ହିନ୍ଦୋଳ ଏନ.ଏ.ସି. ଐତିହାସିକ ରାଧାମୋହନଙ୍କୁ ଦର୍ଶନ ଓ ପ୍ରସାଦ ସେବନ୍ କଲେ ଢେଙ୍କାନାଳ ପ୍ରାକ୍ତନ ସାଂସଦ ମହେଶ ସାହୁ !

ଢେ଼ଙ୍କାନାଳ -ହିନ୍ଦୋଳ ଏନ.ଏ.ସି ୱାର୍ଡନଂ୮ସ୍ଥିତ ଐତିହାସିକ ରାଧାମୋହନ ମନ୍ଦିରରେ ଶ୍ରୀଜୀଉଙ୍କୁ ଢେଙ୍କାନାଳ ପ୍ରାକ୍ତନ ସାଂସଦ ମହେଶ ସାହୁ ଦର୍ଶନକରି ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କ ସହ ଭାଗବତପରାୟଣ ଚର୍ଚ୍ଚାରେ ସାମିଲ ହେବାସହ ମନ୍ଦିରର ବିଭିନ୍ନ ସମସ୍ୟା ଓ ତାହାର ପ୍ରତିକାର ସମ୍ବନ୍ଧରେ ଆଲୋଚନା କରି ଆବଶ୍ୟକ ସହଯୋଗ କରିବାକୁ ପ୍ରତିଶୃତି ଦେଲେ ଓ ପ୍ରସାଦ ସେବନ୍ କଲେ ।ପ୍ରାକ୍ତନ ସାଂସଦଙ୍କ ସହିତ ଏହି ଗସ୍ତ କାର୍ଯ୍ୟକ୍ରମରେ ବିଜେଡ଼ି ଆଇଟି ସେଲର ସଂଯୋଗ ଶ୍ରୀକାନ୍ତ ମହାପାତ୍ର ,ବିଜେଡ଼ି ଜିଲ୍ଲାସମ୍ପାଦକ ପୂର୍ବତନ କାଉନସିଲର ପ୍ରଦ୍ୟୁମ୍ନ ବେହେରା,ଜିଲ୍ଲାଯୁବବିଜେଡି ସମ୍ପାଦକ ପ୍ରଶାନ୍ତ ଦାସ,ଏନଏସି ଉପାଧ୍ୟାକ୍ଷା ପ୍ରତିମା ରାଉତ,କାଉନସିଲର ଅନୁପମା ସାହୁ,ଶୁଭଲଷ୍ମୀ ଦେହୁରୀ, ରିତାରାଣୀ ବେହେରା,ସୁମତି ଦେହୁରୀ,ବିଷ୍ଣୁପ୍ରିୟା ନାଏକ,ବିଜେଡ଼ି ନେତା ରମେଶ ସାହୁ,ବିଜୟ ବେହେର,କୈଳାଶ ବେହେରା,ଶୁଭେନ୍ଦୁ ଦାସ,ଦୁର୍ଗାପ୍ରସାଦ ସର,ସୁଜିତ ସର,ମଳୟ ଦାସ,ରିତା ପଲେଇ,ବାସନ୍ତୀ ପ୍ରଧାନ,ବିଜୟ ବେହେରା, କୈଳାଶ ବେହେରା,ଗୋବିନ୍ଦ ମିଶ୍ର, ଅରୁଵାଳା ମିଶ୍ର, କୁନା ପ୍ରଧାନ, ଶ୍ରୀଧର ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ !

Leave A Reply

Your email address will not be published.

2 × one =