ଯୁବ ପରିବେଶବିତ ‌ ଶୁଭ୍ରାଂଶୁ ନିଆରା ଢଙ୍ଗରେ ପାଳିଲେ ରକ୍ଷାବନ୍ଧନ ଉତ୍ସବ !

ଢ଼େଙ୍କାନାଳ : ଗଛକୁ ରାଖୀ ବାନ୍ଧି ନିଆରା ଢଙ୍ଗରେ ରକ୍ଷାବନ୍ଧନ ଉତ୍ସବପାଳିଛନ୍ତି ସହରର ଯୁବ ପରିବେଶବିତ ‌ ଶୁଭ୍ରାଂଶୁ ଶତପଥୀ। ସବୁଜ ପୃଥିବୀ ଗଠନ ଲକ୍ଷ୍ୟ ନେଇ ସେ ସଦର ବ୍ଲକ କୋଟପାଳ ଗ୍ରାମରେ ଥିବା ଗଛରେ ମଞ୍ଜି ତିଆରି ରାଖୀ ବାନ୍ଧିଥିଲେ। ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଜଙ୍ଗଲ
Read More...

ହାତୀ ମୃତ୍ୟୁ ଥମୁନି : ମୃତ୍ୟୁ ର କାରଣ ଅସ୍ପଷ୍ଟ !

ଢେଙ୍କାନାଳ : କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ସୁନ୍ଦରାଖୋଲା ସଂରକ୍ଷିତ ଜଙ୍ଗଲ ନିକଟବର୍ତୀ ଜହ୍ନିତଇଳା ଦନାର ପୋଖରୀ ରେ ଏକ ଅଣ୍ଡିରା ହାତୀର ମୃତ୍ଯୁବରଣ ଘଟିଛି। ଏହାର ଅନୁମାନିକ ବୟସ ୪ବର୍ଷ ହେବ। ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ବ୍ଯବଚ୍ଛେଦ
Read More...

ଭୁବନ ; ମଠକରୋଗୋଳା ମହାବିଦ୍ୟଳୟରେ ”ହର୍ ଘର୍ ତ୍ରିରଙ୍ଗା ତ୍ରିରଙ୍ଗା ” ସଚେତନତା କାର୍ଯ୍ୟକ୍ରମ…

ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ମଠକରୋଗୋଳା ମହାବିଦ୍ୟଳୟ ସମ୍ମିଳନୀ କକ୍ଷରେ ଭାରତ ସରକାରଙ୍କ ନିର୍ଦ୍ଦେଶିତ ସ୍ଵାଧୀନତା ର ୭୫ ବର୍ଷ ପୂର୍ତ୍ତୀ ଅବସରରେ 'ହର୍ ଘର୍ ତ୍ରିରଙ୍ଗା ତ୍ରିରଙ୍ଗା ' କାର୍ଯ୍ୟକ୍ରମ ଉପଲକ୍ଷ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭାକୁ
Read More...

ଭୁବନ ; ମାର୍ଥାପୁର ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଅମୃତ ମହୋତ୍ସବ !

ଢ଼େଙ୍କାନାଳ : ସ୍ୱାଧୀନତା ର ୭୫ ବର୍ଷ ପୂର୍ତି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଅମୃତ ମହୋତ୍ସବ ପାଳନ କରାଯାଉଛି I ଏହି ଅବସରରେ ଭୁବନ ବ୍ଲକ ମାର୍ଥାପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଉଛି I ବିଦ୍ୟଳୟ ର ପ୍ରଧାନ ଆଚାର୍ଯ୍ଯ ବିପିନ୍
Read More...

ଭୁବନ ; ବରିଷ୍ଠ ଦୁଇ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା !

ଢ଼େଙ୍କାନାଳ : ଭୁବନ ବ୍ଲକ ସୁରପ୍ରତାପୁର ପଞ୍ଚାୟତ ନୂଆ ଟିପିଲେଇ ପ୍ରାଥମିକବିଦ୍ୟାଳୟ ର ଦୁଇ ବରିଷ୍ଠ ଶିକ୍ଷକ ରବିନାରାୟଣ ସ୍ୱାଇଁ (ପ୍ରଧାନ ଶିକ୍ଷକ) , ଦାଶରଥି ଦଳେଇ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଦୁଇ ବରିଷ୍ଠ ଶିକ୍ଷକ ସେ ଜଣେ ଆଦର୍ଶ ଶିକ୍ଷକ ନଥିଲେ ପ୍ରକୃତି
Read More...

ପୂର୍ତ୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ପ୍ରଫୁଲ ମଲ୍ଲିକ ଙ୍କ ଜନ୍ମଦିବସ ଅବସରରେ ସେବାକାର୍ଯ୍ୟ !

ଢେଙ୍କାନାଳ : ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା କାମାକ୍ଷାନଗର ବିଧାୟକ ମାନ୍ୟବର ରାଜ୍ଯ ସରକାର ଙ୍କ ପୂର୍ତ୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଙ୍କ ଜନ୍ମଦିବସ l ଏହି ଦିବସ କୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ଭୁବନ ବିଜୁ ଯୁବ ଜନତା ଦଳ ପକ୍ଷରୁ ବିଭିନ୍ନ ପ୍ରକାର
Read More...

ହାତୀପଲ ପଶି ଦିବ୍ୟାଙ୍ଗ ଘର ଉଜାଡ଼ିଲେ : ସହାୟତା ଦେଲେ ରୋଡ଼ ସରପଞ୍ଚ ବିଶ୍ୱଜିତ୍‌ !

ଢେଙ୍କାନାଳ : ଡିହଡୋଳ ବନାଞ୍ଚଳ ସାଆଁନ୍ଦା ବିଟ୍‌ ଅଧୀନନୂଆ ରୋଡ଼ ଗ୍ରାମରେ ହାତୀ ଉପଦ୍ରବ ଅଞ୍ଚଳବାସୀଙ୍କ ନିଦ ହଜାଇଛି । ରାତିରେ ଗ୍ରାମରେ ହାତୀପଲ ପଶି ଦିବ୍ୟାଙ୍ଗ ନୃସିଂହ ସାହୁଙ୍କ ଘର ଭାଙ୍ଗିଦେଇଛନ୍ତି। ହାତୀ ଆକ୍ରମଣରୁ ପରିବାରର ସଦସ୍ୟ ବର୍ତି ଯାଇଛନ୍ତି । ହେଲେ ଲଗାଣ ବର୍ଷାରେ
Read More...

ଢେଙ୍କାନାଳର ସ୍ବେଛାସେବୀ ସଙ୍ଗଠନ ଶ୍ରେୟା ଅନୁଷ୍ଠାନ ପକ୍ଷରୁ ୭ମ ବାର୍ଷିକ ଉତ୍ସବ ଅନୁଷ୍ଠିତ!

ଢେଙ୍କାନାଳର : ସ୍ବେଛାସେବୀ ସଙ୍ଗଠନ ଶ୍ରେୟା ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲରେ ସନ୍ଧ୍ୟାରେ ଅନୁଷ୍ଠାନର ୭ମ ବାର୍ଷିକ ଉତ୍ସବ ଓ ମୁଁ ଶ୍ରେୟା ଯୁବ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତା ରେ ଦିଲ୍ଲୀ ପବ୍ଲିକ ସ୍କୁଲର
Read More...

ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ ପାଳନ !

ଢେଙ୍କାନାଳ : ବସଷ୍ଟାଣ୍ଡ ନିକଟସ୍ଥ ମହାତ୍ମାଗାନ୍ଧୀଙ୍କ ପ୍ରତିମାରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କ୍ରାନ୍ତି ଦିବସ ଢେଙ୍କାନାଳ ସଚେତନ ନାଗରିକ ଫୋରମ ତରଫରୁ ପାଳନ କରାଯାଇଛି । ଜିଲ୍ଲା କାର୍ଯ୍ୟକାରୀ ସଭାପତି ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ରଙ୍କ ସଭାପତିତ୍ବ ରେ ହୋଇଥିବା ଏହି
Read More...

ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ ଢେ଼ଙ୍କାନାଳ ଶାଖା ପକ୍ଷରୁ ସାଙ୍ଗଠନିକ ନିର୍ବାଚନ ଓ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ !

ଢେଙ୍କାନାଳ: ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଅନୁବନ୍ଧିତ ସଙ୍ଗଠନ ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦ, ଓଡ଼ିଶା, ଢେ଼ଙ୍କାନାଳ ଶାଖା ପକ୍ଷରୁ ସାଙ୍ଗଠନିକ ନିର୍ବାଚନ ଓ ଶପଥ ଗ୍ରହଣ ଉତ୍ସବ -୨୦୨୨ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ଦ୍ଵିତୀୟ ଅଧିବେଶନ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା
Read More...