ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଜିଜ୍ଞାସାର ଉଦ୍‌ଯାନୀ ଉତ୍ସବ !

ଢେଙ୍କାନାଳ : ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଜିଜ୍ଞାସା କର୍ମଶାଳା ଶିବିରର ଉଦ୍‌ଯାନୀ ଉତ୍ସବ ।ଳିତ ହୋଇଯାଇଅଛି । ୪ ଦିନ ଧରି ଶତାଧିକ ପିଲାମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପ୍ରଥମ ଦିନ ପିଲାମାନେ ପରିଚିତ ହେବା ସହ ବିଜ୍ଞାନ କେନ୍ଦ୍ର ପରିଭ୍ରମଣ କରିଥିଲେ । ଦ୍ୱିତୀୟ ଦିନ ।ହାଡ ଚଢା ସହ ହସ୍ତକର୍ମ ଓ ଚିତ୍ରାଙ୍କନ୍ରତିଯୋଗିତା ହୋଇଥିଲା । ତୃତୀୟ ଦିନରେ ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ରଙ୍କ ଦ୍ୱାରା ମିନି ମାରାଥନ କରାଯାଇଶୋଭାଯାତ୍ରା କରାଯାଇଥିଲା । ଉଦ୍‌ଯାନୀ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇ ମୁଖ୍ୟ ଅତିଥି ବଁରାଳତହସିଲଦାର ସୁଶାନ୍ତ ମିଶ୍ର ମୁଖ୍ୟ ଅତିଥି, ପ।ରିଷଦ ସନ୍ଦୀ କୁମାର ଷଡଙ୍ଗୀ ଓ ଅଧ୍ୟକ୍ଷ ଅଜୟ କୁମାର ବଳ ସମ୍ମାନିତ ଅତିଥିଭାବେ ଯୋଗଦେଇ କ୍ୟାମ୍ପାୟାର୍ ସହ କର୍ମଶିବିର ଉଦ୍‌ଯାପନ କରିଥିଲେ । ଅତିଥିମାନଙ୍କୁୁଲଗୁଚ୍ଛ ଓ ଉତରୀୟ ଦେଇସମ୍ବର୍ଦ୍ଧନା କରାଯାଇଥିଲା । ଏହି ଉଦ୍‌ଯାନୀ ଉତ୍ସବରେ ‘ଜିଜ୍ଞାସାର ସ୍ୱର’ ନାମରେ ମାଗାଜିନ୍‌ର ଉନ୍ମୋଚନ କରାଯାଇଥିଲା । ଜିଜ୍ଞାସା କର୍ମଶାଳାର ପ୍ରତିଯୋଗିତା ରେତକାର୍ଯ୍ୟ ଲାମାନଙ୍କୁ ଅତିଥିଙ୍କ ଦ୍ୱାରା ମେଡାଲ୍ ଓ ପୁରସ୍କାର ବିତରଣ କରାଯାଇଥିଲାା ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା ।

Leave A Reply

Your email address will not be published.

fourteen + eleven =