ଭୁବନ ; ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ !

ଢ଼େଙ୍କାନାଳ : ଭୁବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ୍ ପ୍ରଶାସନ ପକ୍ଷରୁ ଭୀମ ଭୋଇ ସାମର୍ଥ୍ୟ ଅନୁଷ୍ଠିତ ହୋଇଯାଇଛି I ରାଜ୍ଯସରକାର ତରଫରୁ ଭିନ୍ନକ୍ଷମମାନଙ୍କ ମାନୁଆଲ ସାର୍ଟିଫିକେଟ୍ ୩୧ ଅଗଷ୍ଟ ପରେ ଗ୍ରହଣୀୟ ନଥିବା ସୂଚନା ପରେ ନୂତନ ସାର୍ଟିଫିକେଟ୍ ପାଇଁ ପଞ୍ଜୀକରଣ କରିଥିଲେ I
Read More...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା :  ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଜେପିର ଦାବୀ !

ଢେଙ୍କାନାଳ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ୧୩ ତାରିଖରେ ଚନ୍ଦନ ନାଏକ ନାମକ ଜଣେ ରୋଗୀ ଓ ମାତ୍ର ଚାରିଦିନ ବ୍ୟବଧାନରେ ଗତ ୧୭ ତାରିଖ ଦିନ ଦୁର୍ଯ୍ୟୋଧନ ନାୟକ ନାମକ ଅନ୍ୟ ଏକ ରୋଗୀ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଉଭୟଙ୍କ ଚିକିତ୍ସାରେ ଅବହେଳା, ବେଡ୍ ନପାଇବା ଓ ଯନ୍ତ୍ରଣା
Read More...

ଅବିନାଶ ଜେନା ହେଲେ ଢେଙ୍କାନାଳ ନଗର ମଣ୍ଡଳ ବିଜେପି ଯୁବମୋର୍ଚ୍ଚା ସଭାପତି !

 ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବିଜେପି ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ଢେଙ୍କାନାଳ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣ ଚନ୍ଦ୍ର ପାତ୍ର ଓ ନଗର ମଣ୍ଡଳ ସଭାପତି ଧୃବଚରଣ ସ୍ୱାଇଁଙ୍କ ଅନୁମୋଦନ କ୍ରମେ ଶ୍ରୀ ଅବିନାଶ ଜେନାଙ୍କୁ ଢେଙ୍କାନାଳ
Read More...

ଭୁବନ ଥାନା ପକ୍ଷରୁ ଚଢାଉ : ମାଦକ ଦ୍ରବ୍ଯ ଜବତ ସହ ଦୁଇ ଗିରଫ୍ !

ଢ଼େଙ୍କାନାଳ: ଭୁବନ ରେ ଦିନକୁଦିନ ଚୋରା ମାଦକ ଦ୍ରବ୍ଯ ବିକ୍ରି ହେଉଥିବା ବେଳେ ସନ୍ଧ୍ୟା ରେ ଭୁବନ ଥାନା ଅଧିକାରୀ ଙ୍କ ତତ୍ତ୍ଵାବଧାନରେ ବିଭିନ୍ନ ସ୍ଥାନ ମାନଙ୍କରେ ଚଢାଉ କରାଯାଇଛି I ସହରର ଦୁଇଟି ସ୍ଥାନରେ ରେ ଚଢ଼ାଉ କରା ଯାଇ ୫୦ ଲିଟର ମହୁଲି ମଦ ଜବତ କରିବା ସହ ଓ ଦୁଇ ଜଣକୁ
Read More...

ଭୁବନ ; ଝୁଲନ୍ତା ମୃତ ଦେହ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ !

ଢ଼େଙ୍କାନାଳ: ଭୁବନ ଥାନା କୁଣ୍ଡା ଗ୍ରାମର ଏକ ଯୁବକ ବେକରେ ରଶି ଆତ୍ମହତ୍ଯା କରିଥିବା ଜଣାପଡିଛି I କୁଣ୍ଡା ଗ୍ରାମର ଲକ୍ଷ୍ମୀଧର ରାଉତ (୨୮) ଆଜକୁ ପାଞ୍ଚ ମାସ ହେଲା ବର୍ଷା ରାଉତଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ବିବାହର ଏକମାସ ପରେ ବାପାମାଆ ଭାଇଭଉଣୀଙ୍କଠାରୁ ଅଲଗା ହୋଇ ଶଶୁର
Read More...

ଭୁବନ; ଅବକାରୀ ଭିଭାଗର ଚଢ଼ାଉ : ବିପୁଳ ମରିମାଣର ନକଲି ଦେଶୀ ଓ ବିଦେଶୀ ମଦ ଜବତ ସହ ତିନି ଗିରଫ !

ଢ଼େଙ୍କାନାଳ : ଭୁବନ ଥାନା ଅନ୍ତର୍ଗତ ନୟା ନିଳକଣ୍ଠପୁର ଓ ଚନ୍ଦାର ଗାଁ ରେ ଅବକାରୀ ବଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି । ଏହି ଚଢାଉରେ ବିପୁଳ ପରିମାଣର ନକଲି ଦେଶୀ ଓ ବିଦେଶୀ ମଦ ଜବତ ସହ ତିନି ଅଭିଯୁକ୍ତ ଙ୍କୁ ଗିରଫ କରିଛି ଢେଙ୍କାନାଳ ଅବକାରୀ ବିଭାଗ । ତିନି ଅଭିଯୁକ୍ତ ଙ୍କ
Read More...

ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଦେଶାତ୍ମବୋଧକ କବିତା…

ଢ଼େଙ୍କାନାଳ : ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଢେଙ୍କାନାଳର୫ଟି ସ୍ଥାନରେ ଦେଶାତ୍ମବୋଧକ କବିତା ପାଠୋତ୍ସବ ଅନୁଷ୍ଠିତହୋଇଯାଇଛି। ୧୦୦ରୁ ଊର୍ଦ୍ଧ୍ବ କବି ସ୍ୱରଚିତ କବିତା ପାଠ କରି ଦେଶମାତୃକାର ଜୟଗାନ କରିଥିଲେ।
Read More...

ଭୁବନ ବ୍ଲକ ରେ ନୂତନ ବିଡିଓ !

ଢ଼େଙ୍କାନାଳ : ଭୁବନ ବ୍ଲକ୍ ରେ ନୂତନ ବିଡିଓ ଭାବେ କଲ୍ଯାଣ ସୌରଭ ଦାଶ ଯୋଗଦେଇଛନ୍ତି I ବ୍ଲକ ର ସମସ୍ତ କର୍ମଚାରୀ ଓ ଅଧକ୍ଷ ସିପ୍ରା ବରାଳ ଶ୍ରୀ ଦାଶ ଙ୍କୁ ପୁଷ୍ପ ଗଛ ଦେଇ ସ୍ଵାଗତ ଜଣାଇଛନ୍ତି I ଏହା ପୂର୍ବରୁ ସେ ବାଲିକୁଦା ବ୍ଲକ୍ ରେ କାର୍ଯରତ ଥିଲେ l ସେ ଜଣେ ଦକ୍ଷ ଅଫିସର୍ ଓ
Read More...

ଅହିଂସା ରଥକୁ ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ !

ଢେଙ୍କାନାଳ : କାର୍ଯ୍ୟାଳୟରେ ୨ଟି ଅହିଂସା ରଥକୁ ଜିଳ୍ଲାପାଳ ସରୋଜ କୁମାର ସେଠୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଦାରିଦ୍ର୍ୟତା ଏବଂ ସାମାଜିକ ଅବଚାରି ସବୁଠାରୁ ବଡ଼ ହିଂସା। ଦାରିଦ୍ର୍ୟ ଥିବା ଯାଏସ୍ୱାଧୀନତାର ଅର୍ଥ ମୂଲ୍ୟହୀନ। ପ୍ରଗତି ପାଇଁ ଶାନ୍ତି ଅପରିହାର୍ଯ୍ଯ ଅହିଂସା
Read More...

ଢେଙ୍କାନାଳ ଟ୍ରାଫିକ ସମସ୍ୟା ବାବଦରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ଦାବିପତ୍ର ସହ ଆଲୋଚନା !

ଢ଼େଙ୍କାନାଳ : ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ନଗର ଶାଖା ସଭାପତି ଅମରେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ତଥା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ସହର ମଧ୍ୟରେ ଉପୁଜିଥିବା ଟ୍ରାଫିକ ସମସ୍ୟା ଉପରେ ଆଲୋଚନା ପୂର୍ବକ ଦାବିପତ୍ର ପ୍ରଦାନ କରିଥିଲେ l ଏହି
Read More...