ଭୁବନ କୁନିଦା ଛାତ୍ରୀ ମୃତ୍ୟୁ ଘଟଣାର ପୋଲିସ ର ବଡ଼ ସଫଳତା : ମୂଖ୍ଯ ଅଭିଯୁକ୍ତ ମୃତ ଛାତ୍ରୀଙ୍କ ପ୍ରେମିକ ଗିରଫ !

ଢ଼େଙ୍କାନାଳ : ଭୁବନ ଥାନା ଅନ୍ତର୍ଗତ କୁନିଦା ଗ୍ରାମରେ ଗତ ମକର ସଂକ୍ରାନ୍ତି ଦିନ ଜନୈକା କଲେଜ ପଢୁଆ ଯୁବତୀ ଙ୍କ ର ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ଭୁବନ ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରି ଅଭିଯୁକ୍ତ ଆସାମୀ ( ମୃତା ଛାତ୍ରୀ ଙ୍କ ପ୍ରେମିକ) କୁ ଗିରଫ କରି ସାମ୍ବାଦିକ ସମ୍ମିଳନୀ ରେ
Read More...

ଭୁବନ ମୀରାବାଈ କଳା ବିକାଶ କେନ୍ଦ୍ର ର ଦଶମ ବାର୍ଷିକୋତ୍ସବ ପାଳିତ !

ଢ଼େଙ୍କାନାଳ : ଭୁବନ ର ପୁରାତନ କଳା ସଂସ୍କୃତି ଅନୁଷ୍ଠାନ " ମୀରାବାଈ କଳା ବିକାଶ କେନ୍ଦ୍ର" ର ଦଶମ ବାର୍ଷିକୋତ୍ସବ ତିନିଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଛି। ଆଜି ଉଦଯାପନୀ ଉତ୍ସବରେ ଭୁବନ ବିଡ଼ିଓ କଲ୍ୟାଣ ସୌରଭ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୀରାବାଈ କଳା ବିକାଶ କେନ୍ଦ୍ର
Read More...

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ନିମନ୍ତେ ଢେଙ୍କାନାଳ ବିଜେପିରପ୍ରସ୍ତୁତି ବୈଠକ !

ଢେଙ୍କାନାଳ : ଅଯୋଧ୍ୟା ନଗରୀର ଭବ୍ୟ ଶ୍ରୀରାମ ମନ୍ଦିରରେ ଆସନ୍ତା ୨୨ ତାରିଖ ଦିନ ପ୍ରଭୁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାକରାଯିବ । ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ବିଜେପିର ଏକ ପ୍ରସ୍ତୁତି ବୈଠକ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତିନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି
Read More...

ଭୁବନ ରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଳନ !

ଢ଼େଙ୍କାନାଳ - ଭୁବନ ପଞ୍ଚାୟତ ସମିତି ଓ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ଓ ବିଡ଼ିଓ କଲ୍ୟାଣ ସୌରଭ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏଲଇଡି
Read More...

ଭୁବନ ମଠକରଗୋଳା ମହାବିଦ୍ୟାଳୟ ରେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ !

ଢ଼େଙ୍କାନାଳ- ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ମହାବିଦ୍ୟାଳୟ ରେ ନୁଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଆନୁକୁଲ୍ୟରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ମହାବିଦ୍ୟାଳୟ ଅଧ୍ୟକ୍ଷ ଚିତ୍ତ ରଞ୍ଜନ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ପାରିମାଳ ମହାବିଦ୍ୟାଳୟ ର
Read More...

ଭୁବନ ମହିଳା ମହାବିଦ୍ୟାଳୟ ରେ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଆଲୋଚନା ଚକ୍ର : ଜଗନ୍ନାଥ ବିଶ୍ଵ ନିୟନ୍ତା,ସର୍ବ ଧର୍ମ…

ଢ଼େଙ୍କାନାଳ : ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ନୁଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଆନୁକୁଲ୍ୟରେ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ବ ଏବଂ ଅଧ୍ୟାପକ ନିରଞ୍ଜନ ନାୟକ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି
Read More...

କାଙ୍କଡାପାଳ ସେବା ସମବାୟ ସମିତିର ତୃତୀୟ ଧାନମଣ୍ଡି ଉଦ୍‌ଘାଟିତ !

ଢେଙ୍କାନାଳ, : ସଦର ବ୍ଲକ୍ ଅନ୍ତର୍ଗତ କାଙ୍କଡପାଳ ସେବା ସମବାୟ ସମିତିର ତୃତୀୟ ଧାନମଣ୍ଡି ଉଦ୍‌ଘାଟିତ ହୋଇଯାଇଅଛି । ସମିତିର ସଭାପତି ରମଣି ରଞ୍ଜନ ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଧାନମଣ୍ଡିରେ ୮୦୦ କ୍ୱିଂଟାଲ୍‌ଧାନ କ୍ରୟ କରାଯାଇଥିଲା । ଆଖପାଖ ଅଂଚଳର ଚାଷୀମାନେ ଏହି
Read More...

ହିନ୍ଦୋଳ ନିରାଡ଼ମ୍ବର ସହକାରେ ପାଳିତ ହେଲା ମକର ମେଳା ମହୋତ୍ସବ !

ଢ଼େଙ୍କାନାଳ:ସାରା ରାଜ୍ୟରେ ଗାଁ ଗଣ୍ଡା ମାନଙ୍କରେ ହିନ୍ଦୁତ୍ବ କୁ ଜାହିର କରିବା ପାଇଁ ଧୁମ୍ ଧାମରେ ମକର ସଂକ୍ରାନ୍ତି ପର୍ବ ପାଳନ ହେଉଥିବା ବେଳେ ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ଗଣ୍ଡାନାଳୀ ଗ୍ରାମର କ୍ଷେତ୍ରପାଳ ସାହି ନିକଟରେ ଥିବା ପ୍ରଭୁ କ୍ଷେତ୍ରପାଳ ଙ୍କ ମନ୍ଦିରରେ ଗ୍ରାମବାସୀ ଙ୍କ
Read More...

ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ ଦ୍ବାରା ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ସମ୍ପାଦିତ !

ଢ଼େଙ୍କାନାଳ : ସ୍ବେଚ୍ଛାସେବୀ ସଂଗଠନ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ)ରାସୋଳ ତରଫରୁ ମୋ ଗାଁ ମୋ ସମ୍ମାନ ଅଭିଯାନ ର ପରିସର କୁ ବ୍ଯାପକ କରାଯାଇ ରାସୋଳ ଠାରୁ ପ୍ରାୟ ୯୫କିଲୋ ମିଟର ଦୂର ଢେଙ୍କାନାଳ ଜିଲ୍ଲା, କଙ୍କଡାହାଡ ବ୍ଲକ,ମରୁଆବିଲ ଗ୍ରାମ ପଞ୍ଚାୟତ ର ଦୁଇ ନମ୍ବର ୱାର୍ଡ
Read More...

ଶତାୟୁ,ବି.ବି. ହାଇସ୍କୁଲ ଢେଙ୍କାନାଳର ୧୯୭୯ ବ୍ୟାଚ୍‌ର ବନ୍ଧୁ ମିଳନ-୨୦୨୪ ଅନୁଷ୍ଠିତ !

ଢେଙ୍କାନାଳ : ଶତାୟୁ,ବ୍ରଜନାଥ ବଡଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ୧୯୭୯ ମାଟ୍ରିକ୍ ବ୍ୟାଚ୍‌ର ୪୫ ବର୍ଷ ପାଳନ ପୂ୍ର୍ତ୍ତି ଉପଲକ୍ଷେ ବନ୍ଧୁ ମିଳନ-୨୦୨୪ ମହାସମାରୋହରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ପ୍ରଧାନ
Read More...