ଦା ବଜାର ରେ ପ୍ରଶଂସା ପତ୍ର ବଣ୍ଟନ !

ଢ଼େଙ୍କାନାଳ : ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ଫୋରମ ର ସଭାପତି ସୋମେନ୍ଦୁ ଶତପଥୀ ଙ୍କ ନେତୃତ୍ୱ ରେ ବିଶ୍ୱ ପ୍ରସିଦ୍ଧ ମହିମା ପୀଠ ଯୋରନ୍ଦା ଏବଂ ନାଟିମା ବଜାର ରେ ଭାଷା ଭିତ୍ତିକ କାର୍ଯ୍ୟକ୍ରମ କରି ଓଡ଼ିଆ ରେ ନାମ ଫଳକ ଲେଖିଥିବା ସେ ଅଞ୍ଚଳ ର ବ୍ୟବସାୟ
Read More...

ସରକାରୀ ଉଚ୍ଚ ବିଦ୍ୟାଳୟ, ରାଧାଦେଈପୁରକୁ ରାଜ୍ୟସ୍ତରୀୟ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ “ପ୍ରକୃତି ମିତ୍ର…

ଢେଙ୍କାନାଳ : ଚଳିତ ଶିକ୍ଷା ବର୍ଷରେ ସଦର ବ୍ଳକ ସରକାରୀ ଉଚ୍ଚ ବିଦ୍ୟାଳୟ, ରାଧାଦେଈପୁରକୁ ବିଶ୍ଵ ପରିବେଶ ଦିବସ ଅବସର ରେ "ପ୍ରକୃତି ମିତ୍ର ପୁରସ୍କାର" ପ୍ରଦାନ କରାଯାଇଅଛି। ଭୂବନେଶ୍ଵର ରବିନ୍ଦ୍ରମଣ୍ଡପରେ ଆୟୋଜିତ ଉତ୍ସବରେ ରାଜ୍ୟ ସହକାରୀ ମୁଖ୍ୟ ଶାସନ ସଚିବ ମୋନାଶର୍ମାଙ୍କ ଠାରୁ
Read More...

ଛାତ୍ରବତ୍ସଳ ବରିଷ୍ଠ ଶିକ୍ଷାବିତ୍‌ ତଥା ପୂର୍ବତନ ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ମିଶ୍ରଙ୍କ ପରଲୋକ !

ଢେଙ୍କାନାଳ : ଜିଲ୍ଲାର ଛାତ୍ରବତ୍ସଳ ବରିଷ୍ଠ ଶିକ୍ଷାବିତ୍‌ ତଥା ସହରସ୍ଥିତ ଲକ୍ଷ୍ମୀଧର ମୁ୍ନିସିପାଲ ହାଇସ୍କଲରୁ ପୂର୍ବତନ ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ମିଶ୍ରଙ୍କ ଷ୍ଟେଶନ ବଜାରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥଲା। ମୃତ୍ଯୁ ଶଯ୍ୟା ନିକଟରେ
Read More...

କାମାକ୍ଷାନଗର : ପାନୀୟ ଜଳ ସମସ୍ୟାର ସମାଧାନ ଦାବିରେ ରାସ୍ତା ରୋକ !

ଢ଼େଙ୍କାନାଳ : କାମାକ୍ଷାନଗର ଥାନା ବାଉଁଶପାଳ ପଞ୍ଚାୟତ ଶବର ସାହିର ଶତାଧିକ ମହିଳା ପୁରୁଷ ବାଉଁଶପାଳ ଛକ ନିକଟରେ ୫୩ ନଂ .ଜାତୀୟ ରାଜପଥ ଅବରୋଧ କରିଥିଲେ। ଅଭିଯୋଗ ମୁତାବକ, ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟା ଲାଗିରହିଛି। ଡହଡହ ଖରା ସାଙ୍ଗକୁପାନୀୟ ଜଳ ସମସ୍ୟା ଯୋଗୁ ନାହିଁ
Read More...