ଟିପିସିଓଡିଏଲ୍‌ର ମନମୁଖୀ କାର୍ଯ୍ୟ ବିରୋଧରେ ଢେଙ୍କାନାଳ ଓକିଲ ସଂଘ ଜରୁରୀ ବୈଠକ !

 ଜିଲ୍ଲାବାସୀଙ୍କୁ ସ୍ମାର୍ଟ ମିଟର ନ ଲଗାଇବାକୁ ଅନୁରୋଧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ ସଭାଗୃହରେ ରବିବାର ଦିନ ସଂଘ ସଭାପତି ଗୋପାଳ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଟିପିସିଓଡିଏଲ୍‌ ତରଫରୁ ଚାଲୁଥିବା ମନମୁଖୀ ଓ ଜନବିରୋଧୀ
Read More...

ଢେଙ୍କାନାଳରେ ଟାଟାଷ୍ଟିଲ ଓ ଟାଟା ପାୱାର ବିରୋଧରେ ଜନ ଅନ୍ଦୋଳନ ସଜିଲା !

ଢେଙ୍କାନାଳ ଉନ୍ନୟନ ପରିଷଦ ଅଧୀନରେ ଜିଲ୍ଲାବାସୀଙ୍କ ସ୍ୱାର୍ଥରେ ଟାଟାଷ୍ଟିଲ ମେରାମଣ୍ଡଳୀ ଓ ବିଦ୍ୟୁତ ବିତରଣ ଦାୟିତ୍ୱ ନେଇଥିବା ଟାଟା ପାୱାର ବିରୋଧରେ ଜନ ଅନ୍ଦୋଳନ ଆରମ୍ଭ ପାଇଁ ପଦକ୍ଷେପ ନିଆଯାଇଛି।ଏ ସମ୍ବନ୍ଧରେ ସମାଜସେବୀ ରାମଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ପୁରୁଣା ଜିଲା ପରିଷଦ
Read More...

ତାତିଲା  ଢେଙ୍କାନାଳ ଓକିଲ ସଂଘ, ସ୍ମାର୍ଟ ମିଟରକୁ ତୀବ୍ର ବିରୋଧ !

ଢେଙ୍କାନାଳ:  ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ ସଭାଗୃହରେ ଜିଲ୍ଲା ଓକିଲ ସଂଘ ସଭାପତି ଗୋପାଳ ଚନ୍ଦ୍ର ପାତ୍ରଙ୍କଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଟିପିସିଓଡିଏଲ୍‌ର ମନମୁଖୀ କାର୍ଯ୍ୟ ଯଥା ଜିଲ୍ଲାର ପ୍ରତ୍ୟେକ ଉପଭୋକ୍ତାଙ୍କୁସ୍ମାର୍ଟ ମିଟର ଲଗାଇବାକୁ ବାଧ୍ୟ କରିବା, ବିନା
Read More...

କୁରୁମିଠା ପଲ୍ଲୀ ବିକାଶ ଉଚ୍ଚବିଦ୍ୟାଳୟରେ ଶିକ୍ଷକ ବଦଳି ନେଇ ଅସନ୍ତୋଷ !

ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ କ୍ଷୋଭ, ଶିକ୍ଷାବିତ୍ମାନଙ୍କ ନିନ୍ଦା ଢେଙ୍କାନାଳ : ହିନ୍ଦୋଳ ଉପଖଣ୍ଡ ଅଧୀନ ପଲ୍ଲୀ ବିକାଶ ଉଚ୍ଚବିଦ୍ୟାଳୟ, କୁରୁମିଠାରେ ଶିକ୍ଷକ ବଦଳି ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ବିଦ୍ୟାଳୟରେ ବର୍ତ୍ତମାନ ନବମ ଶ୍ରେଣୀରେ ୧୩୮
Read More...

ମସଜିଦ ତୌହିଦ ଠାରେ ସାତ ଦିବସୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ !

_ଦେଶପ୍ରେମ, ନିଶାମୁକ୍ତ ଜୀବନ ଓ ଆଧ୍ୟାତ୍ମିକ ଶିକ୍ଷାର ମିଳନ ସଭା_ ଢେଙ୍କାନାଳ : ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ଅଞ୍ଚଳର ପବିତ୍ର ମସଜିଦ ତୌହିଦ ପ୍ରାଙ୍ଗଣରେ ଅହମଦିୟା ମୁସଲିମ ସମୁଦାୟ ଦ୍ୱାରା ଆୟୋଜିତ ସାତ ଦିବସୀୟ ପ୍ରଶିକ୍ଷଣ ଶିବିର କାଲି ସନ୍ଧ୍ୟାରେ ଧାର୍ମିକ ଓ ସାମାଜିକ ଉତ୍ସାହର
Read More...

ଯୋରନ୍ଦା ମହିମାଗାଦିରେ ଥିବା ୧୨କ୍ୱିଂଟାଲ୍ ଓଜନର ଘଣ୍ଟି କୁ ସଚଳ କରିବାକୁ ଦାବୀ !

ଢେଙ୍କାନାଳ: ଆଜକୁ ପ୍ରାୟ ୧୯ ବର୍ଷ ତଳେ ୨୦୦୭ ଜାନୁଆରୀ ୩୧ ତାରିଖ ମାଝ ଚତୁଃଦର୍ଶୀର ବ୍ରାହ୍ମ ମୁହୂର୍ତରେସେ ସମୟର ୫ଲକ୍ଷ ଟଙ୍କା ବ୍ୟୟରେ ବଳ୍‌କଳଧାରୀ ମହିମା ସମାଜ ଆନୁକୂଲ୍ୟରେ କଂସା ଓ ପିତଳ ମିଶ୍ରିତ ୧୨କ୍ୱିଂଟାଲ୍ ଓଜନବିଶିଷ୍ଟ ଏକ ବୃହଦାକାର ଘଂଟି ଶୂନ୍ୟ ମନ୍ଦିରର ପୂର୍ବ ଦିଗ ଐଶାନ୍ୟ
Read More...

ଢେଙ୍କାନାଳ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର…

ଢେଙ୍କାନାଳ : ଗଜଲକ୍ଷ୍ମୀ ପୂଜାର ଅବ୍ୟବହତି ପୂର୍ବରୁ ଢେଙ୍କାନାଳ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଅଧୀନରେ ତ୍ରିଦିବସୀୟ ଜିଲ୍ଲାସ୍ତରୀୟ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ଶକୁନ୍ତଳା ଜେନାଙ୍କ
Read More...

ଢେଙ୍କାନାଳ ଜିଲ୍ଲାରେ ବିଶ୍ବ ପର୍ଯ୍ୟଟନ ଦିବସ -୨୦୨୫ ପାଳିତ !

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ଥାନୀୟ ପର୍ଯ୍ୟଟନ ଉନ୍ନୟନ କାର୍ଯ୍ୟାଳୟ ସଭାଗୃହରେ ସମୟରେ ବିଶ୍ବ ପର୍ଯ୍ୟଟନ ଦିବସ -୨୦୨୫ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଜଗଦୀଶ ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ
Read More...

ଆନ୍ତର୍ଜାତିକ ଶାନ୍ତି ଦିବସ ଉପଲକ୍ଷେ ଅହମଦିୟା ମହିଳା ସଂଗଠନର ଅନୁପମ ଉଦ୍ୟମ !

ଶିଶୁଙ୍କୁ ଆଲିଙ୍ଗନ ବୃଦ୍ଧଙ୍କୁ ସାହାରା : ଅହମଦିୟା ମହିଳା ସଂଗଠନର ଅନୁପମ ଉଦ୍ୟମଆନ୍ତର୍ଜାତିକ ଶାନ୍ତି ଦିବସ ଉପଲକ୍ଷେ ମହର୍ଷି ଦୟାନନ୍ଦ ସର୍ଭିସ୍ ମିଶନରେ ମହିଳା ସଂଗଠନର ସେବାକାର୍ଯ୍ୟ ଢେଙ୍କାନାଳ : ଆନ୍ତର୍ଜାତିକ ଶାନ୍ତି ଦିବସ ଅବସରରେ ଅହମଦିୟା ମୁସଲିମ ମହିଳା ସଂଗଠନ (ଲଜନା
Read More...

ବିଶ୍ବ ସଂକଟ ଏବଂ ଶାନ୍ତିର ପଥ : ଆନ୍ତର୍ଜାତିକ ଶାନ୍ତି ଦିବସରେ ଏକ ପ୍ରସ୍ତାବନା !

*ବିଶ୍ବ ସଂକଟ ଏବଂ ଶାନ୍ତିର ପଥ : ଆନ୍ତର୍ଜାତିକ ଶାନ୍ତି ଦିବସରେ ଏକ ପ୍ରସ୍ତାବନା*_୨୧ ସେପ୍ଟେମ୍ବର, ଆନ୍ତର୍ଜାତିକ ଶାନ୍ତି ଦିବସ ଉପଲକ୍ଷେ ବିଶେଷ ପ୍ରସ୍ତାବନା_ପ୍ରତିବର୍ଷ ସେପ୍ଟେମ୍ବର ୨୧ ତାରିଖରେ ବିଶ୍ୱରେ ଆନ୍ତର୍ଜାତୀୟ ଶାନ୍ତି ଦିବସ ପାଳନ କରାଯାଏ। ଏହି ଦିବସ କେବଳ ଏକ ଆନୁଷ୍ଠାନିକ
Read More...