ନବ ନିର୍ବାଚିତ ନଗରପାଳ ଓ କାଉନସିଲରଙ୍କ ସମ୍ବର୍ଦ୍ଧନା ଉତ୍ସବ ପୌରାଞ୍ଚଳର ଉନ୍ନତି ପାଇଁ ନୂତନ ନଗରପାଳ ଜୟନ୍ତୀ…

ଢେଙ୍କାନାଳ :ନବନିର୍ବାଚିତ ଭାଜପା ନଗରପାଳ ଓ କାଉନସିଲରଙ୍କର ଏକ ବିଜୟ ଶୋଭାଯାତ୍ରା ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଭାଜପାର କର୍ମକର୍ତା ନବ ନିର୍ବାଚିତ ନଗରପାଳ ଜୟନ୍ତୀ ପାତ୍ର ଓ ୯ ଜଣ ଭାଜପା ନିର୍ବାଚିତ କାଉସିଲରଙ୍କର ଏକ ଶୋଭାଯାତ୍ରା ବାଜିଚୌକ ଠାରୁ ବାହାରି ପୁରୁଣା
Read More...

ଅଣ୍ଡିରା ହାତୀ ଛୁଆର ମୃତଦେହ ଉଦ୍ଧାର !

ଢେଙ୍କାନାଳ : ଘଟିପିରି ଫରେଷ୍ଟ ସେକ୍ସନରେ ଏକ ଅଣ୍ଡିରା ହାତୀ ଛୁଆର ର ମୃତଦେହ ବନବିଭାଗ ଉଦ୍ଧାର କରିଥିବାର ସୂଚନା ମିଳିଛି । ସୂଚନା ଅନୁଯାୟୀ ଗୋଟିଏ ୨ ବର୍ଷର ଅଣ୍ଡିରା ହାତୀ ଛୁଆ ଘଟିପିରିର ବେଲବଣିଆଁ ରିଜର୍ଭ ଫରେଷ୍ଟ ଅଞ୍ଚଳରୁ ମରି ପଡିଥିବାର ଦେଖିବାକୁ ମିଳିଥିଲା । ଖବର ପାଇ
Read More...

ଭୁବନ ବ୍ଲକର ନୂତନ ଅଧ୍ୟକ୍ଷା ଭାବେ ସ୍ୱାମୀଙ୍କ ଠାରୁ କାର୍ଯ୍ୟଭାର ସମ୍ଭାଳିଲେ ସିପ୍ରା !

ଢେଙ୍କାନାଳ: ଭୁବନ ବ୍ଲକର ନୂତନ ଅଧ୍ୟକ୍ଷା ଭାବେ ସିପ୍ରା ବରାଳ ତାଙ୍କ ସ୍ୱାମୀ ତଥା ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ବିଧିବଧ ଭାବେ ସିପ୍ରା ବରାଳ ଦାୟିତ୍ୱ ଗ୍ରହଣ କରିବା ପରେ ବିଡିଓ ଅର୍ଶୀବାଦ ପରିଡା , ସିଡିପିଓ ନିର୍ମଳା ସେଠୀ ଜୀବିକାମିଶନର
Read More...

ଢେଙ୍କାନାଳ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତାଙ୍କ ଶପଥ ପାଠ !

ଢେଙ୍କାନାଳ : ଜିଲ୍ଲା ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ପାଠ ଓକିଲ ସଂଘର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ସଞ୍ଜୟ କୁମାର ମିଶ୍ର,ଉପସଭାପତି ପୁଷ୍ପକ ତ୍ରିପାଠୀ, ସମ୍ପାଦକ ଟଙ୍କଧର ବେହେରା, ଯୁଗ୍ମ ସମ୍ପାଦକ ରଞ୍ଜନ କୁମାର ମିଶ୍ର ,କୋଷାଧ୍ୟକ୍ଷ ରାଜେନ୍ଦ୍ର
Read More...

କାମାକ୍ଷାନଗର ନିର୍ବାଚିତ ନଗରପାଳ ଓ କାଉନସିଲରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା !

ଢେଙ୍କାନାଳ : କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜୁ ଜନତା ଦଳ କ୍ଲିନ ସୁଇପ କରିଥିବା ବେଳେ ନଗରପାଳ ଓ ସମସ୍ତ ୧୪ଟି ୱାର୍ଡର କାଉନସିଲର ମାନଙ୍କୁ କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ବିଜ୍ଞାପିତ ଅଞ୍ଚଳ ପରିଷଦର
Read More...

ଚାରିଜଣ ଭିନ୍ନକ୍ଷମ ବ୍ୟକ୍ତି ସାଧାରଣ ବ୍ୟକ୍ତି ଙ୍କୁ ବିବାହ : ପ୍ରତ୍ୟକ ଦମ୍ପତିଙ୍କୁ ବିବାହ ପ୍ରୋତ୍ସାହନ ରାଶି…

ଢେଙ୍କାନାଳ : ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ୪ ଜଣ ଭିନ୍ନକ୍ଷମ ବ୍ୟକ୍ତି ସାଧାରଣ ବ୍ୟକ୍ତି ଙ୍କୁ ବିବାହ କରିଥିବାରୁ ସେମାନଙ୍କୁ ପ୍ରତେକ ୨,୫୦,୦୦୦/- ଟଙ୍କା ଲେଖାଏ ବିବାହ ପ୍ରୋତ୍ସାହନ ରାଶି ଜିଲ୍ଲାପାଳ ସରୋଜ କୁମାର ସେଠି ପ୍ରଦାନ କରିଥିଲେ । ସୂଚନା ମୁତାବକ ଗନ୍ଦିଆ ବ୍ଲକ
Read More...

ସଂଧ୍ୟାତାରା ସାହିତ୍ୟ ସଂସଦର ୪୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ !

ଢ଼େଙ୍କାନାଳ : ସଂଧ୍ୟାତାରା ସାହିତ୍ୟ ସଂସଦର ୪୩ ତମ ବାର୍ଷିକ ଉତ୍ସବ ଗୋପବନ୍ଧୁ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ଶଶିକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିବା ଲାଗି ସମସ୍ତ ପ୍ରକାର ପ୍ରୟାସ ହେବା
Read More...