ହାତୀ ଦୌରାତ୍ମ ପ୍ରତିବାଦରେ ବିଜେପିର ଢେଙ୍କାନାଳ ଡିଏଫ୍‌ଓ କାର୍ଯ୍ୟାଳୟ ଘେରାଉ !

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଦିନକୁ ଦିନ ହାତୀ ଦୌରାତ୍ମ୍ୟ ବଡି ଚାଲିଛି । ଗତ କିଛିଦିନ ହେଲା ଯୋରନ୍ଦା ଅଂଚଳରେ ଏକ ହିଂସ୍ର ଦନ୍ତାହାତୀ ବୁଲୁଛି, ଦିନରେ ଯାହାକୁ ଦେଖୁଛି ଗୋଡାଇ ଗୋଡାଇ ଦଳି ଚକଟି ମାରି ଦେଉଛି । ୧୫ ଦିନ ଭିତରେ ୧୨ଜଣ ଲୋକଙ୍କ ଜୀବନ ନେଇ ସାରିଲାଣି । ଏଥିଯୋଗୁଁ
Read More...

ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନାର ଶୀତକାଳୀନ ଶିବିର ଉଦଯାପିତ !

ଢ଼େଙ୍କାନାଳ : ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଗତ ଜାନୁଆରୀ ୩୦ ତାରିଖ ଠାରୁ ଆରମ୍ଭ ହୋଇଥିବା ଜାତୀୟ ସେବା ଯୋଜନା ର ଶୀତ କାଳୀନ ଶିବିର ଆଜି ଉଦଯାପିତ ହୋଇଯାଇଛି । ପ୍ରୋଗ୍ରାମ ଅଫିସର୍ ଅଧ୍ୟାପକ ନିରଞ୍ଜନ ନାୟକ ଙ୍କ ତତ୍ତ୍ଵାବଧାନରେ ୫୦ ଜଣ ସ୍ବେଛାସେବୀ ସ୍ଥାନୀୟ ଭଦଳିଆ ପଶି
Read More...

ବରିଷ୍ଠ ନାଗରିକଙ୍କ ତିରୁପତି – ଭେଲୋର ଅଭିମୁଖେ ଯାତ୍ରା ଆରମ୍ଭ !

ଢେଙ୍କାନାଳ : ଆଜି ପୂର୍ବାହ୍ନରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନୁଯାୟୀ ଜିଲ୍ଲାର ୧୧୧ ଜଣ ବରିଷ୍ଠ ତୀର୍ଥଯାତ୍ରୀ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରୁ ତିରୁପତି-ଭେଲୋର ଅଭିମୁଖେ ତୀର୍ଥଯାତ୍ରାର ଶୁଭାରମ୍ଭ କରିଛନ୍ତି । ଢେଙ୍କାନାଳ ଜିଲ୍ଲାସମେତ ପୁରୀ, ଖୋର୍ଦ୍ଧା, କଟକ,
Read More...

ଢେଙ୍କାନାଳ ପୌରପରିଷଦ ପକ୍ଷରୁ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ : ଆଇନ୍‌ଜୀବୀ ପ୍ରକାଶ ଚନ୍ଦ୍ର ରାଉତ ସମ୍ମାନିତ !

ଢେଙ୍କାନାଳ : ଢେଙ୍କାନାଳ ପୌରପରିଷଦ ପକ୍ଷରୁ ୱାର୍ଡ ନଂ-୮ ମହିଷାପାଟ ଠାରେ ବିଶ୍ୱ ଓଡିଆ ଭାଷାସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଯୋଗଦେଇ ଓଡିଆ ଭାଷାକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଲାଗୁ
Read More...

ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଗହଣ ରେ ଶ୍ରୀମାନ ପ୍ରତୀକ ର ଜନ୍ମୋତ୍ସବ ପାଳନ !

ଢେଙ୍କାନାଳ ସ୍ଥିତ ନନ୍ଦିନୀ ଦେବୀ ଦୃଷ୍ଟି ହୀନ ଓ ବଧିର ବିଦ୍ୟାଳୟ ର ସାଧନା ଗୃହ ପରିସର ରେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ(ଜନ ମଙ୍ଗଳ) ରାସୋଳ ର ଉପଦେଷ୍ଟା ସାନ୍ତନୁ ମହାନ୍ତି ଓ ଆଜୀବନ ସେଵିକା ସଂଘମିତ୍ରା ମହାନ୍ତି ଙ୍କର ପୁତ୍ର ପ୍ରତୀକ ମହାନ୍ତିଙ୍କ ସପ୍ତମ ଜନ୍ମ ବାର୍ଷିକ ଉତ୍ସବ ବହୁ
Read More...

ଭୁବନ ଅବକାରୀ ବିଭାଗ ତରଫରୁ ୩୮ ହଜାର ଲିଟର ମହୁଲ ପୋଚ ନଷ୍ଟ ଓ ୨୦୦୦ ଲିଟର ଦେଶୀ ମଦ ଜବତ  !

ଢ଼େଙ୍କାନାଳ : ଭୁବନ ବ୍ଲକ  ଅନ୍ତର୍ଗତ  କଣପାଳ ଓ  ଯାଜପୁର ଜିଲ୍ଲା କନ୍ତିରା ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ବେଆଇନ ମଦ ପ୍ରସ୍ତୁତକାରୀ ମାନେ ଅତ୍ୟନ୍ତ ଚତୁରତା ସହିତ ମାଟି ତଳେ ଗାତ ଖୋଳି ହାଣ୍ଡି,ପ୍ଲାଷ୍ଟିକ ଜlରକିନ ରେ ମଦ ରଖିଥିବା ବେଳେ ଅବକାରୀ
Read More...

ବିଶ୍ଵ ସଂକଟ ଏବଂ ଶାନ୍ତିର ବାର୍ତ୍ତା ….

ଆଜି ବିଶ୍ୱ ଯେଉଁ ଅଶାନ୍ତି ଅଧର୍ମ ଏବଂ ଅନ୍ୟାୟ ପଥରେ ମାଡ଼ି ଚାଲିଛି ତାହା ବାସ୍ତବରେ ଅତି ଶୋଚନୀୟ । ରାଜନେତା ଓ ଧାର୍ମିକ ନେତାମାନେ ନିଜ-ନିଜ ସ୍ୱାର୍ଥ ହାସଲ ପାଇଁ ସମାଜର ଶୋଷଣ କରି ଚାଲିଛନ୍ତି । ରାଷ୍ଟ୍ରୀୟ ତଥା ଅନ୍ତଃରାଷ୍ଟ୍ରୀୟ ସମାଚାର ପତ୍ରରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ୩ୟ
Read More...

ମାର୍ଥାପୁର ଶିଶୁ ବିଦ୍ୟା ମନ୍ଦିରର ଅଠେଇଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ !

ଢ଼େଙ୍କାନାଳ: ମାର୍ଥାପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅଠେଇଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ସରସ୍ଵତୀ ବିଦ୍ୟା ମନ୍ଦିର ର ସମ୍ପାଦକ ଶ୍ରୀଯୁକ୍ତ ମୁରଲୀଧର ମିଶ୍ର ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ସିପ୍ରା ବରାଳ, ସମ୍ମାନିତ
Read More...

ରୋଟାରୀ କ୍ଲବ୍ ପକ୍ଷରୁ ସାଧାରଣତନ୍ତ୍ର ଦିବସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ : ୫୦ ୟୁନିଟ୍ ରକ୍ତ ସଂଗୃହୀତ !

ଢେଙ୍କାନାଳ,୨୯ା୧: ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଢେଙ୍କାନାଳ ରୋଟାରୀ କ୍ଲବ୍ ପକ୍ଷରୁ ସ୍ଥାନୀୟ ରୋଟାରୀ କର୍ଣ୍ଣର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବ୍ଲଡ୍ ସେଂଟର ଓ ରକ୍ତଦାତା ଓ ଅନୁପ୍ରେରକ ସଂଘ ସହଯୋଗରେ ଆୟୋଜିତ ଏହି ଶିବିରରେ ୫୦ ୟୁନିଟ୍
Read More...

ଭୁବନ ଡ଼ମଶାଳ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ !

ଢେଙ୍କାନାଳ : ଭୁବନ ବ୍ଲକର ଏକମାତ୍ର ଅନୁସୂଚିତ ଜାତି ଓ ଜନଜାତି ଦ୍ୱାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟ ଡମଶାଳର ବାର୍ଷିକ ଉତ୍ସବ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି l ସ୍କୁଲର ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ଷଢଙ୍ଗିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ହିନ୍ଦି ଶିକ୍ଷକ
Read More...