“ମୋ ଢେଙ୍କାନାଳ” ଡିଜିଟାଲ ଚ୍ୟାନେଲର ୬ଷ୍ଠ ପ୍ରତିଷ୍ଠା ଦିବସ ପାଳିତ !

ଢେଙ୍କାନାଳ : ସଦର ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ସ୍ଥିତ ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ଶିଶୁ ଗୃହର ଠାରେ ମୋ ଢେଙ୍କାନାଳ ଚ୍ୟାନେଲ ପକ୍ଷରୁ ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ମୋ ଢେଙ୍କାନାଳ ମହୋତ୍ସବ ୨୦୨୪ ଓ ମୋ ସେବା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ
Read More...

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଏବଂ ବନ ବିଭାଗ ସହଯୋଗରେ କପିଳାସରେ ସ୍ୱଚ୍ଛତା କାର୍ଯ୍ୟକ୍ରମ…

ଢେଙ୍କାନାଳ : ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଏବଂ ଢେଙ୍କାନାଳ ବନ ଖଣ୍ଡର ମିଳିତ ସହଯୋଗରେ ଢେଙ୍କାନାଳ ଜିଲ୍ଲାର କଳିପାସ ଅଂଚଳରେ ଏକ ବ୍ୟାପକ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଯାଇଛି । ୨୦୨୪ ଅଗଷ୍ଟ ୨୫ ତାରିଖ ରବିବାର ଦିନ ଆୟୋଜିତ ଏହି ସ୍ୱଚ୍ଛତା
Read More...

ଢେଙ୍କାନାଳର ଦୁଇ ଛାତ୍ର ଯୁବ ପ୍ରତିଭା ରାଜ୍ୟସ୍ତରୀୟ ସମ୍ମାନରେ ସମ୍ମାନିତ !

ଢେଙ୍କାନାଳ: ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ୮୦ତମ ଜନ୍ମବାର୍ଷିକୀ ଅବସରରେ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର ତଥା ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)ର ସ୍ୱେଚ୍ଛାସେବୀ ଲିଟୁ ଦେହୁରୀଓ ଯୁବ
Read More...

ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ରେ ଜାତୀୟ ମହାକାଶ ଦିବସ ପାଳିତ !

ଢେ଼ଙ୍କାନାଳ: ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ରେ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଅଜିତ କୁମାର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜ୍ଞାନ ଅଧ୍ୟାପକ ଡ଼ ହରେକୃଷ୍ଣ ପଣ୍ଡା, ଡ଼ ସତ୍ୟନାରାୟଣ ଦାସ, ଅସିତ କୁମାର ସେଠୀ, ଶୁଭ୍ରସିଲକା ଦାସ
Read More...

ଭୁବନ ମହିଳା ମହବିଦ୍ୟାଳୟରେ ନାକ୍ ସମ୍ବନ୍ଧୀୟ କର୍ମଶାଳା ଅନୁଷ୍ଠିତ !

ଢ଼େଙ୍କାନାଳ : ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ନାକ୍ ସମ୍ବନ୍ଧୀୟ ଦିନିକିଆ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କର୍ମଶାଳାକୁ ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ ,ବ୍ରହ୍ମପୁର ନିର୍ଦ୍ଦେଶକ ପ୍ରଫେସର
Read More...

ସ୍ବାଧୀନ ଭାରତରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହେଉ !

ଜୀବିତ ଅସହାୟ ମହିଳାଙ୍କୁ ମୃତ ଦର୍ଶାଇ କାଟିଦେଲେ ଅନ୍ତୋଦୟ କାର୍ଡ଼, ଦୃଢ଼ କାର୍ଯାନୁଷ୍ଠାନ ଦାବି ! ଢ଼େଙ୍କାନାଳ : ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କୁ ଅନ୍ତୋଦୟ କାର୍ଡ଼ ମାଧ୍ୟମରେ ୩୫ କେଜି ଚାଉଳ ପ୍ରଦାନ କରୁଛନ୍ତି। କିନ୍ତୁ ବଡ଼
Read More...

ରାଷ୍ଟ୍ରପତି ଭବନରେ ରକ୍ଷା ବନ୍ଧନ ପାଳିଲେ ଓଡ଼ିଶାର ଶତାୟୁ ବି.ବି.ହାଇସ୍କୁଲ ର ବରିଷ୍ଠ ଶିକ୍ଷକ ଡା. ଦେବୀ ପ୍ରସାଦ…

ଢେଙ୍କାନାଳ: ଚଳିତ ବର୍ଷ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ପରିସରରେ ସକାଳ ୧୦ ଘଟିକା ୩୦ ମିନିଟ୍ ସମୟରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସମଗ୍ର ଭାରତବର୍ଷର ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ବିଭିନ୍ନ
Read More...

ଇନର ହୁଇଲ ଜିଲ୍ଲା ଅଧ୍ୟକ୍ଷା ଙ୍କର ଅଧିକାରିକ ପରିଦର୍ଶନ !

ଢେଙ୍କାନାଳ: ଇନର ହୁଇଲ ଜିଲ୍ଲା ୩୨୬ ର ଅଧ୍ୟକ୍ଷା ସଂଧ୍ୟାରାଣୀ ମିଶ୍ର ଗତ ଅଗଷ୍ଟ ୧୭ ତାରିଖରେ ବାର୍ଷିକ ଅଧିକାରିକ ଗସ୍ତରେଆସି ଢେଙ୍କାନାଳ ଇନରହୁଇଲ କ୍ଲବ୍ ପରିଦର୍ଶନ କରି ଥିଲେ । କ୍ଲବ୍ ର ସଭାନେତ୍ରୀ, ସମ୍ପାଦିକା, ଏଡିଟର, କୋଷାଧକ୍ଷା ଅନ୍ୟାନ୍ୟସଦସ୍ୟା ମାନେ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ
Read More...

ଭିଜିଲାନ୍ସ ଜାଲରେ କୁବେର ରେଞ୍ଜର ବାବୁ : ଟଏଲେଟ୍‌ ଫ୍ଲସ୍‌ରୁ ମିଳିଲା ପୁଳା ପୁଳା ଟଙ୍କା !

ଢେଙ୍କାନାଳ ସଦର ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍। ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘର ସମେତ ୮ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ ଚାଲିଛି। ବିଭୁଦାନନ୍ଦଙ୍କ ଢେଙ୍କାନାଳ ସହର ରତନ ବଜାର ସ୍ଥିତ ଘର, ସଦର ରେଞ୍ଜ ଅଫିସ ଓ ଅଫିସ ପାଖ
Read More...

ହିନ୍ଦୋଳବାସୀଙ୍କ ପାଇଁ ଦିବାସ୍ବପ୍ନ ବଡ଼ଯୋର ପ୍ରକଳ୍ପ : ଚାଷୀଙ୍କ କାମରେ ଆସୁନି ସାପୁଆ-ବଡ଼ଯୋର ଜଳସେଚନ ପ୍ରକଳ୍ପ !

ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଚାଷୀମାନଙ୍କୁ ଚାଷକାର୍ଯ୍ୟ ନିମନ୍ତେ ବହୂ ଆଶା ଆଣିଦେଇଥିଲା ସାପୁଆ-ବଡଯୋର ଜଳସେଚନ ପ୍ରକଳ୍ପ ମାତ୍ର ଆଶା ଆଶାରେ ହିଁ ରହିଗଲା!୧୯୯୫-୨୦୦୦ମସିହା ସମୟରେ ହିନ୍ଦୋଳବାସୀଙ୍କ ଚାଷକାର୍ଯ୍ୟ ପାଇଁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ରସୋଳ ଦଣ୍ଡିରୀ
Read More...