ଜନ ମଙ୍ଗଳ ରାସୋଳ ସହାୟତା ରେ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ତରଫରୁ ଭିନ୍ନକ୍ଷମ ସାଧନ ପ୍ରଦାନ !

ଢ଼େଙ୍କାନାଳ : ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ"ଜନ ମଙ୍ଗଳ" ରାସୋଳ ସଂଗଠନ ତରଫରୁ ପ୍ରତିଷ୍ଠାତା ବିଭୁ ଶତପଥୀ ଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଂଗଠନ ର ସେବକ ପ୍ରକାଶଙ୍କ ର ସହାୟତାରେ ରାସୋଳ ଗ୍ରାମ ପଞ୍ଚାୟତର ଭିନ୍ନକ୍ଷମ ଦ୍ବୟ ହେଲେ ନାଉକିଆରୀର ରାଜୁ ମହାରଣା, ମୁଣ୍ଡିଆ ସାହିର
Read More...

ଅବିଭକ୍ତ କରଣ ସମାଜ ସଭାପତିଙ୍କ ପରଲୋକରେ ଶୋକ !

ଢେଙ୍କାନାଳ: ଢେଙ୍କାନାଳ ଅବିଭକ୍ତ କରଣ ସମାଜ ସଭାପତି ସ୍ୱର୍ଗତ ଦେବେନ୍ଦ୍ରନାରାୟଣ ପଟ୍ଟନାୟକଙ୍କ ବିୟୋଗରେ ସ୍ଥାନୀୟ ସୂର୍ଯ୍ୟ ମଣ୍ଡପଠାରେ କରଣ ସମାଜ ଓ ଶ୍ରୀକରଣ ସମାଜର ସଭ୍ୟମାନେ ମିଳିତ ଭାବେ ଏକ ଶୋକସଭା କରିଥିଲେ । କରଣ ସମାଜ ସଂପାଦକ ରବି ମହାନ୍ତିଙ୍କସମେତ ଏହି ଶୋକସଭାରେ ଜାନକୀ ବଲ୍ଲଭ
Read More...

ଢେଙ୍କାନାଳ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଢେଙ୍କାନାଳ ବରିଷ୍ଠ ନାଗରିକ ମଂଚର ନିର୍ବାଚନ ଭିତିକ ସାଧାରଣ ସଭା, ଢେଙ୍କାନାଳ ଜିଲ୍ଲା ଲେଖକସଂସଦ ସଭାଗୃହରେ ସଭାପତି ପ୍ରହଲାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନପୂର୍ବକ ଶ୍ରୀ ଜଗନ୍ନାଥଙ୍କ ଆଳତୀ ସହ ଶାନ୍ତିମନ୍ତ୍ର ପାଠ
Read More...

ହିନ୍ଦୋଳ ଡ଼କାୟତି ଯୋଜନା ପଣ୍ଡ : ଗିରଫ ପାଞ୍ଚ ଅଭିଯୁକ୍ତ କୋର୍ଟ ଚାଲାଣ !

ଢ଼େଙ୍କାନାଳ :ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ରାସୋଳ ପୋଲିସ୍ ଶୁକ୍ରବାର ଦିନ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ସାପୁଆ ଜଙ୍ଗଲ ନିକଟରେ ଗୋଟିଏ କାର୍ ଏବଂ ଗୋଟିଏ ମଟରସାଇକେଲ ଦେଖି ମନରେ ସନ୍ଦେହ ଜାତ ହେବା କାରଣରୁ ପୋଲିସ୍ ଅନୁସନ୍ଧାନ କରିଥିଲା । ଅନୁସନ୍ଧାନରୁ ଜାଣିବାକୁ ପାଇଲା ଯେ
Read More...

ନବୀନ ଓଡିଶା ମ୍ୟାଜିକ୍ କାର୍ଡ ଓ ନିର୍ବାଚନ ଇସ୍ତିହାର ସମ୍ପର୍କିତ ମତାମତ ସଂଗ୍ରହ କର୍ମଶାଳା ଅନୁଷ୍ଠିତ !

ଢେଙ୍କାନାଳ : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିନ୍ତାଧାରା ଓ ନିର୍ଦ୍ଦେଶ ଏବଂ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍‌ଙ୍କ ପ୍ରତ୍ୟକ୍ଷତତ୍ୱାବଧାନରେ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଆଗାମୀ ୧୦ବର୍ଷ ଭିତରେ କିଭଳି ସଦୁପଯୋଗହୋଇପାରିବ ତାହା
Read More...

ଭୁବନ ଭୁଷଳରେ ଦୋଳଯାତ୍ରା !

ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ଭୁଷଳ ବ୍ରାହ୍ମଣ ସମାଜ ପକ୍ଷରୁ ରାଧାକୃଷ୍ଣଙ୍କ ଦୋଳ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟାରେ ସୁସଜ୍ଜିତ ବିମାନରେ ରୋଷ ପଟୁଆରରେ ଗ୍ରାମ ପରିକ୍ରମା କରାଯାଇଥିଲା। ହନୁମାନ ଛକରେ ମେଷାସୁର ଦହନ କାର୍ଯ୍ୟ ସମ୍ପାଦନ କରାଯିବା ପରେ ଦୋଳ ମଣ୍ଡପରେ
Read More...

ତ୍ରିନାଥ ଦେବଙ୍କ ୨୧ତମ ବାର୍ଷିକୋତ୍ସବ ଅନୁଷ୍ଠିତ !

ଢେଙ୍କାନାଳ : ଢେଙ୍କାନାଳ ଭାଗିରଥି ସାଗର କୂଳରେ ଥିବା ଶ୍ରୀ ଶ୍ରୀ ତ୍ରିନାଥ ଦେବଙ୍କ ୨୧ତମ ବାର୍ଷିକୋତ୍ସବଅନୁଷ୍ଠିତ ହୋଇଯାଇଅଛି । ପ୍ରାତଃ ମଙ୍ଗଳ ଆଳତୀ, ଦୈନିକ ପୂଜା ଆରମ୍ଭ ପରେ ସୂର୍ଯ୍ୟପୂଜା, ମଣ୍ଡଳ ପୂଜା, ତ୍ରିନାଥଦେବଙ୍କର ଯଜ୍ଞ ପୂଜା ସହିତ ବିଭିନ୍ନ ଭୋଗ ସାମଗ୍ରୀ ଲାଗି କରାଯାଇଥିଲା
Read More...

ଦଧିବାମନଜୀଉ ମନ୍ଦିର ପ୍ରାଙ୍ଗଣରେ ଭାଗବତ ପାରାୟଣ ଅନୁଷ୍ଠିତ !

ଢେଙ୍କାନାଳ : ସହର ଅନ୍ତର୍ଗତ ସ୍ଥାନୀୟ ରଥଗଡାସ୍ଥିତ ଦଧିବାମନ ଜୀଉ ମନ୍ଦିର ପରିସରସ୍ଥଭାଗବତ ପରିଷଦ ଆନୁକୂଲ୍ୟରେ ୩୯ତମ ଶ୍ରୀମଦ୍ ଭାଗବତ ପାରାୟଣ ଏବଂ ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଜନ୍ମୋତ୍ସବ ଗତ ୨୫ ତାରିଖ ପୂର୍ଣ୍ଣିମା ତିଥିରେ ମହାପ୍ରଭୁଙ୍କ ଅଭିଷେକ , ଭାଗବତ ପାରାୟଣ ଶୁଭାଧିବାସ,
Read More...

ଉତ୍କଳ ସମାଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା !

ଢେଙ୍କାନାଳ: ଢେଙ୍କାନାଳର ଆରାଧ୍ୟ ଦେବତା ସିଦ୍ଧ ବଳରାମଙ୍କ ମନ୍ଦିର ପ୍ରାଙ୍ଗଣରେ ଉତ୍କଳ ସମାଜର ପ୍ରଥମ ପର୍ଯ୍ୟାୟବିଧାୟକ ପ୍ରାର୍ଥୀ ଘୋଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସମ୍ପାଦକ ଭାଷ୍କର ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସଭାପ୍ରାର୍ଥୀ ସୁଶ୍ରୀ ସ୍ୱପ୍ନାରାଣୀ ଜେମ୍‌ସ
Read More...

ଭୁବନ ଗାଁ ମାଟିରେ ସମ୍ବର୍ଦ୍ଧିତ ହେଲେ ଚନ୍ଦ୍ରାୟନ୍ ବୈଜ୍ଞାନିକ ଶରତ ଦାସ !

ଢ଼େଙ୍କାନାଳ : ମା' ଯେତେ ଗରିବ ହେଲେ ବି ମା, ଗାଁ ଯେତେ କଳୁଷିତ ହେଲେ ବି ଗାଁ । ମା' ମାଟି ର ଡାକରାରେ କେହି ବି ରହି ପାରିନି । ମୁଁ ବି ନିମିତ୍ତ ମାତ୍ର ବୋଲି ଗାଁ ମାଟିରେ ସମ୍ବର୍ଦ୍ଧିତ ଅବସର ରେ କହିଥିଲେ ଚନ୍ଦ୍ରାୟନ୍ ୩ ର ବୈଜ୍ଞାନିକ ଶରତ ଦାସ । ଦୋଳପୂର୍ଣ୍ଣିମା ଅବସରରେ
Read More...