ଢେଙ୍କାନାଳରୁ ପୁଣି ଗିରଫ ହେଲେ ଧଳାଜହର ବେପାରୀ !

ଢେଙ୍କାନାଳ : ଅବାଧରେ ଧଳା ଜହର କାରବାର ଟାଉନ ଓ ଏହାର ଆଖପାଖ ଅଞ୍ଚଳରେ ଧଳାଜହର କାରବାର ଦିନକୁଦିନ ବଢୁଥବା ରେ ଲାଗିଛି। ଏହି ବ୍ରାଉନସୁଗାର ଯୋଗୁ ଯୁବକମାନେ ନିଶାସକ୍ତ ହୋଇ ଜୀବନନଷ୍ଟ ହେଉଥିଲା ବେଳେ ଏହାକୁ ନେଇ ଅବକାରୀ ବିଭାଗ ଓ ପୋଲିସ ବିଭାଗ ଚିନ୍ତା ବଢ଼ିଯାଇଛି । ବିଶେଷ
Read More...

ନିରୀହ ଗରିବ ଅସହାୟ ବୃଦ୍ଧା ମହିଳା ଙ୍କ ଶବ ସତ୍କାର ପାଇଁ ଆଗେଇ ଆସିଲେ, ସ୍ବେଛାସେବୀ !

ଢ଼େଙ୍କାନାଳ: କାମାକ୍ଷାନଗର ବ୍ଲକ ତୁମୁସିଙ୍ଗl ଥାନା ଅନ୍ତର୍ଗତ ଆମ୍ବଖୋଲ କାଟେଣି ଗ୍ରାମର ଝିଟା ନାଏକ ପୂର୍ବାହ୍ନ ସମୟରେ ଢେଙ୍କାନାଳ ହସ୍ପିଟାଲ ରେ ଦେହତ୍ୟାଗ କରିଛନ୍ତି l ଗତ କିଛି ଦିନ ଧରି, ଢେଙ୍କାନାଳ ହସ୍ପିଟାଲର ଡାଇରିଆ ୱାର୍ଡର, ୧୨ ନମ୍ବର ବେଡ଼ରେ ରହି ଚିକିତ୍ସିତ ହେଉଥିଲେ l
Read More...

ଭୁବନ ; ଦୁର୍ଘଟଣା ରେ ଗୁରୁତର ଛାତ୍ରୀ ଙ୍କୁ ସାହାଯ୍ୟ ର ହାତ ବଢ଼ାଇଲା କଟକ ସେବା ସଂଗଠନ !

ଢେଙ୍କାନାଳ : ଭୁବନ ଥାନା ଛକରେ ଦୁର୍ଘଟଣାର ଶିକାର ହୋଇ କଟକ ବଡ ଡାକ୍ତରଖାନା ରେ ଚିକିତ୍ସା ହେଉଥିବା ଛାତ୍ରୀ ଙ୍କ ଚିକିତ୍ସା ପାଇଁ ସାହାଯ୍ୟ ର ହାତ ବଢାଇଲା କଟକ ସେବା ସଙ୍ଗଠନ । ସୂଚନା ମୁତାବକ ଭୁବନ ବ୍ଲକ କୁନିନ୍ଦା ପଞ୍ଚାୟତର କୁମୁରୁସିଂହା ବାସିନ୍ଦା ସ୍ବର୍ଗତ କହେଁଇ ବାରିକ ଙ୍କ ୩
Read More...

ସହର ମଧ୍ୟରେ ଏଟଏମି କୁ ବିଳମ୍ବିତ ରାତିରେ ଲୁଟ ଉଦ୍ୟମ ବିଫଳ: ଦୁଇ ଅଭିଯୁକ୍ତ ଗିରଫ !

ଢେଙ୍କାନାଳ : ସହରସ୍ଥିତ କାଲଟାକ୍ସ ଷ୍ଟେଶନ ବଜାର ଅଞ୍ଚଳରେ ଥିବା ଷେ୍ଟଟ ବ୍ୟାଙ୍କ ଅଫ ଇଣ୍ଡିଆର ଏକ ଏଟଏମି କୁ ବିଳମ୍ବିତ ରାତରେ ଲୁଟ୍‌ ଉଦ୍ୟମ କରୁଥିବା ବେଳେ ଟାଉନଥାନା ପୋଲିସ ଚଢାଉ କରି ୨ ଜଣଙ୍କୁଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲା ଆସ୍କା ଅଞ୍ଚଳର ଶୁଭମ
Read More...

ଜିଲ୍ଲାର କୋଭିଡ ପରିଚାଳନା ଓ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା : ମଙ୍କିପକ୍ସ ପାଇଁ ବିଦେଶ ଫେରନ୍ତାଙ୍କ ଉପରେ ମଧ୍ୟ ନଜର…

ଢେଙ୍କାନାଳ : ଜିଲ୍ଲା କାର୍ଯ୍ୟାଳୟ ଓସୱାନ ଭିଡିଓ କନଫରେନ୍ସିଂ ହଲ ଠାରେ ଜିଲ୍ଲାର କୋଭିଡ ପରିଚାଳନା ଓ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ କୋଭିଡ ସଂକ୍ରମଣ ଓ ଡାଇରିଆର ଆଶଙ୍କା ବୃଦ୍ଧି ପାଉଥିବାରୁ ସେଥିପ୍ରତି ବିଶେଷ ନଜର ରଖିବାକୁ ଜିଲ୍ଲାପାଳ ସରୋଜ
Read More...

ଢେଙ୍କାନାଳରୁ ଚେନ୍ନାଇକୁ ନୂତନ ଦ୍ରୁତଗାମୀ ରେଳ ଚଳାଚଳ ପ୍ରସଙ୍ଗରେ ସଂସଦରେ ପ୍ରସ୍ତାବ ଦେଲେ ସାଂସଦ !

ଢେଙ୍କାନାଳ : ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ସାଂସ୍କୃତିକ, କୃଷି ଭିତିକ ଜିଲ୍ଲା ଢେଙ୍କାନାଳ, ଶିଳ୍ପନଗରୀ ଅନୁଗୁଳ, କୋଇଲା ନଗରୀ ତାଳଚେର ପ୍ରଭୃତି ଅଂଚଳ ଦେଇ ଯେଉଁସବୁ ଯାତ୍ରୀବାହୀ ରେଳ ଅନ୍ୟ ରାଜ୍ୟକୁ ଚଳାଚଳ କରୁଛି, ସେଥିପାଇଁ ସଂପୃକ୍ତ ଅଞ୍ଚଳ ବାସୀମାନେ ଯେତିକି ଉପକୃତ ହେଉଛନ୍ତି
Read More...

ବିଜେପି ପ୍ରତିନିଧି ମଣ୍ଡଳ ଜାତୀୟ ରାଜପଥ ପ୍ରାଧିକରଣର ଆଞ୍ଚଳିକ ଅଧିକାରୀଙ୍କ ଆଲୋଚନା ସହ ଦାବୀ ପତ୍ର ପ୍ରଦାନ !

ଢେଙ୍କାନାଳ: ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ- ୫୫(ପୁରୁଣା ଏନ୍‌ଏଚ୍‌-୪୨) କଟକ-ସମ୍ବଲପୁର- ଅନୁଗୋଳ-ଢ଼େଙ୍କାନାଳ ସେକ୍ସନର ନିର୍ମାଣ କାର୍ଯ୍ୟକୁ ଅବିଳମ୍ବେ ଶେଷ କରିବା ପାଇଁ ଅନୁଗୋଳ ଓ ଢ଼େଙ୍କାନାଳ ଜିଲ୍ଲାର ଏକ ବିଜେପି ପ୍ରତିନିଧି ମଣ୍ଡଳିରେ ପୂର୍ବତନ ମନ୍ତ୍ରୀ ସଞ୍ଜିବ ସାହୁ,
Read More...

ଭୁବନ; ମଠ କରୋ ଗୋଳା ମହାବିଦ୍ୟାଳୟ ରେ +2 ବିଜ୍ଞାନ ଓ ବାଣିଜ୍ଯ ବିଭାଗ ର ଶତପ୍ରତିଶତ ଫଳାଫଳ !

ଢ଼େଙ୍କାନାଳ : ଯୁକ୍ତ ଦୁଇ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ଦ୍ଵାର ପରିଚାଳିତ ଚଳିତ ବର୍ଷ ବିଜ୍ଞାନ ଓ ବାଣିଜ୍ଯ ବିଭାଗର ମଠକରୋଗୋଳା ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ଶତପ୍ରତିଶତ ପ୍ରାପ୍ତ ହେବାର ଏକ କୃତିତ୍ଵ ଅର୍ଜନ କରିଛି ଯୁକ୍ତ ଦୁଇ ବିଜ୍ଞାନ ର ୧୦୬ ଜଣ ଛାତ୍ରଛାତ୍ରୀ
Read More...

ପାନୀୟ ଜଳ ଯୋଗାଣ ଅବ୍ୟବସ୍ଥା : ମରାମତି ହେଉନି ଚାବି, ଚାମ୍ବର ଭିତରେ ଭର୍ତି ହେଉଛି ପଚା ସଢ଼ା ପାଣି !

ଢେଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ରେ ପାନୀୟଜଳ ଯୋଗାଣ ରେ ଅବ୍ଯବସ୍ଥା ଦେଖିବାକୁ ମିଳୁଛି I ଜିଲ୍ଳା ପ୍ରଶାସନ ପକ୍ଷରୁ ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ସଠିକ୍ ଭାବରେ ପହଁଞ୍ଚିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରୁଥିବା ବେଳେ ପଞ୍ଚାୟତ ପ୍ରଶାସନ ଢିଲା
Read More...

ଯୁବ ସାମ୍ବାଦିକ ଦୁଷ୍ମନ୍ତଙ୍କ ଅକାଳ ବିୟୋଗରେ ଭୁବନ ପ୍ରେସ କ୍ଲବ ପକ୍ଷରୁ ଶୋକସଭା !

ଢ଼େଙ୍କାନାଳ : କାମାକ୍ଷାନଗର ଉପଖଣ୍ଡ ର କଳିଙ୍ଗ ଟିଭିର ସାମ୍ବାଦିକ ଦୁଷ୍ମନ୍ତ ମହାନ୍ତି (୩୦)ଙ୍କ ସଡକ ଦୁର୍ଘଟଣା ରେ ମୃତ୍ୟୁ ଘଟିଥିଲା l ସ୍ଥାନୀୟ କାଳୀବଜାର ବାଜିରାଉତ ପ୍ରତିମୂର୍ତ୍ତି ତଳେ ଭୁବନ ପ୍ରେସ କ୍ଲବ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଆଗେଇବା ର ପ୍ରତିନିଧି
Read More...