ଭୁବନ; ଜୟପୁର ଗ୍ରାମର ବୃଦ୍ଧା ପାଣି ରେ ବୁଡିଗଲେ !

ଢେଙ୍କାନାଳ: ଭୁବନ ବ୍ଲକ ଭୂଷଳ ପଞ୍ଚାୟତ ର ଜୟପୁର ନିକଟ ଗୋହିରା ନଦୀରେ ଗାଧୋଇବାକୁ ଯାଇଥିବା ବେଳେ ଭାସିଯାଇଥିବା ସନ୍ଦେହ ହେଉଛି । ଦିନ ପ୍ରାୟ ୧୧ଟା ବେଳେ ଘରୁ ଯାଇଥିଲେ । ଦିନ ଗୋଟାଏ ଯାଏ ଘର କୁ ନଫେରିବାରୁ ଘର ଲୋକ ଖୋଜାଖୋଜି କରିଥିଲେ । ପୂର୍ବତନ ସରପଞ୍ଚ ଚିତ ମଲ୍ଲିକ ଅଗ୍ନିଶମ ବାହିନୀ ଙ୍କୁ ଖବର ଦେଇଥିଲେ । ମଟର ବୋଟ ସାହାଯ୍ୟ ରେ ପାଞ୍ଚ ଘଣ୍ଟା ଧରି ଖୋଜିବା ପରେ ଵି ବଲ୍ହି ମଲ୍ଲିକ ଙ୍କ କୌଣସି ସନ୍ଧାନ ମିଳିନଥିଲା । ବଲ୍ଲୀ ମଲିକ ଙ୍କର ବୟସ ୬୮ ସେ ନଦୀରେ ବୁଡ଼ି ନିଖୋଜ ହୋଇଥିବା ପରିବାର ପକ୍ଷରୁ ଥାନାକୁ ଜଣାଇ ଦିଆଯାଇଛି।

Leave A Reply

Your email address will not be published.

eleven + seventeen =