ବୈଶାଖୀ ମେଳାରେ ଲାଇଫ୍ ଚେଞ୍ଜିଙ୍ଗ୍ ନ୍ୟୁଟ୍ରିସନ୍ ପକ୍ଷରୁ ଜନସଚେତନତା ବାର୍ତ୍ତା !

ଢେଙ୍କାନାଳ : ବୈଶାଖୀ ମେଳାରେ ଲାଇଫ୍ ଚେଞ୍ଜିଙ୍ଗ୍ ନ୍ୟୁଟ୍ରିସନ୍ ତରଫରୁ ବିଭିନ୍ନ ରୋଗରୁ ମୁକ୍ତ ହେବା ପାଇଁ ସଚେତନତା ବାର୍ତ୍ତା ଦେଇଛନ୍ତି ।

ଓଜନ ହ୍ରାସ, ଓଜନ ବୃଦ୍ଧି ଏବଂ ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲି ସଦସ୍ୟମାନେ ମେଳାରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ଜଣାଇଛନ୍ତି । ଏହି ସଚେତନତା ସମୟରେ କୋଚ୍ ରଣଜିତ୍ ଭିଶାଲ୍‌, ଗଣେଶ ଜୁଏଲାରୀ ମାଲିକ ରାଜେଶ୍ କୁମାର ସେନୀ, କୁନିଲତା ବେହେରା, ସସ୍ମିତା ବେହେରା, ମଧୁସ୍ମିତା ବେହେରା, ପ୍ରଶାନ୍ତ ମହାନ୍ତି, ସବିତା ମହାନ୍ତି, ଦବେସ୍ମିତା ପଟ୍ଟନାୟକ, ସମରେନ୍ଦ୍ର ମହାନ୍ତି, ଶ୍ରୀକାନ୍ତ ସାହୁ, ସୋନାଲି ସ୍ୱାଇଁ, ସନ୍ତୋଷ ବେହେରା, ବିଶ୍ୱରଞ୍ଜନ ରାଏ, ମାନସୀ ରାଏ, ରଶ୍ମିରେଖା ଦାସ, ପ୍ରିୟତମା ମିଶ୍ରଙ୍କ ସହିତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

ten − six =