ଯୋରନ୍ଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗ ଦିବସ !

ଢେଙ୍କାନାଳ : ଯୋରନ୍ଦା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ ମଙ୍ଗଳବାର ଯୋଗ ଦିବସ ପାଳିତ ହୋଇଯାଇଛି । ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ. ସ୍ୱାଧିନ ରଥ ଯୋଗର ମହତ୍ୱ ଓ ଆବଶ୍ୟକତା ଉପରେ ଆଲୋକପାତ କରି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଯୋଗ ଚିକିତ୍ସା ପ୍ରଦାନ କରାଯାଉଛି । ଏହାର
Read More...

ମଠକରଗୋଳା ମହାବିଦ୍ୟାଳୟରେ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ !

ଢେଙ୍କାନାଳ : ମଠକରଗୋଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଦିନିକିଆ ଯୋଗାସନ ପରିଦର୍ଶନ ଓ ଯୋଗ ଅଭ୍ୟାସ ଶିବିର ଆୟୋଜନ କରିବା ସହ ଅନୁଷ୍ଠାନ ସମ୍ମିଳନୀ କକ୍ଷରେ ଏକ ଆଲୋଚନା ଚକ୍ର ସଭା
Read More...

ଅନାଥ ଭାଇଭଉଣୀ ଙ୍କୁ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ସହାୟତା ପ୍ରଦାନ !

ଢେଙ୍କାନାଳ : ଓଡ଼ାପଡ଼ା ବ୍ଲକ ଆର୍ତ୍ତସାମନ୍ତରା କାଟେଣୀ ଗ୍ରାମର ଅନାଥ ଭାଇଭଉଣୀ ଙ୍କୁ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ସହାୟତା ପ୍ରଦାନ କରିଛନ୍ତି । ଦ୍ୱିତୀୟ ଶ୍ରେଣୀରେ ଲକ୍ଷ୍ମୀଧର ନାୟକ (୯) ଏବଂ ପ୍ରଥମ ଶ୍ରେଣୀରେ ଅପର୍ଣ୍ଣା ନାୟକ (୬) ପାଠ ପଢୁଛନ୍ତି । ସମ୍ପୃକ୍ତ ଦୁଇ ଶିଶୁଙ୍କୁ
Read More...

ଅନାଥ ଭାଇଭଉଣୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ !

ଢେଙ୍କାନାଳ : ଓଡ଼ାପଡ଼ା ବ୍ଲକ ଆର୍ତ୍ତସାମନ୍ତରା କାଟେଣୀଗ୍ରାମର ଅନାଥ ଭାଇଭଉଣୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଲକ୍ଷ୍ମୀଧର ନାୟକ (୯) ଏବଂପ୍ରଥମ ଶ୍ରେଣୀରେ ପଢୁଥିବା ଅପର୍ଣ୍ଣା ନାୟକ (୬)ଙ୍କ ନାମରେ ୧୦ହଜାର ଟଙ୍କା ଲେଖାଏ
Read More...

ଭୁବନ ; ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ କିର୍ତ୍ତନପୁର ଓ ଜୟପୁର ଗ୍ରାମ : ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ…

ଢ଼େଙ୍କାନାଳ : ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା (ପିଏମଏଜିଓ୍ୱାଇ)ରେ ସାମିଲ ହୋଇଛି ଭୁବନ ବ୍ଲକ ଭୂଷଳପଞ୍ଚାୟତର ଦୁଇଟି ଗ୍ରାମ କିର୍ତ୍ତନପୁର ଓ ଜୟପୁର । ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏହାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଆଦର୍ଶ ଗ୍ରାମର ଅଧିବାସୀଙ୍କୁ ସମସ୍ତ
Read More...

ଗଁଦିଆ ; ଦୁଇଗୋଟି ବାରହା ମୁଣ୍ଡ ଜବତ କରିବା ସହ ଆସାମୀ ଗିରଫ !

ଢେଙ୍କାନାଳ : ଗଁଦିଆ ବ୍ଲକ ଷଡ଼ଙ୍ଗୀ ରେଞ୍ଜ ଅଧିନସ୍ଥ ଷଡ଼ଙ୍ଗୀ ଗ୍ରାମ ର ସନ୍ଧ୍ୟାରେ ବନବିଭାଗ ଜଣେ ଶିକାରୀ ଘରୁ ଦୁଇଟି ବାରହା ମୁଣ୍ଡ ଜବତ କରି ତାକୁ ଗିରଫ କରିଛି । ସୂଚନା ମୁତାବକ ଷଡ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଷଡ଼ଙ୍ଗୀ ଗ୍ରାମର ସବରସାହି ର ସୁରେଶ ରାଉତ(୪୫) ଦିର୍ଘ ଦିନ ଧରି ନିଜର ଘରେ
Read More...

ଭୁବନ ; ନାଳରେ ବୁଡି ଚାରି ବର୍ଷ ଶିଶୁ ପୁତ୍ରର ଅକାଳ ମୃତ୍ୟୁ !

ଢ଼େଙ୍କାନାଳ : ଭୁବନ ଥାନା ଅନ୍ତର୍ଗତ ମଠନୂଆଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଉକ୍ତ ଗ୍ରାମର କୁଲୁ ସାହୁ ଙ୍କର ଦୁଇ ପୁତ୍ର ରାଜା ୬ ବର୍ଷ ଓ ଶୁଭଙ୍କର ୪ ବର୍ଷର ଦୁଇ ଭାଇ ମିଶି ଘର ଅଗଣାରେ ଗଦା ହୋଇଥିବା ବାଲିରେ ଖେଳୁଥିଲେ । ରାଜା ଘରକୁ ଚାଲିଆସିଥିଲା କିନ୍ତୁ ଶୁଭଙ୍କର ଖେଳିକି
Read More...

ଭୁବନ ; ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଭୁବନ ପଞ୍ଚାୟତ ସମିତିଠାରେ ତୃତୀୟ ସାଧାରଣ ବୈଠକ…

ଢେଙ୍କାନାଳ : ଭୁବନ ବ୍ଲକ ଠାରେ ମାନ୍ୟବର ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ସମିତିର ତୃତୀୟତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକକୁ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ ପରିଚାଳନା କରିଥିଲେ । ବ୍ଲକ ନିର୍ବାହୀ ଅଧିକାରୀ
Read More...