ଗୁରୁପୂର୍ଣ୍ଣିମା ଦିବସ ଅବସରରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସମ୍ବର୍ଦ୍ଧନା ଉତ୍ସବ !

ଢେଙ୍କାନାଳ : ଗୁରୁପୂର୍ଣ୍ଣିମା ଦିବସ ଅବସରରେ ଶ୍ରୀ ଗୁରୁପୂଜନ ଉତ୍ସବ ସହିତ ବିଦ୍ୟାଳୟର ୩୬ତମ ସ୍ୱନକ୍ଷତ୍ର ଦିବସ ମହାସମାରୋହରେ ସୁନ୍ଦରୀଖାଲସ୍ଥିତ ବିଦ୍ୟାଳୟରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜିଲ୍ଲା ପ୍ରଚାରକ ଶ୍ରୀମାନ୍ ବାସୁଦେବ ସାହୁ,
Read More...

ଜିଲ୍ଲାର କୋଭିଡ ପରିଚାଳନା ଓ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା !

ଢେଙ୍କାନାଳ :ଜିଲ୍ଲା କାର୍ଯ୍ୟାଳୟସ୍ଥ ଓସୱାନ ଭିଡିଓ କନଫରେନ୍ସିଂ ହଲ ଠାରେ ଜିଲ୍ଲାର କୋଭିଡ ପରିଚାଳନା ଓ ଉନ୍ନୟନମୁଳକ କାର୍ଯ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ଘଟୁଥିବାରୁ ଜନଗହଳି ଠାରୁ ଦୂରେଇ ରହିବା, ସଭା, ସମିତି ଆୟୋଜନ ସମୟରେ ମାସ୍କ
Read More...

ମହାବୀର ଗ୍ୟାସ ଏଜେନ୍ସି ପକ୍ଷରୁ ସଚେତନତା ସଭା ଅନୁଷ୍ଠିତ !

ଢେଙ୍କାନାଳ : ଭୁବନ ନିମନ୍ତେ ଭାରତ ଗ୍ୟାସର ଅଧିକୃତ ବିକ୍ରେତା ମହାବୀର ଗ୍ୟାସ ଏଜେନ୍ସି ପକ୍ଷରୁ ଗଡ଼ଗଁପରୁରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଗ୍ୟାସର ବ୍ୟବହାର ସମୟରେ କିଭଳି ସୁରକ୍ଷା ଅବଲମ୍ବନ କରାଯିବ, ଗ୍ୟାସ ବ୍ୟବହାରକାରୀଙ୍କ କମ୍ପାନୀ ପକ୍ଷରୁ କଣ କଣ ସବିଧାୁ ଯୋଗାଇ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମୃତ୍ୟୁ !

ଢ଼େଙ୍କାନାଳ: କାମାକ୍ଷାନଗର-ଢେଙ୍କାନାଳ ପୂର୍ତ୍ତ ବିଭାଗ ରାସ୍ତା ଅଁଳାବେରେଣୀ ନିକଟରେ ସଡ଼କ ଦୁର୍ଘଟଣା ରେ ଜଣେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ତଥା ମହୁଲୀ ଗ୍ରାମର ଲକ୍ଷ୍ମୀ ନାରାୟଣ ଦାସ ଅଫିସ୍ କାମରେ ଯାଇଥିବା ସମୟରେ
Read More...

ହାତୀ ଆକ୍ରମଣରେ ୨ହାତୀସ୍କ୍ୱାର୍ଡ ଆହତ : ବ୍ୟବହୃତ ବୋଲେରୋ ଭାଙ୍ଗିରୁଜି ନଷ୍ଟ !

ଢେଙ୍କାନାଳ : ଜିଲ୍ଲା ବନଖଣ୍ଡ ଅଧିନସ୍ଥ ଷଡଙ୍ଗୀ ରେଞ୍ଜ ମୁଗୁପଦା ନିକଟରେ ଗତକାଲି ବିଳମ୍ବିତ ରା୍‌ତ୍ରୀରେ ଏକ ବୋଲେରୋ ଗାଡିକୁ ଦନ୍ତାହାତୀ ଆକ୍ରମଣ କରିଥିବା ବେଳେ ଗାଡିରେ ଥିବା ୨ ଜଣ ହାତୀସ୍କ୍ୱାର୍ଡ ଆହତ ହୋଇଥିବା ବେଳେ ବୋଲୋରୋ ଓଡି ୦୪ ଡି ୧୮୯୬ ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା
Read More...

କୋଟିପତି ଯନ୍ତ୍ରୀଙ୍କ ବାସଭବନ ରେ ଭିଜିଲାନ୍ସ ଚଢାଉ !

ଢେଙ୍କାନାଳ :ଗ୍ରାମ୍ୟ ନିର୍ମାଣ ବିଭାଗରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀଙ୍କ ଆୟ ବହିର୍ଭୁକ୍ତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ହୋଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ୭ଟି ଜାଗାରେ ଏକକାଳୀନ ଚଢାଉ ହୋଇଥିବାର ସୂଚନା ହସ୍ତଗତ ହୋଇଛି । ସୂଚନା ଅନୁଯାୟୀ ଢେଙ୍କାନାଳ
Read More...

ମହାବାହୁଙ୍କ ରତ୍ନ ସିଂହାସନକୁ ବିଜେ !

ଢେଙ୍କାନାଳ :ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ମାଉସୀ ମା’ ଗୁଣ୍ଡିିଚା ମନ୍ଦିରରୁ ବାହୁଡା ଯାତ୍ରାରେ ଆସିବା ପରେ ସଂଧ୍ୟାରେ ଶ୍ରୀ ମନ୍ଦିରର ରତ୍ନ ସିଂହାସନକୁ ପ୍ରତ୍ୟାବର୍ତନ କରିଛନ୍ତି । ଗତ ଜୁଲାଇ ୧ ତାରିଖରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ପତିତ
Read More...

ଗୁରୁଦେବଜୀ ଫାଉଣ୍ଡେସନ୍ ପକ୍ଷରୁ ରକ୍ତଦାନ ଶିବିର : ୩୯ ୟୁନିଟି ରକ୍ତ ସଂଗ୍ରହ !

ଢେଙ୍କାନାଳ : ଜିଲ୍ଲାରେ ପ୍ରତିଦିନ ୨୫ ରୁ ୩୦ ୟୁନିଟି ରକ୍ତ ଆବଶ୍ୟକତା ରହୁଛି । ଜିଲ୍ଲା ରକ୍ତଭଣ୍ଡାରରେ ରକ୍ତ ଅଭାବକୁ ଦୂର କରିବା ପାଇଁ ଗୁରୁଦେବଜୀ ଫାଉଣ୍ଡେସନ୍ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଏହାକୁ ନଜରରେ ରଖି ଢେଙ୍କାନାଳର ଅଗ୍ରଣୀ ସ୍ୱେଚ୍ଛାସେବୀ
Read More...

ଖଣିଜ ବିକାଶରେ ସମଗ୍ର ଦେଶରେ ଓଡିଶା ପାଇଲା ପ୍ରଥମ ସ୍ଥାନ : ୩ କୋଟି ପୁରସ୍କାର ରାଶି ସହିତ ଓଡିଶା ହେଲା ସମ୍ବର୍ଦ୍ଧିତ…

ଢେଙ୍କାନାଳ :ସମଗ୍ର ଦେଶରେ ରାଷ୍ଟ୍ରୀୟ ଖଣିଜ ବିକାଶ ନିୟମ ଅନୁଯାୟୀ ଓଡିଶା ରାଜ୍ୟ କାର୍ଯ୍ୟ କରୁଥିବାରୁ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ଅବସରରେ ଓଡିଶା ରାଜ୍ୟ କାଟାଗୋରୀ-୧ରେ ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ଥିକ ବର୍ଷପାଇଁ ପ୍ରଥମ ପୁରସ୍କାର ପାଇଛି । ଏହି
Read More...

ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ସଂସଦରେ ଭବିଷ୍ୟତ ସୁରକ୍ଷା ପାଇଁ କଠୋର ଜନ୍ମ ନିୟନ୍ତ୍ରଣ ବିଲ ପାରିତ କରିବାକୁ…

ଢେଙ୍କାନାଳ :ଜନସଂଖ୍ୟା ସମାଧାନ ଫାଉଣ୍ଡେସନ, ଢେଙ୍କାନାଳ ତରଫରୁ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଦେଶରେ ସଶକ୍ତ ଜନସଂଖ୍ୟା ଆଇନ୍ ପ୍ରଣୟନ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଉଦୟନାଥ ମହାପାତ୍ରଙ୍କ ଜରିଆରେ ଫାଉଣ୍ଡେସନ୍‌ର
Read More...