ଅଜଣା ଗାଡି ଧକ୍କା ରେ ସାମ୍ବାଦିକ ମୃତ : ସାମ୍ବାଦିକ ପକ୍ଷରୁ ଶୋକ ପ୍ରକାଶ !

ଢ଼େଙ୍କାନାଳ : ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କୁ ଯିବା ରାସ୍ତା ରେ ଭୁବନ ଥାନା ସମ୍ମୁଖ ରେ କାମାକ୍ଷ ନଗର କଳିଙ୍ଗ ଟିଭି ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି ଙ୍କର ଅଜଣା ଗାଡି ଧକା ରେ ଦେହାନ୍ତ ହୋଇ ଯାଇଛି। କାମାକ୍ଷାନଗର କଳିଙ୍ଗ ଟିଭି ପ୍ରତିନିଧି ଭାବରେ କାର୍ଯ୍ୟରତ ଦୁଷ୍ମନ୍ତ ମହାନ୍ତି
Read More...

ଗୋଟିଏ ଗଛ, ଗୋଟିଏ ଜୀବନ : ଭୁବନ ବିଜୁ ମହିଳା ଜନତାଦଳ ତରଫରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ !

ଢ଼େଙ୍କାନାଳ: ବିଜୁ ଜନତା ଦଳ ର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ମହିଳା ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟ ବ୍ୟାପୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଏବଂ ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର
Read More...

ଜାତୀୟ ବାଣିଜ୍ୟ ମେଳା – ୨୦୨୨ ଉଦଘାଟିତ !

ଢେଙ୍କାନାଳ : ସହର ମଧ୍ୟସ୍ଥଳୀ ସ୍ଥାନୀୟ କଂଗ୍ରେସ ପଡିଆ ଠାରେ ଜାତୀୟ ବାଣିଜ୍ୟ ମେଳା - ୨୦୨୨ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଅଛି । ଏହା ୨୦ ଦିନ ଧରି ଏହି ମେଳା ଲାଗି ରହିବ । ମେଳାରେ ରାଜ୍ୟ ବାହାରୁ ଯଥା ରାଜସ୍ଥାନ, ପଞ୍ଜାବ,
Read More...

ଆମ୍ ଆଦମୀ ପାର୍ଟିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ !

ଢେଙ୍କାନାଳ : ଆମ୍ ଆଦମୀ ପାର୍ଟିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ପୂର୍ତ୍ତ ବଙ୍ଗଳା ଠାରେ ରାଜ୍ୟ ସମ୍ପାଦକ ତଥା ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ମାସରେ ସିଙ୍ଗାପୁର ଠାରେ ଶତାଧିକ ଦେଶର ନେତା ମାନଙ୍କର ହେବାକୁ ଥିବା କନଭେନ୍ସନରେ
Read More...

ରାଷ୍ଟ୍ରୀୟ ରୋଜଗାର ନୀତି ଆଇନ୍ ପ୍ରଣୟନ ପାଇଁ ଅଗଷ୍ଟ ୧୬ ଦିଲ୍ଲୀର ଜନ୍ତରମନ୍ତର ଠାରେ ସଂଯୁକ୍ତ ରୋଜଗାର ସମିତି ପକ୍ଷରୁ…

ଢେଙ୍କାନାଳ : ଐତିହାସିକ ଗାନ୍ଧି ମନ୍ଦିର ଠାରେ ସଂଯୁକ୍ତ ରୋଜଗାର ଆନ୍ଦୋଳନ ସମିତି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହାର ରାଜ୍ୟ ଆବାହକ ସରୋଜ କୁମାର ଶତପଥୀ ଏବଂ ଯୁଗ୍ମ ଆବାହକ ସୀତାଂଶୁ ସାହୁ, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଉଫୁନାର ରାଜ୍ୟ ଅଧ୍ୟକ୍ଷ
Read More...

୧୨ ଘଣ୍ଟିଆ ଢେଙ୍କାନାଳ ଶାନ୍ତି ପୂର୍ଣ୍ଣ ବନ୍ଦ : ଜାତୀୟ ରାଜପଥ ପ୍ରାଧିକରଣ କାର୍ଯ୍ୟାଳୟରେ ପଡିଲା ତାଲା !

ଢେଙ୍କାନାଳ : ୫୫ନଂ.ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟରେ ଏନଏଚଆଇର ମନମାନି ନେଇ ରାଜପଥ ମରଣ ଯନ୍ତା ପାଲଟି ଯାଇଛି । ଏହାର ପ୍ରତିବାଦରେ ଢେଙ୍କାନାଳ ମିଳିତ କ୍ରିୟାନୁଷ୍ଠାନ କମିଟି ଆହ୍ୱାନରେ ଢେଙ୍କାନାଳବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଫଳରେ ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ଯୋଗୁ ସାଧାରଣ
Read More...

ସିବିଏସଇ ଦଶମ ବୋର୍ଡ଼ରେ ଢେଙ୍କାନାଳ ସେଣ୍ଟ ଜାଭିୟର୍ସ ହାଇର ସେକେଣ୍ଡାରୀ ସ୍କୁଲ ଜିଲ୍ଲାରେ ଟପ୍ପର !

ଢେଙ୍କାନାଳ : ସହର ନିକଟସ୍ଥ ସ୍ଥାନୀୟ ରଣପଶି-ଗେଙ୍ଗୁଟିଆଠାରେ ସେଣ୍ଟ ଜାଭିୟର୍ସ ହାଇର ସେକେଣ୍ଡାରୀ ସ୍କୁଲ୍ ଢେଙ୍କାନାଳର ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷାରେ ଛାତ୍ରଛାତ୍ରୀମାନେ କୃତିତ୍ୱର ସହିତ ଉତୀର୍ଣ୍ଣ ହୋଇଛନ୍ତି । ସ୍କୁଲ୍‌ର ଛାତ୍ରୀ ଅଙ୍କିତା ପ୍ରିୟଦର୍ଶିନୀ ନାୟକ ୯୮.୪ %
Read More...

ଜାତୀୟ ବିଜ୍ଞାନ ନାଟକ ମହୋତ୍ସବରେ ହାଟ୍ରିକ୍ କରିଥିବା ୩ଟି ନାଟକର ସଙ୍କଳନ- ମହାମହିମ ରାଜ୍ୟପାଳଙ୍କ ଦ୍ୱାରା “ସୃଷ୍ଟି”…

ଢେଙ୍କାନାଳ :ଭୁବନେଶ୍ୱର ରାଜଭବନ ପରିସରରେ ଗୁରୁବାର ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍‌ଙ୍କ ଦ୍ୱାରା ବିଜ୍ଞାନ ନାଟକ ସଙ୍କଳନ “ସୃଷ୍ଟି” ଲୋକାର୍ପିତ ହୋଇଯାଇଛି । ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନିଜର ନାଟ୍ୟ ଦକ୍ଷତା ପ୍ରତିପାଦିତ କରିଥିବା ନାଟ୍ୟକାର ତଥା
Read More...

କାଞ୍ଚନ ବଜାର ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର କର୍ମକର୍ତ୍ତା ଚୟନ !

ଢେଙ୍କାନାଳ :  ସ୍ଥାନୀୟ କାଞ୍ଚନ ବଜାରସ୍ଥିତ ପାଣ୍ଡେ ମାର୍କେଟ୍ କଂପ୍ଲେସ୍ ଠାରେ କାଞ୍ଚନ ବଜାର ମହାଲକ୍ଷ୍ମୀ ପୂଜା କମିଟିର ଏକ ଜରୁରୀ ସାଧାରଣ ସଭା ସଭାପତି ଗୋପାଳ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଯାଇଅଛି । ସାଧାରଣ ସମ୍ପାଦକ ସାଗିର୍ ମହମ୍ମଦ, କୋଭିଡ୍ ପାଇଁ ବିଗତ ଦୁଇବର୍ଷ
Read More...

ଗାନ୍ଧୀ  ଅଧ୍ୟୟନ କେନ୍ଦ୍ର ଓ ୟୁସୁଫ୍ ମେହର ଅଲ୍ଲୀ ଟଷ୍ଟ୍ରର ମିଳିତ ଆନୁକୂଲ୍ୟରେ ସମାଜବାଦୀ ପ୍ରଶାନ୍ତ ମିଶ୍ରଙ୍କ ୮୪ତମ…

ଢେଙ୍କାନାଳ : ଗାନ୍ଧୀ  ଅଧ୍ୟୟନ କେନ୍ଦ୍ର ଓ ୟୁସଫ୍ ମେହର ଅଲ୍ଲୀ ଟଷ୍ଟ୍ରର ମିଳିତ ଆନୁକୂଲ୍ୟରେ ସମାଜବାଦୀ ପ୍ରଶାନ୍ତ ମିଶ୍ରଙ୍କ ୮୪ତମ ଜନ୍ମ ଜୟନ୍ତୀ ଗତକାଲି କାଠଗଡାସ୍ଥିତ ଗାନ୍ଧୀ ଅଧ୍ୟୟନ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ କେନ୍ଦ୍ରର ସଭାପତି ଡଃ. ଭବାନୀ ଶଙ୍କର ମିଶ୍ର
Read More...