ଅନୁଗୋଳରୁ ଆସିଥିବା ଅସୁସ୍ଥ ଅଣ୍ଡିରା ହାତୀ ଚିକିତ୍ସାଧିନ ଅବସ୍ଥାରେ ମୃତ !

ଢେଙ୍କାନାଳ : ଅନୁଗୋଳ ଜିଲ୍ଲା ବାଘମୁଣ୍ଡା ସେକ୍ସନର ପୁରୁଣାକୋଟ ଠାରେ ଏକ ଅସୁସ୍ଥ ୬ବର୍ଷର ଅଣ୍ଡିରା ହାତୀକୁ ଉଦ୍ଧାର କରାଯାଇଥିଲା । ଚିକିତ୍ସା ପାଇଁ କପିଳାସସ୍ଥିତ ହସ୍ତୀ ଉଦ୍ଧାର କେନ୍ଦ୍ରକୁ ରାତିରେ ଅଣାଯାଇଥିଲା । ସେହିଦିନ ଠାରୁ ଗଁଦିଆର ପ୍ରାଣୀଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା
Read More...

ଅନୁଗୋଳରୁ ଆସିଥିବା ଅସୁସ୍ଥ ଅଣ୍ଡିରା ହାତୀ ଚିକିତ୍ସାଧିନ ଅବସ୍ଥାରେ ମୃତ !

ଢେଙ୍କାନାଳ : ଅନୁଗୋଳ ଜିଲ୍ଲା ବାଘମୁଣ୍ଡା ସେକ୍ସନର ପୁରୁଣାକୋଟ ଠାରେ ଏକ ଅସୁସ୍ଥ ୬ବର୍ଷର ଅଣ୍ଡିରା ହାତୀକୁ ଉଦ୍ଧାର କରାଯାଇଥିଲା । ଚିକିତ୍ସା ପାଇଁ କପିଳାସସ୍ଥିତ ହସ୍ତୀ ଉଦ୍ଧାର କେନ୍ଦ୍ରକୁ ରାତିରେ ଅଣାଯାଇଥିଲା । ସେହିଦିନ ଠାରୁ ଗଁଦିଆର ପ୍ରାଣୀଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା
Read More...

କାମାକ୍ଷାନଗର ; ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ !

ଢ଼େଙ୍କାନାଳ: କାମାକ୍ଷାନଗର ଉପ ଜିଲ୍ଲାପାଳଙ୍କ ସଭାଗୃହପରିସରରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ପଞ୍ଜୀକୃତ ହୋଇଥବା ମୋଟ ୧୧୨ ଅଭିଯୋଗ ମଧ୍ୟରୁ ୮୯ଟିର ତ୍ୱରିତ ଶୁଣାଣିକରି ଫଇସଲା କରାଯାଇଥିଲା। ଜିଲ୍ଲାପାଳଙ୍କ ସରୋଜ କୁମାର ସେଠୀ ଉପସ୍ଥିତ ରହି
Read More...

ଶ୍ରୀ ଗୁଣ୍ଡିଚା ଭଜନ ସମାରୋହ ତୃତୀୟ ସଂଧ୍ୟା !

ଢେଙ୍କାନାଳ : ଜିଲ୍ଲା ସଂସ୍କୃତି ଓ କଳା ସମ୍ପନ୍ନ ସାଂସ୍କୃତିକ ପରିବେଶ ବେଶ୍ ଉପଭୋଗୀ ହୋଇପାରିଥାଏ । ବର୍ଷତମାମ୍ ବିଭିନ୍ନ ଯାତ୍ରା ମହୋତ୍ସବରେ ଜିଲ୍ଲାର କୋଣଅନୁକୋଣରେ ଥିବା କଳା ଓ ସଂସ୍କୃତିକୁ ଏହି ମହୋତ୍ସବରେ ପ୍ରାଧାନ୍ୟ ଦିଆଯାଇଥାଏ । ପବିତ୍ର ଶ୍ରୀଗୁଣ୍ଡିଚା ରଥଯାତ୍ରା
Read More...

ବିଦ୍ୟୁତ ସମସ୍ୟା ର ସମାଧାନ ପାଇଁ ଗଠନ ହେଲା ବିଦ୍ୟୁତ ଉପଭୋକ୍ତା ମହାସଂଘ !

ଢ଼େଙ୍କାନାଳ : ସଦର ବ୍ଲକ ଅର୍ନ୍ତଗତ କାଇମାଟି ଗ୍ରାମ ପଞ୍ଚାୟତ ବୈଠକ ଗୃହରେ ବେଲଟିକିରି, ନାଗିଆପସି ଏବଂ କାଇମାଟି ଗ୍ରାମ ପଞ୍ଚାୟତ ର ଶତାଧିକ ବିଦ୍ୟୁତ ଉପଭୋକ୍ତା ମାନଙ୍କ ର ଏକ ମହାସଂଘ ଗଠନ ହୋଇଯାଇଛି । ଉକ୍ତ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ରେ ଘୋର ଅନିୟମିତତା ସୃଷ୍ଟି କରୁଥିବାରୁ
Read More...

ଭାରତୀୟ ସ୍କାଉଟ ଗାଇଡ୍ ମଠକରୋଗୋଳା ମହାବିଦ୍ୟାଳୟ ତରଫରୁ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ରେ ସେବା କାର୍ଯ୍ୟରେ ଯୋଗଦାନ !

ଢ଼େଙ୍କାନାଳ : ଭାରତୀୟ ସ୍କାଉଟ ଗାଇଡ୍ ଓଡିଶା ଆନୁକୁଲ୍ୟରେ ପୁରୀ ଠାରେ ଅନୁଷ୍ଠିତ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ରେ ପାଞ୍ଚ ଜଣ ରୋଭର ମଠକରୋଗୋଳା ମହାବିଦ୍ୟାଳୟ ତରଫରୁ ଯୋଗଦାନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି I ଏହି କାର୍ଯ୍ୟକ୍ରମ ୨୯-୬ ରିଖ ଠାରୁ ଆରମ୍ଭ ହୋଇ ୦୨-୦୭ ରିଖ ପର୍ଯ୍ୟନ୍ତ
Read More...

ଭୁବନ ; ବନ ମହୋତ୍ସବ ସପ୍ତାହ ପାଳିତ !

ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ଧଳପଡା ପଞ୍ଚାୟତ ସେନେଦା ଗ୍ରାମର ପାଖ ଜଙ୍ଗଳ ରେ ୭୩ ତମ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି I ଭୁବନ ବନାଞ୍ଚଳ ବନପାଳ କବିତା ବିଶ୍ଵାଳ ଙ୍କ ନେତୃତ୍ଵରେ ଜିଲ୍ଲାପରିଷଦ ସଦସ୍ୟା ରମେଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାରା ରୋପଣ
Read More...

ଗଁଦିଆ ଡିଜିଟାଲ ମିଡିଆ ଆସୋସିଏସନର ଦ୍ୱିତୀୟ ବାର୍ଷିକଉତ୍ସବ ଅନୁଷ୍ଠିତ !

ଢ଼େଙ୍କାନାଳ : ଗଁଦିଆ ବ୍ଲକ ଡିଜିଟାଲ ମିଡିଆ ଆସୋସିଏସନ ପକ୍ଷରୁ ଦ୍ୱିତୀୟ ବାର୍ଷିକ ଉତ୍ସବ ବିଧାରପୁର ମାୟାଧର ସ୍ମୃତି ସ୍ନାତକ ମହାବିଦ୍ୟାଳୟ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନରେ ଗଁଦିଆ ପ୍ରେସ କ୍ଲବ, ଭୁବନ ତୃପ୍ତି ପାଠାଗାର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା
Read More...

ଗଣମାଧ୍ୟମ ପ୍ରତିନିଧିଙ୍କୁ ଗିରଫ ପ୍ରତିବାଦରେ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର !

ଢ଼େଙ୍କାନାଳ : ବୈଦ୍ୟୁତିକ ଗଣମାଧ୍ୟମ ବଡ଼ ଖବର ର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫଦାରୀକୁ ନେଇ ସାରା ରାଜ୍ୟରେ ପ୍ରତିବାଦର ସ୍ୱର ଉଠୁଥିବା ବେଳେ ହିନ୍ଦୋଳ ସାମ୍ବାଦିକ ସଂଘ ମଧ୍ୟ ଉକ୍ତ ଘଟଣାର ଦୃଢ଼ ପ୍ରତିବାଦ କରିଛି । ବଡ଼ ଖବର ର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଙ୍କ ଗିରଫ
Read More...

ଢେଙ୍କାନାଳ ଜିଲ୍ଲା ୱେବ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ !

ଢେଙ୍କାନାଳ : ବୃକ୍ଷ ହିଁ ଜୀବନ, ବିନା ଗଛରେ ସୃଷ୍ଟି ବଞ୍ଚିରହିବା ଅସମ୍ଭବ I ଆଜିର ପୃଥିବୀର ଉଷ୍ମତା କେବଳ ଜଙ୍ଗଲ ନଷ୍ଟ ହେଉଛି ମୁଖ୍ୟ କାରଣ, ତେଣୁ ପରିବେଶ ସୁରକ୍ଷା ପାଇଁ ଢେଙ୍କାନାଳ ଜିଲ୍ଲା ୱେବ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ମଠ, ମନ୍ଦିର ଏବଂ
Read More...