ବିଜୁ ଜନତା ଦଳ, ଢେଙ୍କାନାଳ ନିର୍ବାଚନ ମଣ୍ଡଳୀର ୩-ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ !

ଢେଙ୍କାନାଳ : ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର କର୍ମୀ ମାନଙ୍କୁ ନେଇ ଏକ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଶନିବାର ପୁର୍ବାହ୍ନେର ସହରସ୍ଥ ଶ୍ରୀରାମ ମଣ୍ଡପଠୋର ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି । ବିଧାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନେର ଅୋୟାଜିତ ଏହି ପ୍ରଶିକ୍ଷଣ ଶିବିରେର ମୁଖ୍ୟ ପ୍ରଶିକ୍ଷକ ଭୋବ ବିଜୁ ଜନତା ଦଳର ମୁଖପାତ୍ର ତଥା ସମେଲଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋଡର ଅଧ୍ୟକ୍ଷ ଓ କାଳିଆ ଯୋଜନାର ଉପେଦଷ୍ଟା ସଞୟ ବାବୁ ଏବଂ ପ୍ରଶିକ୍ଷକ ଅଭେିଶକ ଜଗତ ଯୋଗେଦଇ ତୃଣମୁଳ ସ୍ତରେର ବିଜୁ ଜନତା ଦଳ ସାଧାରଣ ଲୋକଙ୍କ ଆସ୍ଥ ଭାଜନ ହେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପ…ନାୟକଙ୍କ ସରକାରର ଜନହିତକର କାର୍ଯ୍ୟ ଜନସାଧାରଣଙ୍କୁ ଅବଗତ କରାଇ ଦଳ ସପକ୍ଷେର ନୁତନ ଭୋଟରଙ୍କୁ କିଭଳି ଯୋଡାଯିବ ଏବଂ ରାଜ୍ୟ ସରକାର କାଯ୍ୟର୍କରୁଥିବା ସମସ୍ତ ଜନହିତକର ଯୋଜନା ସହିତ ଉନ୍ନତି ମୁଳକ କାର୍ଯ୍ୟ କୁ ସୋସିଆଲ ମିଡିଆ ମାଧ୍ୟମେର ପ୍ରଚାର ପ୍ରସାର କରାଯାଇପାରିବ ଏବଂ ଦଳର ସବୁ ଯୋଜନା ଗୁଡିକର ଉପକାରିତା କିଭଳି ଲୋକମାନଙ୍କ ନିକଟେର ବହୁଳ ଭାବେର ପହଞ୍ଚିପାରିବ ସେ ସମ୍ପକର୍ରେ ବିସୃତ ଭାବେର ବୁଝାଇଥେôଲ । ତିନିଦିନ ଧରି ଅନୁଷ୍ଠିତ ହେଉଥିବା ଏହି ପ୍ରଶିକ୍ଷଣ ଶିବିରେର ଢେଙ୍କାନାଳ ନିର୍ବାଚମଣ୍ଡଳୀ ଅନ୍ତର୍ଗତ ଗଁନ୍ଦିଆ ବ୍ଲକ ଓ ସଦର ବ୍ଲକ ଏବଂ ମୁନିସିପାଲଟିର ଶତାଧିକ ବେିଜଡି କର୍ମୀ ଦୈନିକ ତେିନାଟି ପର୍ଯ୍ୟାୟେର ପ୍ରଶିକ୍ଷଣ ନେବାର କାଯ୍ୟର୍କ୍ରମ ପ୍ରସ୍ତୁତ କରାଯାଇଛି । ଏହି ପ୍ରଶିକ୍ଷଣ କାଯ୍ୟର୍କ୍ରମ ୧୬ ତାରିଖରୁ ଆରମ୍ଭ ହୋଇ ୧୮ ତାରିଖେର ଉଦଯାପିତ ହେବ । ଏହି ଶିବିରେର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଚ୍ଚର୍ନା ପୁହାଣ, ଜିଲ୍ଲା ବିଜୁ କୃଷକ ୁ ଜନତା ଦଳ ସଭାପତି ନେରାତ୍ତମ ସାହୁ, ଜିଲ୍ଲା ମହିଳା ବେିଜଡି ସଭାପତି ସାଗରିକା ମିଶ୍ର, ଛାତ୍ର ବେିଜଡି ସଭାପତି ସୁରଜ ମହାପାତ୍ର, ଗନ୍ଦିଆ ବ୍ଲକ ଅଧ୍ୟକ୍ଷା ରୀନାରଣୀ ଖଟୁଆ, ବେିଜଡି ଗନ୍ଦିଆ ବ୍ଲକ ସଭାପତି ବିଶ୍ୱନାଥ ଜେନା, ଗନ୍ଦିଆ ଯୁବ ବେିଜଡି ସଭାପତି ପ୍ରଦୀପ କୁମାର ରାଉତ, ଗନ୍ଦିଆ ବ୍ଲକ ବିଧାୟକଙ୍କ ପ୍ରତିନିଧି ନିରାକାର ରାଉତ,ନବ ସାମଲ, ବିଧାୟକଙ୍କ ଢେଙ୍କାନାଳ ମୁନିସିପାଲିଟି ପ୍ରତିନିଧି ଅଜୟ କୁମାର ଭଞ, ଢେଙ୍କାନାଳ ଉପ-ନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ଜିଲ୍ଲା ବେିଜଡି ସାଧାରଣ ସମ୍ପାଦକ ଦେବାଶିଷ ମିଶ୍ର, ଯୁବ ନେତା ବୁବୁୁଲି ଧଳ, ଜିଲ୍ଲା ସଧାରଣ ସମ୍ପାଦକ ଶୁଭକାନ୍ତ ପଣ୍ଡା, ପୁବର୍ତନ ନଗରପାଳ ତଥା ଜିଲ୍ଲା ବେିଜଡି ଉପ-ସଭାପତି ସୁଧାଶୁଂ ଦେଳଇ,ବେିଜଡି ଜିଲ୍ଲା ସମ୍ପାଦକ ରାଞନ ନାୟକ, ଗଙ୍ଗାଧର ରାଉତ, ମାନସ ମହାରଣା, ମହିଳା ନଗର ସଭାପତି ଶୁଭଲକ୍ଷ୍ମୀ ସାହୁ , ଜିଲ୍ଲା ମହିଳା ଉପ-ସଭାପତି ଉବର୍ଶୀ ମହାପାତ୍ର, ଜିଲ୍ଲା ମହିଳା ସାଧାରଣ ସମ୍ପାଦିକା ଶ୍ରଦ୍ଧାଞଳୀ ସାହୁ, ମାମିନା ଦିକ୍ଷୀତ ପ୍ରମୁଖଙ୍କ ସେମତ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀର ସମସ୍ତ ନିର୍ବାଚିତ ଜନପ୍ରତିନିଧି, ସମସ୍ତ କାଉନସିଲର ସରପଞ୍ଚ, ସମିତି ସଭ୍ୟ , ଜିଲ୍ଲାପରିଷଦ ସଦସ୍ୟ ଯୋଗେଦଇଥେôଲ । ପ୍ରାରମ୍ଭେର ବେନ୍ଦ ଉତ୍କଳ ଗାନ କରାଯାଇ ପ୍ରଶିକ୍ଷଣ କାଯ୍ୟର୍କ୍ରମର ଶୁଭାରମ୍ଭ କରାଯାଇଥିଲା ।

Leave A Reply

Your email address will not be published.

15 + 12 =