ଅଗଷ୍ଟ କ୍ରାନ୍ତିଦିବସ ଓ ବିଶ୍ୱ ଆଦିବାସୀ ଦିବସ ପାଳନ କଲା ଆପ୍ !

ଢ଼େଙ୍କାନାଳ : ଅଗଷ୍ଟ କ୍ରାନ୍ତିଦିବସ ପ୍ରତ୍ୟେକ ବର୍ଷ ଅଗଷ୍ଟ ୯ ତାରିଖରେ ପାଳନ କରାଯାଉଛି l ଏହି ଦିବସକୁ ବିଶ୍ୱ ଆଦିବାସୀ ଦିବସ ଭାବରେ ମଧ୍ୟ ପାଳନ କରାଯାଉଛି l ଏହି ଅବସରରେ ଜିଲ୍ଲା ସଭାପତି ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଅବସର ପ୍ରାପ୍ତ ସେନା ଅଧିକାରୀ ନଗେନ କର ମୁଖ୍ୟ ଅତିଥି ଭାବେ
Read More...

ଭୁବନ ଶିକ୍ଷକ,ଅଧ୍ୟାପକ ଓ ଛାତ୍ର ଛାତ୍ରୀ ସମ୍ମିଳିତ ବୈଠକ ଅନୁଷ୍ଠିତ !

ଢ଼େଙ୍କାନାଳ - ଭୁବନ ବାଜି ରାଉତ ସ୍ମୃତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ,ଅଧ୍ୟାପକ ଓ ଛାତ୍ର ଛାତ୍ରୀ ମାନଙ୍କର ଏକ ସମ୍ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଅଜିତ କୁମାର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଇତିହାସ ଅଧ୍ୟାପକ ପ୍ରଫୁଲ୍ଲ କୁମାର ଭୂୟାଁ,ଇଂରାଜୀ
Read More...

ଭୁବନ ୩୬ ଲିଟର ମଦ ଜବତ,୩ ଗିରଫ !

ଢ଼େଙ୍କାନାଳ : ଭୁବନ ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୨୯ ଲିଟର ଦେଶୀ ମଦ ଓ ୭ ଲିଟର ବିଦେଶୀ ମଦ ( ବିଅର) ଜବତ କରାଯାଇ ଏଥିରେ ସଂପୃକ୍ତ ୨ ଜଣ ପୁରୁଷ ଓ ଜଣେ ମହିଳା ଙ୍କୁ ଗିରଫ କରାଯାଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ,ଭୁବନ ଥାନା ଅନ୍ତର୍ଗତ ଥୋରିଆସନ୍ଦା ଗ୍ରାମରେ
Read More...

ମୂର୍ତିକା ସଂରକ୍ଷଣ ଓ ଜଳ ବିଭାଜିକା କର୍ତୃପକ୍ଷଙ୍କ କାର୍ଯ୍ୟାଳୟ ଢେଙ୍କାନାଳ ଠାରେ କୃଷକ ଉତ୍ପାଦକ କମ୍ପାନୀର ଦକ୍ଷତା…

ଢେଙ୍କାନାଳ :  ଢେଙ୍କାନାଳ ମୂର୍ତିକା ସଂରକ୍ଷଣ ଓ ଜଳ ବିଭାଜିକା କର୍ତୃପକ୍ଷଙ୍କ କାର୍ଯ୍ୟାଳୟ ସଭା ଗୃହରେ ରିୱାର୍ଡକାର୍ଯ୍ୟକ୍ରମ ଅନ୍ତର୍ଗତ ଧରିତ୍ରୀ ଆଗ୍ରୋ କୃଷକ ଉତ୍ପାଦକ କମ୍ପାନୀ ଓ ସପ୍ତଶଯ୍ୟା କୃଷକ ଉତ୍ପାଦକ କମ୍ପାନୀର ବୋର୍ଡନିର୍ଦ୍ଦେଶକ ମାନଙ୍କୁ ନେଇ ଗ୍ରାଂଟ୍‌ଥର୍ଣଟନ୍ ଭାରତ ଓ
Read More...

ମୂର୍ତିକା ସଂରକ୍ଷଣ ଓ ଜଳ ବିଭାଜିକା କର୍ତୃପକ୍ଷଙ୍କ କାର୍ଯ୍ୟାଳୟଢେଙ୍କାନାଳ ଠାରେ କୃଷକ ଉତ୍ପାଦକ କମ୍ପାନୀର ଦକ୍ଷତା…

ଢେଙ୍କାନାଳ : ଢେଙ୍କାନାଳ ମୂର୍ତିକା ସଂରକ୍ଷଣ ଓ ଜଳ ବିଭାଜିକା କର୍ତୃପକ୍ଷଙ୍କ କାର୍ଯ୍ୟାଳୟ ସଭା ଗୃହରେ ରିୱାର୍ଡକାର୍ଯ୍ୟକ୍ରମ ଅନ୍ତର୍ଗତ ଧରିତ୍ରୀ ଆଗ୍ରୋ କୃଷକ ଉତ୍ପାଦକ କମ୍ପାନୀ ଓ ସପ୍ତଶଯ୍ୟା କୃଷକ ଉତ୍ପାଦକ କମ୍ପାନୀର ବୋର୍ଡନିର୍ଦ୍ଦେଶକ ମାନଙ୍କୁ ନେଇ ଗ୍ରାଂଟ୍‌ଥର୍ଣଟନ୍
Read More...

ହିନ୍ଦୋଳ ଧଳାଜହର ନିଶାରେ ଯୁବପିଢି !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳ ଓ ଏନଏସି ରେ ଧଳାଜହର ଧୀରେଧୀରେ କାୟାବିସ୍ତାର କରୁଛି । ଧଳାଜହର( ବ୍ରାଉନ୍ ସୁଗାର) ନିଶାରେ ମାତିଛନ୍ତି ହିନ୍ଦୋଳ ଏନ୍ଏସିର କିଛି ଯୁବଗୋଷ୍ଠୀ । ଧୀରେଧୀରେ ଜଣଙ୍କ ପରେ ଜଣଙ୍କୁ କାବୁ କରି ଚାଲିଥିବା ବେଳେ ଏବେ ଶତାଧିକ ଯୁବଗୋଷ୍ଠି ମତୁଆଲା । ମାତ୍ର
Read More...

ସନ୍ ହସ୍ପିଟାଲ କର୍ମଚାରୀ ଦରମା ନପାଇ ପକାଇଲେ ତାଲା !

ଢେଙ୍କାନାଳ : ଢେଙ୍କାନାଳ ସହର ସ୍ଥିତ କଂଟାନାଳୀ ବାଇପାସ ନିକଟ ସନ୍ ହସ୍ପିଟାଲରେ ତାଲା ପକାଇଲେ କର୍ମଚାରୀ ।ସୂଚନା ଅନୁଯାୟୀ ଉକ୍ତ ହସ୍ପିଟାଲରେ ବହୁ କର୍ମଚାରୀ କାର୍ଯ୍ୟ କରି ଆସୁଥିଲେ । ଗତ କିଛି ମାସ ହେବ ହସ୍ପିଟାଲ କର୍ତୃପକ୍ଷସେମାନଙ୍କୁ ଦରମା ଦେଉନଥିବା ସେମାନେ ଢେଙ୍କାନାଳ ଟାଉନ
Read More...

ଭୁବନ ପ୍ରଧାନ ଶିକ୍ଷକ ତରଣୀସେନ ସାହୁ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା !

ଢ଼େଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ସ୍ଥିତ ସ୍ବାମୀ ତ୍ରିଗୁଣା ନନ୍ଦ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତରଣୀ ସେନ ସାହୁ ଙ୍କୁ ନୁଆ ଭୁବନ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଧାନ ଶିକ୍ଷକ ଖଗେଶ୍ବର ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ଭୁବନ ଜାଇକା କେନାଲ ପରିଦର୍ଶନ କଲେ ତାମିଲନାଡୁ ଦଳ !

ଢ଼େଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ରେଙ୍ଗାଲି କେନାଲ ଦ୍ଵାରା ଉପକୃତ ହେଉଥିବା ଚାଷୀ ମାନଙ୍କ ଜମିକୁ କିଭଳି ସୁଚାରୁ ରୁପେ ଜଳ ପହଞ୍ଚିପାରୁଛି କି ନାହିଁ ସେ ନେଇ ଜଳସଂପଦ ବିଭାଗ ତାମିଲନାଡୁ ନିର୍ଦ୍ଦେଶ କ୍ରମେ ୬ଜଣ ବିଭାଗୀୟ ଇଂଜିନିୟର କ୍ଷେତ୍ର ପରିଦର୍ଶନ କରିବା ଭୁବନ ଜଳ ସେଚନ କୃଷକ
Read More...

ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ସ୍ୱର୍ଣ୍ଣପ୍ରଭା ପୋଥାଳ ଙ୍କ କୃତିତ୍ୱ !

ଢ଼େଙ୍କାନାଳ : ଭୁବନ ବଜିରାଉତ ସ୍ମୃତି ମହାବିଦ୍ୟାଳୟର +୩ ତୃତୀୟ ବର୍ଷ କଳା ଛାତ୍ରୀ ସ୍ୱର୍ଣପ୍ରଭା ପୋଥାଳ ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ଦ୍ଵିତୀୟ ସ୍ଥାନ ହାସଲ କରି ମହାବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି। ଢେ଼ଙ୍କାନାଳ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ମଙ୍ଗଳବାର
Read More...