ସ୍ବାଧୀନ ଭାରତରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହେଉ !

ଜଙ୍ଗଲରେ ଆଦିବାସୀ ପରିବାର,ମିଳୁନି ଆବାସ ଗୃହ

ଢେଙ୍କାନାଳ ସଦର ବ୍ଲକ ଚାଉଳିଆ ଗ୍ରାମପଞ୍ଚାୟତ ରଘୁନାଥପୁର ଗ୍ରାମର ଆଦିବାସୀ ବ୍ୟକ୍ତି ତାଙ୍କର ୫ଜଣ ପରିବାର ରାଜୁ ଭୋଇ,ତାଙ୍କର ସ୍ତ୍ରୀ ଆଶା ଭୋଇ,ଅଜୁଭୋଇ,ଅନ୍ୟ ଦୁଇଭାଇ ସେ ଅନ୍ୟ ସ୍ଥାନଙ୍କୁ ଯାଇ କାମକରିବା ପାଇଁ,ଜଙ୍ଗଲ ମଧ୍ୟରେ ସେ ବସବାସ କରୁଥିବା ଆମେ ଦେଖିବାକୁ ପାଉଛୁ ସେ ଆଦିବାସୀ ଲୋକ ସେ ସେହିସ୍ଥାନ ଛାଡ଼ି ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ତାଙ୍କ ପାଖରେ କୈଣସି ସୁବିଧା ସୁଯୋଗ ନାହିଁ । ସରକାରଙ୍କ ତରଫରୁ ସେମାନଙ୍କୁ କୌଣସି ଯୋଜନାରେ ଘର ଦିଆଯାଇ ନାହିଁ । ପିଇବାପାଣି ସୁବିଧା ନାହିଁ,ପଞ୍ଚାୟତର ସରକାରୀ ବାବୁ ମାନଙ୍କୁ ଅନୁରୋଧ କଲେ ମଧ୍ୟ ସେମାନେ ଆଦିବାସୀ ପରିବାରର ଦୁଃଖ ଶୁଣୁ ନାହାନ୍ତି କି ଯାଣିପାରୁ ନାହାନ୍ତି । ସେହି ଗ୍ରାମର ବ୍ୟକ୍ତିମାନଙ୍କୁ ଆମେ ପଚାରି ବୁଝିଥିବା ବେଳେ ସେ ଦିର୍ଘବର୍ଷ ସେହିସ୍ଥାନରେ ବସବାସ କରୁଥିବା ଗ୍ରାମବାସୀ କହିଛନ୍ତି । ସରକାର ବର୍ତ୍ତମାନ ଏହି ପରିବାରକୁ ସରକାରୀ ସହାୟତାର ହାତ ବଢ଼ାଇବାକୁ ଦାଵୀ ହେଉଛି ।

Leave A Reply

Your email address will not be published.

4 × five =