ଦେବସ୍ନାନ ପୂର୍ଣ୍ଣମୀରେ ସିଦ୍ଧ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଦୁର୍ଲଭ ସ୍ନାନ ଦର୍ଶନ କଲେ ସାଂସଦ !

ଢେଙ୍କାନାଳ : ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଶ୍ରୀ ବଳଦେବଜୀଉଙ୍କୁ ସ୍ନାନ ମଣ୍ଡପରେ ଦର୍ଶନ କରିଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ । ସକାଳେ ଢେଙ୍କାନାଳ ସାଂସଦ ଶ୍ରୀ ସାହୁ ମନ୍ଦିର ପରିସରରେ ପହଞ୍ଚି ଶ୍ରୀ ଜୀଉଙ୍କର ଦୁର୍ଲଭ ଦର୍ଶନ କରିବା ସହିତ ମନ୍ଦିର ଚତୁଃପାଶ୍ୱର୍ରେ ବୁଲିବା
Read More...

୫୫ନଂ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ମନ୍ଥରତାର ସମୀକ୍ଷା : ଅଗ୍ରଗତିର ମନ୍ଥରତା ନେଇ ଅସନ୍ତୋଷ !

ଢେଙ୍କାନାଳ : ଜିଲ୍ଲା ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟର ସମୀକ୍ଷା କରାଯାଇଛି । ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ଅନୁଷ୍ଠିତ ବୈଠକର ନିଷ୍ପତି ଅନୁଯାୟୀ ଓ ଗଠିତ କମିଟି ପକ୍ଷରୁ ଜିଲ୍ଲା ଓକିଲ ସଂଘ ସଭାପତି ସଞ୍ଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ଓ ସଂପାଦକ ଟଙ୍କଧର
Read More...

ଯୋରନ୍ଦା ରେ ଡ଼ୁବୁରୀ ପାହାଡ଼ ମେଳା ଅନୁଷ୍ଠିତ !

ଢ଼େଙ୍କାନାଳ: ଯୋରନ୍ଦା ଡ଼ୁବୁରୀ ପାହାଡ଼ ମେଳା ରଜ ସଂକ୍ରାନ୍ତି ଅବସରରେ ରେ ଅନୁଷ୍ଠିତ ହୋଇଯାଇଛି । ସକାଳ ଠାରୁ ଅଖଣ୍ଡ ବତୀ, ଘୃତ ଆହୁତି, ପ୍ରଭୁ ପାଦେ ନାମ ଯଜ୍ଞ ଧର୍ମ ସଭା ଆୟୋଜନ ହୋଇଯାଇଛି। ଅଶୋକ ଦାସ ଙ୍କ ଜରିଆରେ ଏହି କାର୍ଯ୍ୟକ୍ରମ ସମସ୍ତ ମହିମା ଗାଦିର ବାବା ଯୋଗଦାନ ଦେଇ
Read More...

କାମାକ୍ଷାନଗର; ବଜ୍ରାଘାତ ରେ ବ୍ୟକ୍ତି ମୃତ !

ଢେଙ୍କାନାଳ : କାମାକ୍ଷାନଗର ବ୍ଲକ ବାଇସିଙ୍ଗl ଗ୍ରାମରେ ବଜ୍ରାଘାତ ରେ ବ୍ୟକ୍ତି ମୃତ l ସୂଚନା ଅନୁସାରେ ବାଇସିଙ୍ଗl ଗ୍ରାମର ସନ୍ତୋଷ ଦେହୁରୀ (୩୦)ପିତା ଚିନା ଦେହୁରୀ ସଉଦା ଆଣିବାକୁ ବାଇସିଙ୍ଗl ଛକ କୁ ଆସିଥିଲେ l ଛକ ରୁ ଘରକୁ ଫେରିବା ରାସ୍ତାରେ ଅଦିନିଆ ବର୍ଷା ଓ ଘଡଘଡି ହୋଇଥିଲା l
Read More...

ଦୟାନନ୍ଦ ସର୍ଭିସ୍ ମିଶନ ପକ୍ଷରୁ ଆୟୋଜିତ ରଜ ମହୋତ୍ସବ ପାଳିତ !

ଢେଙ୍କାନାଳ : ରଜ ପର୍ବ ଉପକୂଳବର୍ତ୍ତୀ ଅଞ୍ଚଳର ଗଣପର୍ବରେ ପରିଣତ ହୋଇଥିବାବେଳେ ଏହା ଏବେ ସମଗ୍ର ଓଡିଶାର ପୁରପଲ୍ଲିରେ ଏହି ରଜ ପର୍ବ ମହୋତ୍ସବରେ ପରିଣତ ହୋଇ ଧୂମ୍‌ଧାମ୍‌ରେ ପାଳିତ ହେଉଛି । ଯାହାକି ପ୍ରତିଟି ପରିବାର ମଧ୍ୟରେ ଏକ ସାଂସ୍କୃତିକ, ତଥା ସାମାଜିକ ବନ୍ଧନରେ ଏହି ରଜ ପର୍ବ
Read More...

ଗଁଦିଆ ; ଚତୁର୍ଥ ବାର୍ଷିକ ରଜମହୋତ୍ସବ ପାଳିତ !

ଢ଼େଙ୍କାନାଳ : ଜିଲ୍ଲା ସଂସ୍କୃତି ପରିଷଦ ଢେଙ୍କାନାଳ ଓ ଆଞ୍ଚଳିକ ରଜମହୋତ୍ସବ କମିଟି ଗଁଦିଆ ତରଫରୁ ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ପରିଷଦ ଓଡିଶା ସରକାରଙ୍କ ସହାୟତାରେ ପଞ୍ଚାୟତ ସମିତି ସଭାଗୃହରେ ପୂର୍ବାହ୍ନ ରେ ଆଞ୍ଚଳିକ ରଜମହୋତ୍ସବ କମିଟି ସଭାପତି ଶ୍ରୀମତୀ ଶୁଭଦର୍ଶିନୀ ପରିଡ଼ାଙ୍କ
Read More...

ଆଇଆଇଏମସିରେ ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ : ଆବେଦନର ଶେଷ ତାରିଖ ଜୁଲାଇ ୧୦ !

ଢେଙ୍କାନାଳ : ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି)ରେ ଓଡ଼ିଆ, ଉର୍ଦ୍ଦୁ, ମରାଠୀ ଓ ମାଲାୟଲମ ସାମ୍ବାଦିକତାରେ ସ୍ନାତକୋତର ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୨-୨୩ ଶିକ୍ଷା ବର୍ଷରେ ନାମଲେଖା ପାଇଁ ଇଚ୍ଛୁକ ଶିକ୍ଷାର୍ଥୀମାନେ ଜୁଲାଇ ୧୦
Read More...

ଢେଙ୍କାନାଳ ପ୍ରଥମ ସପ୍ତଶଯ୍ୟା ହସ୍ତଶିଳ୍ପ ଓ ସାଂସ୍କୃତିକ ମହୋତ୍ସବ ଉଦଯାପିତ !

ଢେଙ୍କାନାଳ : ସଦର ବ୍ଳକ ସପ୍ତଶଯ୍ୟା ଗ୍ରାମ ପଂଚାୟତ ସଦେଇବେରେଣୀ ଗ୍ରାମ ଠାରେ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ପ୍ରଥମ ସପ୍ତଶଯ୍ୟା ହସ୍ତଶିଳ୍ପ ମହୋତ୍ସବ ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ,ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ
Read More...