ଜିଲ୍ଲାର କୋଭିଡ ପରିଚାଳନା ଓ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା : ମଙ୍କିପକ୍ସ ପାଇଁ ବିଦେଶ ଫେରନ୍ତାଙ୍କ ଉପରେ ମଧ୍ୟ ନଜର…

ଢେଙ୍କାନାଳ : ଜିଲ୍ଲା କାର୍ଯ୍ୟାଳୟ ଓସୱାନ ଭିଡିଓ କନଫରେନ୍ସିଂ ହଲ ଠାରେ ଜିଲ୍ଲାର କୋଭିଡ ପରିଚାଳନା ଓ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ କୋଭିଡ ସଂକ୍ରମଣ ଓ ଡାଇରିଆର ଆଶଙ୍କା ବୃଦ୍ଧି ପାଉଥିବାରୁ ସେଥିପ୍ରତି ବିଶେଷ ନଜର ରଖିବାକୁ ଜିଲ୍ଲାପାଳ ସରୋଜ
Read More...

ଢେଙ୍କାନାଳରୁ ଚେନ୍ନାଇକୁ ନୂତନ ଦ୍ରୁତଗାମୀ ରେଳ ଚଳାଚଳ ପ୍ରସଙ୍ଗରେ ସଂସଦରେ ପ୍ରସ୍ତାବ ଦେଲେ ସାଂସଦ !

ଢେଙ୍କାନାଳ : ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ସାଂସ୍କୃତିକ, କୃଷି ଭିତିକ ଜିଲ୍ଲା ଢେଙ୍କାନାଳ, ଶିଳ୍ପନଗରୀ ଅନୁଗୁଳ, କୋଇଲା ନଗରୀ ତାଳଚେର ପ୍ରଭୃତି ଅଂଚଳ ଦେଇ ଯେଉଁସବୁ ଯାତ୍ରୀବାହୀ ରେଳ ଅନ୍ୟ ରାଜ୍ୟକୁ ଚଳାଚଳ କରୁଛି, ସେଥିପାଇଁ ସଂପୃକ୍ତ ଅଞ୍ଚଳ ବାସୀମାନେ ଯେତିକି ଉପକୃତ ହେଉଛନ୍ତି
Read More...

ବିଜେପି ପ୍ରତିନିଧି ମଣ୍ଡଳ ଜାତୀୟ ରାଜପଥ ପ୍ରାଧିକରଣର ଆଞ୍ଚଳିକ ଅଧିକାରୀଙ୍କ ଆଲୋଚନା ସହ ଦାବୀ ପତ୍ର ପ୍ରଦାନ !

ଢେଙ୍କାନାଳ: ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ- ୫୫(ପୁରୁଣା ଏନ୍‌ଏଚ୍‌-୪୨) କଟକ-ସମ୍ବଲପୁର- ଅନୁଗୋଳ-ଢ଼େଙ୍କାନାଳ ସେକ୍ସନର ନିର୍ମାଣ କାର୍ଯ୍ୟକୁ ଅବିଳମ୍ବେ ଶେଷ କରିବା ପାଇଁ ଅନୁଗୋଳ ଓ ଢ଼େଙ୍କାନାଳ ଜିଲ୍ଲାର ଏକ ବିଜେପି ପ୍ରତିନିଧି ମଣ୍ଡଳିରେ ପୂର୍ବତନ ମନ୍ତ୍ରୀ ସଞ୍ଜିବ ସାହୁ,
Read More...

ଭୁବନ; ମଠ କରୋ ଗୋଳା ମହାବିଦ୍ୟାଳୟ ରେ +2 ବିଜ୍ଞାନ ଓ ବାଣିଜ୍ଯ ବିଭାଗ ର ଶତପ୍ରତିଶତ ଫଳାଫଳ !

ଢ଼େଙ୍କାନାଳ : ଯୁକ୍ତ ଦୁଇ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ଦ୍ଵାର ପରିଚାଳିତ ଚଳିତ ବର୍ଷ ବିଜ୍ଞାନ ଓ ବାଣିଜ୍ଯ ବିଭାଗର ମଠକରୋଗୋଳା ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଶତପ୍ରତିଶତ ପ୍ରାପ୍ତ ହେବାର ଏକ କୃତିତ୍ଵ ଅର୍ଜନ କରିଛି ଯୁକ୍ତ ଦୁଇ ବିଜ୍ଞାନ ର ୧୦୬ ଜଣ ଛାତ୍ରଛାତ୍ରୀ
Read More...

ପାନୀୟ ଜଳ ଯୋଗାଣ ଅବ୍ୟବସ୍ଥା : ମରାମତି ହେଉନି ଚାବି, ଚାମ୍ବର ଭିତରେ ଭର୍ତି ହେଉଛି ପଚା ସଢ଼ା ପାଣି !

ଢେଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ରେ ପାନୀୟଜଳ ଯୋଗାଣ ରେ ଅବ୍ଯବସ୍ଥା ଦେଖିବାକୁ ମିଳୁଛି I ଜିଲ୍ଳା ପ୍ରଶାସନ ପକ୍ଷରୁ ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ସଠିକ୍ ଭାବରେ ପହଁଞ୍ଚିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରୁଥିବା ବେଳେ ପଞ୍ଚାୟତ ପ୍ରଶାସନ ଢିଲା
Read More...

ଯୁବ ସାମ୍ବାଦିକ ଦୁଷ୍ମନ୍ତଙ୍କ ଅକାଳ ବିୟୋଗରେ ଭୁବନ ପ୍ରେସ କ୍ଲବ ପକ୍ଷରୁ ଶୋକସଭା !

ଢ଼େଙ୍କାନାଳ : କାମାକ୍ଷାନଗର ଉପଖଣ୍ଡ ର କଳିଙ୍ଗ ଟିଭିର ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି (୩୦)ଙ୍କ ସଡକ ଦୁର୍ଘଟଣା ରେ ମୃତ୍ୟୁ ଘଟିଥିଲା l ସ୍ଥାନୀୟ କାଳୀବଜାର ବାଜିରାଉତ ପ୍ରତିମୂର୍ତ୍ତି ତଳେ ଭୁବନ ପ୍ରେସ କ୍ଲବ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଆଗେଇବା ର ପ୍ରତିନିଧି
Read More...

ସାକ ଦିପ ସୌର ବ୍ରାହ୍ମଣ ପରିଷଦ ସମ୍ମିଳନୀ ଅନୁଷ୍ଠିତ !

ଢେଙ୍କାନାଳ : ସ୍ଥାନୀୟ ଦଧିବାମନ ଜିୟୁଙ୍କ ମନ୍ଦିର ପ୍ରାଙ୍ଗଣରେ ସାକ ଦିପ ସୌର ବ୍ରାହ୍ମଣ ପରିଷଦର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଯୁକ୍ତ ରଘୁନାଥ ଦାସ ସଭାପତି , ନିମାଇଁ ଚରଣ ଦାସ ସଂପାଦକ, ଶ୍ରୀଯୁକ୍ତ ମହେଶ୍ଵର ପାତ୍ର, ଶ୍ରୀଯୁକ୍ତ ଅଚ୍ୟୁତl ନନ୍ଦ ନାୟକ, ଶ୍ରୀଯୁକ୍ତ ବିରୁ
Read More...

ଭାପୁର ପଞ୍ଚାୟତର ଡ୍ରାଇଭର ମାନଙ୍କ ସାହାଯ୍ଯ !

ଢ଼େଙ୍କାନାଳ :ଓଡିଶା ଡ୍ରାଇଭ ମହାସଂଘ ଢେଙ୍କାନାଳ ସଦର ବ୍ଲକ ଭାପୁର ପଞ୍ଚାୟତର ଡ୍ରାଇଭର୍ ମାନଙ୍କୁ ନେଇ ଭାପୁର ଗ୍ରାମର ସାଗର ପଣ୍ଡାଙ୍କ ଏକାଦଶ ରେ ଯୋଗ ଦେଇ ଡ୍ରାଇଭର୍ ମାନେ ତାଙ୍କ ପରିବାରକୁ ଆଶ୍ୱସନା ଦେବା ସହିତ କିଛି ଅର୍ଥ ରାଶି ପ୍ରଦାନ କରିଥିଲେ । ଏଥିରେ ଭାପୁର ପଞ୍ଚାୟତ ର
Read More...

ଯୁବ ସାମ୍ବାଦିକ ଦୁଷ୍ମନ୍ତଙ୍କ ଅକାଳ ବିୟୋଗରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଶୋକସଭା !

ଢେଙ୍କାନାଳ : କାମାକ୍ଷାନଗର କଳିଙ୍ଗ ଟିଭିର ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି (୩୦)ଙ୍କ ସଡକ ଦୁର୍ଘଟଣା ମୃତ୍ୟୁରେ ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶୋକସଭାରେ ସବୁରି କଥା ସମ୍ପାଦକ ସଦାଶିବ ମହାପାତ୍ର
Read More...

‘ଆମ ଆଦିବାସୀ ଓଡ଼ିଆ ଝିଅ’ ଅଡିଓ ସିଡୀ ଉନ୍ମୋଚିତ !

ଢ଼େଙ୍କାନାଳ : ରାଷ୍ଟ୍ରପତି ଦେ୍ରୗପଦୀ ମୁମୁର୍ଙ୍କ ଜୀବନ ସଂଘର୍ଷର କାହାଣୀ ଉପରେ ଆଧାରିତ ଏକ ଅଡିଓ ସିଡୀ ‘ଆମ ଆଦିବାସୀ ଓଡ଼ିଆ ଝିଅ’ ଉନ୍ମୋଚିତ ହୋଇଛି। ଜିଲ୍ଲାର କବି ତଥା ଗୀତିକାର ଅବନୀ କୁମାର ମିଶ୍ରଙ୍କ ଉଦ୍ୟମରେ ଏହାକୁ ପ୍ରସ୍ତୁତ କରାଯାଇଥିବାବେଳେ ଜିଲ୍ଲାକାର୍ଯ୍ୟାଳୟରେ ଏହାକୁ
Read More...