ଢେଙ୍କାନାଳ ଜିଲ୍ଲା ଅବସରପ୍ରାପ୍ତ ପୋଲିସ୍ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଢେଙ୍କାନାଳ ପୌରାଞ୍ଚଳ ଶ୍ୟାମାଚରଣପୁର ଠାରେ ଥିବା ବେସରକାରୀ ଅନୁଷ୍ଠାନ ଶେୟାର ସଭାଗୃହ ଠାରେ ଢେଙ୍କାନାଳ ଜିଲ୍ଲାର ଅବସରପ୍ରାପ୍ତ ଆରକ୍ଷୀ ଅଧିକାରୀ ସଂଘର ଅଧ୍ୟକ୍ଷ ଅକ୍ଷୟ କୁମାର ସାହୁଙ୍କଅଧ୍ୟକ୍ଷତାରେ ଏକ ସଂଘୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ସଂଘର ୩୫ଜଣ
Read More...

ଢେଙ୍କାନାଳ ଜିଲ୍ଲା ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ !

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ପାରିମାଳ ଅବସରପ୍ରାପ୍ତ କର୍ମଚାରୀ ଭବନ ପଣ୍ଡୁଆ ଠାରେ ଜିଲ୍ଲାସ୍ତରୀୟ ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କର ସମ୍ମିଳନୀ ହୋଇଥିଲା । ଉକ୍ତ ସମ୍ମିଳନୀରେଅବସରପ୍ରାପ୍ତ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଜୟକୃଷ୍ଣ
Read More...

ଢେଙ୍କାନାଳ ଐତିହ୍ୟ ପଦଯାତ୍ରାର ପ୍ରଥମ ବାର୍ଷିକଉତ୍ସବ : ଇତିହାସ ଭିତରେ ଲୁଚି ରହିଛି ଆମ ପରିଚୟ !

ଢେଙ୍କାନାଳ: ଗୋଟେ ଜାତିର ଇତିହାସ ହିଁ ତାର ପରିଚୟ । ଅତୀତର ଭିତିଭୂମି ଉପରେ ଦଣ୍ଡାୟମାନ ଆମ ବର୍ତମାନ । ଇତିହାସର ତର୍ଜମା ଓ ଏକନୂତନ ଦୃଷ୍ଟିଭଙ୍ଗୀ ନରହିଲେ ଆମ ଗୌରବମୟ ଐତିହ୍ୟକୁ ଆମେ ଅନୁଭବ କରି ପାରିବା ନାହିଁ ବୋଲି ଢେଙ୍କାନାଳ ଐତିହ୍ୟ ପଦଯାତ୍ରାର ପ୍ରଥମ ବାର୍ଷିକଉତ୍ସବରେ ଯୋଗଦେଇ
Read More...

ତରଭା ଗ୍ରାମରେ ରାମ ଚରିତ ମାନସ କଥାମୃତ !

ଢେଙ୍କାନାଳ : ସଦର ବ୍ଲକ୍ ଅନ୍ତର୍ଗତ ତରଭା ଗ୍ରାମର ହନୁମାନ ପାହାଡ ଉପରେ ଆଜକୁ ପ୍ରାୟ ୭ ବର୍ଷ ଧରିପାଳନ ହୋଇଆସୁଥିବା ଶ୍ରୀ ଶ୍ରୀ ରାମ ଚରିତ ମାନସ କଥାମୃତ ଚଳିତ ବର୍ଷ ମହାଆଡମ୍ବର ସହିତ ପାଳନ ହେଉଅଛିା ଗତ ୧୫ ତାରିଖରେ ଆରମ୍ଭ ହୋଇ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
Read More...

ଭୁବନ ବ୍ରହ୍ମାନନ୍ଦ ମେମୋରିଆଲ ନାଇଟ କ୍ରିକେଟ ଟୁର୍ଣାମେଣ୍ଟ : ପ୍ରୟାସ ୧୯୯୧ ଚାମ୍ପିଅନ !

ଢ଼େଙ୍କାନାଳ : ଭୁବନ ମିନି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେଉଥିବା ବ୍ରହ୍ମାନନ୍ଦ ମେମୋରିଆଲ ନାଇଟ କ୍ରିକେଟ ଟୁର୍ଣ୍ଣlମେଣ୍ଟ ରେ ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ୍ ରେ ପ୍ରୟାସ ୧୯୯୧ ଜେନିଥ କ୍ଲବ୍ କୁ ୨୩ ରନ ରେ ହରାଇ ଚାମ୍ପିଅନ ହୋଇଛି । ପ୍ରୟାସ ୧୯୯୧ ଟସ୍ ରେ ଜିଣି ପ୍ରଥମେ ବ୍ୟାଟିଂ କରି
Read More...

ଭୁବନବାସୀ ଙ୍କୁ ନିର୍ବାଚନ ଭେଟି: ନଗର ପାଳ ଙ୍କ ଦ୍ଵାରା ସାଢେ଼ ୫ କୋଟି ଟଙ୍କା ବ୍ୟୟରେ ୧୦୮ ନୂତନ ପ୍ରକଳ୍ପର…

ଢ଼େଙ୍କାନାଳ- ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ବିକାଶ ପାଇଁ ସାଢେ଼ ୫ କୋଟି ୬୩ ଲକ୍ଷ୍ୟ ଟଙ୍କାର ବିଭିନ୍ନ ପ୍ରକଳ୍ପ ର ମାରାଥନ ଶିଳାନ୍ୟାସ କରାଯାଇଛି ।୧୫ ଟି ଓ୍ବାଡରେ ସକାଳୁ ସଂନ୍ଧ୍ୟା ଯାଏ ୧୦୮ ଟି ନୂତନ ପ୍ରକଳ୍ପର ମାରାଥନ୍ ଶିଳାନ୍ୟାସ କରିଛନ୍ତି ଯୁବ ନଗରପାଳ ଶୁଭେନ୍ଦୁ କୁମାର ସାହୁ।
Read More...

ଯବାବ ମାଗୁଛି ଢ଼େଙ୍କାନାଳ !ବିଗତ ୧୦ ବର୍ଷ ରେ ଢ଼େଙ୍କାନାଳ ରାଜନୈତିକ ନେତୃତ୍ଵ ର ଅପାରଗତା ପାଇଁ ………

- ହରେଇବାକୁ ପଡ଼ିଲା ମହିଷପାଟ "ମଡେଲ ବସ ଷ୍ଟାଣ୍ଡ " । - ଶାଗ ମାଛ ଦର୍ ରେ ବିକ୍ରି ହେଲା ମାହିସା ପାଟ ର ଇଡକୋ ର ଜମି । - ୯୦ ଭାଗ ଉଠା ଜଳ ସେଚନ ପ୍ରକଳ୍ପ ଅଚଳ । - ଗଜମରା ଏନ୍ ଟି ପି ସି ର ପାୱାର ପ୍ଲାଣ୍ଟ ଓ ନେଉଳ ପୋଇ ପାୱାର ପ୍ଲାଣ୍ଟ ପ୍ରସ୍ତାବ ବାତିଲ । -
Read More...

ଭୁବନ ବ୍ଲକ୍‌ର ଗ୍ରାମପଂଚାୟତ ସ୍ତରୀୟ ସଂଘ ମିଶନଶକ୍ତି ସଭାନେତ୍ରୀ ଓ ସମ୍ପାଦିକାଙ୍କ ୫-ଟି ସଚିବଙ୍କୁଦାବୀ ପତ୍ର ପ୍ରଦାନ…

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍‌ର ୧୮ଟି ଗ୍ରାମପଂଚାୟତ ସ୍ତରୀୟ ସଂଘ ତଥା ମିଶନଶକ୍ତିର ସଭାନେତ୍ରୀ,ସମ୍ପାଦିକା ଓ କାର୍ଯ୍ୟକାରିଣୀ ସଦସ୍ୟାମାନେ ଟିଏ ଓ ଡିଏ ବୃଦ୍ଧି ନେଇ ଜିଲ୍ଲାପାଳଙ୍କ ଜରିଆରେ ୫-ଟି ସଚିବଙ୍କୁ ଏକ ଦାବୀପତ୍ରପ୍ରଦାନ କରିଛନ୍ତି । ପ୍ରକାଶ ଯେ, ବହୁଦିନ ଧରି
Read More...

ଶକ୍ତି ବାହିନୀ ପକ୍ଷରୁ ମହିଳା ସଶକ୍ତିକରଣ ସପ୍ତାହ ପାଳନର ଉଦଯାପନୀ ଉତ୍ସବ ଅନୁଷ୍ଠିତ !

ଢେଙ୍କାନାଳ: ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗୁରୁଦେବଜୀ ଫାଉଣ୍ଡେସନର ମହିଳା ଶାଖା “ ଶକ୍ତି ବାହିନୀ ”ର ଦ୍ୱିତୀୟ ବାର୍ଷିକ ଉତ୍ସବ ତଥା ତୃତୀୟ ପ୍ରତିଷ୍ଠା ଦିବସ ଉପଲକ୍ଷେ ୧ତାରିଖ ଠାରୁ ମହିଳା ସଶକ୍ତିକରଣ ସପ୍ତାହ ଆରମ୍ଭ ହୋଇଥିଲା, ଏହି ସପ୍ତାହ ମଧ୍ୟରେ ମହିଳା ଓ ଛାତ୍ରୀ ମାନଙ୍କୁ
Read More...

ଭୁବନ ୪୦ ଲିଟର ଦେଶୀ ମଦ ସମେତ ସ୍କୁଟି ଜବତ,ଜଣେ ଗିରଫ !

ଢ଼େଙ୍କାନାଳ: ଭୁବନ ଏନ୍ .ଏ .ସି . ଅନ୍ତର୍ଗତ ରଗଡ଼ି ଛକ ନିକଟରେ ଆଜି ବୁଧବାର ଅପରାହ୍ନରେ ଅବକାରୀ ବିଭାଗ ତରଫରୁ ଦେଶୀ ମଦ ସମେତ ସ୍କୁଟି ଜବତ କରାଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ , ଭୁବନ ବ୍ଲକ ଅନ୍ତର୍ଗତ ଚନ୍ଦାର ଗ୍ରାମର ଲକ୍ଷ୍ମୀଧର ସାହୁ ଓରଫ ସୁନିଆ ସାହୁ ଆଜି ଅପରାହ୍ନରେ
Read More...