କାମାକ୍ଷାନଗର ; ଅଜଣା ଯୁବକ ଙ୍କ ମୃତ୍ୟୁ !

ଢେ଼ଙ୍କାନାଳ : କାମାକ୍ଷାନଗର ଥାନା ବାଇସିଙ୍ଗା ଗ୍ରାମ ଛକ ନିକଟରେ ଜଣେ ଅଜଣା ଯୁବକ ଙ୍କ ମୃତଦେହ ଉଦ୍ଧାରହୋଇଛି l ସୂଚନା ଅନୁସାରେ ସନ୍ଧ୍ୟା ସମୟରେ ଜଣେ ଅଜଣା ଯୁବକ ବାଇସିଙ୍ଗା ଛକ ନିକଟରେ ମୁର୍ମୁଷ ଅବସ୍ଥାରେ ପଡିରହିଥିଲେ l କିଛି ଗ୍ରାମବାସୀ ଏ ସମ୍ପର୍କ ରେ ଖବର ପାଇ ତୁରନ୍ତ ୧୦୮
Read More...

ମା’ ହାତୀ ଛୁଆକୁ ଜନ୍ମ ଦେଇ ଛାଡି ପଳାଇଲା !

ଢେଙ୍କାନାଳ : ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ କୁନୁଆ ଗାଁରେ ଘଟିଛି ଏପରି ଦୁଃଖଦ ଘଟଣା। ସୂଚନା ଅନୁସାରେ ସକାଳେ ଛୁଆ ହାତୀଟିକୁ ଜନ୍ମ ଦେବାପରେ ଦୀର୍ଘ ସମୟ ଧରି ସେ ଛିଡା ହୋଇ ନପାରିବାରୁ କିଛି ସମୟ ପରେ ଛାଡି ପଳାଇଲା ମା'। ଏନେଇ ସ୍ଥାନୀୟ ବାସିନ୍ଦା ଙ୍କ ଠାରୁ ଖବର ପାଇବା ପରେ ବନବିଭାଗ
Read More...

ବାଲେଶ୍ୱର ର ବିଶିଷ୍ଟ ସାହିତ୍ୟିକ କାଳୀ କିଙ୍କର ଦାସ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ଢେଙ୍କାନାଳ ଥିଙ୍କର୍ସ ଫୋରମ ର…

ଢେଙ୍କାନାଳ : ସହର ସ୍ଥିତ ପି ଡବ୍ଲ୍ୟୁ ଡି କଲୋନୀ ଠାରେ ବାଲେଶ୍ୱର ର ବିଶିଷ୍ଟ ସାହିତ୍ୟିକ ତଥା ଡଃ ବ୍ରଜନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟ ର ସଦସ୍ୟ କାଳୀ କିଙ୍କର ଦାସ ଙ୍କୁ ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସଦସ୍ୟ ମାନେ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହିତ ଭାବ ବିନିମୟ କରିଥିଲେ । ଓଡିଶା ର
Read More...

ମୋଦି ସରକାରର ୮ବର୍ଷ ପୂର୍ତ୍ତୀ ଅବସରରେ ଢେଙ୍କାନାଳ ବିଜେପିର ବୁଦ୍ଧିଜୀବି ସମ୍ମିଳନୀ !

ଢ଼େଙ୍କାନାଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୮ ବର୍ଷ ପୂର୍ତ୍ତୀ ଅବସରରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ପର୍ବ ଉପଲକ୍ଷେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ବୁଦ୍ଧିଜୀବୀ ସମ୍ମିଳନୀ ବିଜେପି ଜିଲ୍ଲା ବୁଦ୍ଦିଜୀବୀ ପ୍ରକୋଷ୍ଠ ଅଧ୍ୟକ୍ଷ ପ୍ରମୋଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ବ୍ରାଉନ ସୁଗାର ଆଡ୍ଡା ଉପରେ ଢେଙ୍କାନାଳ ଟାଉନ ପୋଲିସର ଚଢାଉ : ତିନି ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ !

ଢେଙ୍କାନାଳ : ସହରର ରାମେଶ୍ୱରପୁର ରେଳ ଧାରଣା ନିକଟରେ ଏକ ବ୍ରାଉନ ସୁଗାର ଆଡ୍ଡା ଉପରେ ଗତ ରାତିରେ ଟାଉନ ପୋଲିସ ଚଢାଉ କରିଛି । ଏହି ଚଢାଉ ବେଳେ ବ୍ରାଉନ ସୁଗାର କାରବାର କରିଥିବା ୩ ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ମୁତାବକ ତାଙ୍କ ଠାରୁ ଏକ ମାରୁତି କାର ସହ ୧୬.୭. ଗ୍ରାମ
Read More...

ଢେଙ୍କାନାଳ ଓ.ଏସ୍‌.ଏ.ପି. ପ୍ରଥମ ବାଟାଲିଅନ୍‌, ନୂତନ କମାଣ୍ଡାଂଟ୍‌ଙ୍କର ଦାୟିତ୍ୱ ଗ୍ରହଣ !

ଢେଙ୍କାନାଳ : ସରଖିଆ ନିକଟରେ ଥିବା ଓ.ଏସ୍‌.ଏ.ପି. ପ୍ରଥମ ବାଟାଲିଅନ୍‌ରେ ନୂତନ କମାଣ୍ଡାଂଟ୍ ଇନ୍‌ଚାର୍ଜ ଭାବରେ ସୁନିଲ୍ କୁମାର ବେହେରା (ଓ.ପି.ଏସ୍‌.-୧), ଏସ୍‌.ପି. ଢେଙ୍କାନାଳଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରକାଶଥାଉକି, କମାଣ୍ଡେଣ୍ଟ ସୁଧିର କୁମାର ବେହେରା
Read More...

ଢ଼େଙ୍କାନାଳ ପ୍ରଥମ ସପ୍ତଶଯ୍ୟା ହସ୍ତଶିଳ୍ପ ଓ ସାଂସ୍କୃତିକ ମହୋତ୍ସବ ଉଦଘାଟିତ !

ଢ଼େଙ୍କାନାଳ : ସଦର ବ୍ଳକ ସପ୍ତଶଯ୍ୟା ଗ୍ରାମ ପଞ୍ଚାୟତ ସଦେଇବେରେଣୀ ଗ୍ରାମ ଠାରେ ପ୍ରଥମ ସପ୍ତଶଯ୍ୟା ହସ୍ତଶିଳ୍ପ ମହୋତ୍ସବ ପୂର୍ତ,ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି
Read More...