ସିମିଳିଆ ବାଲିସାହିରେ ୬୬ତମ ଅଷ୍ଟପ୍ରହର ନାମଯଜ୍ଞ ପାଳିତ

ଢେଙ୍କାନାଳ : ସହର ଉପକଣ୍ଠସ୍ଥ ସିମିଳିଆ ବାଲିସାହିରେ ୬୬ତମ ଅଷ୍ଟପ୍ରହର ନାମଯଜ୍ଞ ମହାସମାରୋହରେପାଳିତ ହୋଇଯାଇଅଛି । କଳିଯୁଗର \”ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମରାମ ହରେ ହରେ\’ ଏହି ମହାମନ୍ତ୍ର ଯେତେ ଦୂର ଶୁଭିବ ଗୋ-ହତ୍ୟା, ବ୍ରହ୍ମହତ୍ୟା ଛାଡିଣ ପଳାଇବ । ଏହି ମହାନ ଯଜ୍ଞଅନୁଷ୍ଠାନ ୪ ତାରିଖରେ ଅଧିବାସ, ୫ ତାରିଖରେ ନାମଯଜ୍ଞ ଓ ୬ ତାରିଖରେ ନଗର କୀର୍ତନ ଏବଂ ପ୍ରସାଦସେବନଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଚାଲୁଅଛି । ମୁଖ୍ୟ ସଂକଳ୍ପ ସୁଧାକର ମଲ୍ଲିକ,ସଭାପତି ବିମଳ ମଲ୍ଲିକ, ଦାମୋଦର ମଲ୍ଲିକ, ଆର୍ତବନ୍ଧୁ ମଲିକ, ସଂଜୀବ ମଲ୍ଲିକ, ସର୍ବେଶ୍ୱର ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମକୁପରିଚାଳନା କରିଥିଲେ । ଆଖପାଖ ଅଂଚଳର ସଂକୀର୍ତନ ମଣ୍ଡଳୀ ଦ୍ୱାରା ନାମସଂକୀର୍ତନ କରାଯାଇଥିଲା

Leave A Reply

Your email address will not be published.

17 − 5 =