ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗ ଦଳ ପକ୍ଷରୁ ହୃତାତ୍ମା ଦିବସ ପାଳନ ଅବସରରେ ରକ୍ତ ଦାନ !

ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଢେଙ୍କାନାଳ ଜିଲ୍ଲା ତରଫରୁ ଢେଙ୍କାନାଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ସ୍ଥିତ ରକ୍ତ ଭଣ୍ଡାରରେ ହୃତାତ୍ମା ଦିବସ ପାଳନ ଅବସରରେ ରକ୍ତ ସଂଗ୍ରହ କରାଯାଇଥିଲା ଯାହା ଶ୍ରୀରାମ ଜନ୍ମଭୂମି ମୁକ୍ତି ଆନ୍ଦୋଳନ ରେ ବୀରଗତି ପ୍ରାପ୍ତ ହୋଇଥିବା ସନତନୀ ହିନ୍ଦୁ ବୀର ମାନଙ୍କ ନିମନ୍ତେ ସମର୍ପିତ। ଏହି କାର୍ଯ୍ୟକ୍ରମ ସାରା ଭାରତରେ ପ୍ରତି ବର୍ଷ ବଜରଙ୍ଗ ଦଳ ର ଯୁବାଶକ୍ତି ମାନଙ୍କ ଦ୍ଵାରା ରକ୍ତଦାନ କାର୍ଯ୍ୟକ୍ରମ ନଭେମ୍ବର ୨ ତାରିଖ ରେ ଅନୁଷ୍ଠିତ ହୁଏ ଏହି କାର୍ଯ୍ୟକ୍ରମ କୁ ଢେଙ୍କାନାଳ ଜିଲ୍ଲାରେ ନଭେମ୍ବର ୩ ତାରିଖରେ କରାଗଲା ଏହି କାର୍ୟ୍ଯକ୍ରମକୁ ଢେଙ୍କାନାଳ ଜିଲ୍ଲାର ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ସଭାପତି ଅଞନ କୁମାର ହୋତାଙ୍କ ନେତ୍ରୁତ୍ଵରେ କର୍ଯ୍ୟକାରୀ ହେଲା ଏବଂ ସହଯୋଗୀ ମାନେ ହେଲେ ରଘୁନାଥ ପଣ୍ଡା(ବିଶ୍ୱହିନ୍ଦୁ ପରିଷଦର ଢେଙ୍କାନାଳ ବିଭାଗ ସଭାପତି), ଉମେଶ ରାଉତ(ବିଶ୍ୱହିନ୍ଦୁ ପରିଷଦର ସଂପାଦକ), ରତ୍ନ ଭୁଷଣ ସାହୁ(ବିଶ୍ୱହିନ୍ଦୁ ପରିଷଦର ସହ ସଂପାଦକ), ମଳୟ ତ୍ରୀପାଠୀ(ବିଶ୍ୱହିନ୍ଦୁ ପରିଷଦର ସହ ସଂପାଦକ), ଧିରେନ୍ଦ୍ର କୁମାର ପ୍ରୁଷ୍ଟି(ବଜରଙ୍ଗଦଳ ଢେଙ୍କାନାଳ ବିଭାଗ ସଂଯୋଜକ), ଉଷାରାଣୀ ଦାସ(ମାତ୍ରୁଶକ୍ତି ଜିଲା ସଂଯୋଜୀକା), ଅମୁଲ୍ଯ ମଲ୍ଲିକ(ବଜରଙ୍ଗଦଳ ଜିଲା ସଂଯୋଜକ),ଜିତେନ୍ଦ୍ର ବେହେରା (ବିଶ୍ୱହିନ୍ଦୁ ପରିଷଦର ଧର୍ମାଚାର୍ୟ ପ୍ରଚାର ପ୍ରମୁଖ), ସୋମ୍ୟ ରଞ୍ଜନ ସିଂହ(ବଜରଙ୍ଗଦଳ ନଗର ପ୍ରଖଣ୍ଡ ବିଦ୍ୟାର୍ଥୀ ପ୍ରମୁଖ), ସକ୍ତି ମଲ୍ଲିକ( ବଜରଙ୍ଗଦଳ ନଗର ପ୍ରଖଣ୍ଡ ସହ ସଂଯୋଜକ), ଝାଡେଶ୍ୱର ମଲ୍ଲିକ(ବଜରଙ୍ଗଦଳ ନଗର ପ୍ରଖଣ୍ଡ ସୁରକ୍ଷା ପ୍ରମୁଖ), ଧରଣୀ ଧର ନାଏକ(ବଜରଙ୍ଗଦଳ ନଗର ପ୍ରଖଣ୍ଡ ସହ ସଂଯୋଜକ), ଆଶୁତୋଷ ମଲ୍ଲିକ (ବଜରଙ୍ଗଦଳ ନଗର ପ୍ରଖଣ୍ଡ ମିଳନ କେନ୍ଦ୍ର ପ୍ରମୁଖ), ରଶ୍ମି ରଞ୍ଜନ ମଲ୍ଲିକ (ବଜରଙ୍ଗଦଳ ସଦର ପ୍ରଖଣ୍ଡର ମିଳନ କେନ୍ଦ୍ର ପ୍ରମୁଖ), ଶୁଭ ରଞ୍ଜନ ମଲ୍ଲିକ (ବଜରଙ୍ଗଦଳ ସଦର ପ୍ରଖଣ୍ଡର ବିଦ୍ୟାର୍ଥୀ ପ୍ରମୁଖ) ଓ ଅନ୍ୟମାନେ ରକ୍ତଦାନ କରିବା ସହ ପରିଚାଳନା କରିଥିଲେ

Leave A Reply

Your email address will not be published.

one × three =