ପାଣିରେ ଭାସି ଆସିଲେ ପାଞ୍ଚ କିଲୋମିଟର  !

ଢ଼େଙ୍କାନାଳ  : କାମାକ୍ଷନଗର ଥାନା ଅରଖ ପାଳ ଗ୍ରାମର ବାଲି ତରେଇ (୮୫) ସ୍ଵାମୀ ଅରୁଣ ତରେଇ  ।

   ରାମିଆଳ ନଦୀକୁ ଗାଧୋଇବା ପାଇଁ ଆସିଥିବା ବେଳେ ଗୋଡ ଖସିଯିବାରୁ ପାଣିରେ ଭାସି ଆସିଥିଲେ । ମାର୍ଥାପୁର ରାମିଆଳ ଆନିକୋଟ୍ ପାଖରେ ଦୁଇ ଯୁବକ ଆଦିପୁରା ଗ୍ରାମର ମୁନା ବେହେରା ଓ ଲମ୍ବୋଦର ବେହେରା ଉଦ୍ଧାର କରିଥିଲେ ।

   ପରେ ଘଟଣା ସ୍ଥଳରେ ଯମୁନାକୋଟ୍ ସରପଞ୍ଚ ଖୁଲଣା ରାଉତ ଓ ମାର୍ଥାପୁର ସରପଞ୍ଚ ସଞ୍ଜୟ ଦାଶ ଙ୍କ ସହଯୋଗରେ ମାର୍ଥାପୁର ପ୍ରାଥମିକ ସ୍ଵସ୍ଥ୍ଯ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣି ଥିଲେ  ।ସୁର ପ୍ରତାପୁର ଫାଣ୍ଡି କନେଷ୍ଟବଳ ଅଜୟ ନାଏକ ପହଁଞ୍ଚିବା ପରେ  ବାଲି ତରେଇ ସୁସ୍ଥ ଥିବାରୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।

Leave A Reply

Your email address will not be published.

nine − 5 =