Browsing Category

ଢେଙ୍କାନାଳ

ଭୁବନ ବୁଦ୍ଧେଶ୍ୱର ମନ୍ଦିର ରେ ସହସ୍ରାଧିକ ଭକ୍ତ ଜାଗର ଦୀପ ଜାଳିଲେ !

ଢେ଼ଙ୍କାନାଳ : ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନର ଆରାଧ୍ୟ ଦେବତା ବାବା ବୁଦ୍ଧେଶ୍ଵର ମନ୍ଦିର ରେ ସହସ୍ରାଧିକ ଭକ୍ତ ଜାଗର ପାଳି ଦୀପ ଜାଳିଥିଲେ। ପ୍ରାତଃ ସମୟରୁ ଅପରାହ୍ନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଭକ୍ତ ମାନେ ଧାଡ଼ିରେ ଠିଆ ହୋଇ ବାବା ବୁଦ୍ଧେଶ୍ଵର ଙ୍କୁ ଦର୍ଶନ କରିବା ସହ ନିଜର
Read More...

ଭୁବନ ରେ ବିଶ୍ଵ ମହିଳା ଦିବସ ପାଳିତ : ନାରୀ ଯୁଗେ ଯୁଗେ ପୂଜନିୟା,ବନ୍ଦନିୟା – ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଢ଼େଙ୍କାନାଳ : ଭୁବନ ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏନ୍. ଏ .ସି. ସଭଗୃହରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତା ଓ ଜିଲ୍ଲା ବିଜେଡ଼ି ସମ୍ପାଦକ ଅଜୟ କୁମାର ସେଠୀ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ
Read More...

ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଜୀଉ କଳା ପରିଷଦ ଆନୁକୁଲ୍ୟରେ ” ମହା ଶିବ ରାତ୍ରି ” କପିଳାସ ପୀଠରେ ରାତ୍ରି…

ଢ଼େଙ୍କାନାଳ : ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଜୀଉ କଳା ପରିଷଦ ଆନୁକୁଲ୍ୟରେ" ମହା ଶିବ ରାତ୍ରି " ରେ ଆଜିକୁ ୨୭ ବର୍ଷ ଧରି କପିଳାସ ପୀଠରେ ସାରା ରାତ୍ରି ଭଜନ ସମାରୋହ କାର୍ଯ୍ୟକ୍ରମ ବହୁ ବାଧା ବିଘ୍ନ ଭିତରେ ଚାଲି ଆସିଛି । ଚଳିତ ବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମ ଓଡ଼ିଶାର ବହୁ ପ୍ରତିଷ୍ଠିତ
Read More...

ସଂସ୍କାର ଏକାଡେମୀରେ ନୂଆ-ଓ ଛାତ୍ରବୃତି ଅନୁଦାନ ପତ୍ର ବଣ୍ଟନ !

ଢେଙ୍କାନାଳ : ସଦର ମହକୁମା ଠାରେ ଅବସ୍ଥିତ ସଂସ୍କାର ଏକାଡେମୀରେ ଯୁବ ଓଡିଶା ନବୀନ ଓଡିଶା ଆନୁକୂଲ୍ୟରେ ନୂଆ￾ଓ ଛାତ୍ରବୃତି ଅନୁଦାନ ପତ୍ର ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜ୍‌ର ଅଧ୍ୟକ୍ଷ ଡକ୍ଟରରମେଶ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ
Read More...

ନୂଆ ଅଁଳାବେରେଣୀ ମା’ ବ୍ରାହ୍ମଣୀ ଦେବୀ କ୍ରିକେଟ୍ କ୍ଲବ୍  ୨୩ ତମ  କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ !

ଢ଼େଙ୍କାନାଳ : କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଅଁଳାବେରେଣୀ ପଞ୍ଚାୟତ ର ନୂଆ ଅଁଳାବେରେଣୀ ଗ୍ରାମରେ ମା' ବ୍ରାହ୍ମଣୀ ଦେବୀ କ୍ରିକେଟ୍ କ୍ଲବ୍ ତାର ୨୩ ତମ ଗ୍ରାମାଞ୍ଚଳିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା ।  ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଟି ଦଳ ଭାଗ ନେଇ ଥିଲେ ସେଥି ମଧ୍ୟରୁ
Read More...

ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ୩୫୩ ଜଣ ଛାତ୍ରୀଙ୍କୁ ନୁଆ – ଓ ବୃତ୍ତି ପ୍ରଦାନ !

ଢ଼େଙ୍କାନାଳ - ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ନୂଆ - ଓ ନବୀନ ଓଡ଼ିଶା ଆନୁକୁଲ୍ୟରେ ୩୫୩ ଜଣ ଛାତ୍ରୀ ୧୦ ହଜାର ଟଙ୍କା ଲେଖାଏଁ ଶିକ୍ଷା ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ମହାବିଦ୍ୟାଳୟ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ
Read More...

ଢେଙ୍କାନାଳ ପୌରାଞ୍ଚଳରେ ସାଂସଦ ଓ ବିଧାୟକଙ୍କ ଦ୍ୱାରା ସାତଟି ପ୍ରକଳ୍ପର ଭୂମି ପୂଜନ !

ଢେଙ୍କାନାଳ : ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୮ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଢେଙ୍କାନାଳ ପୌରାଂଚଳରେ ସାଂସଦ ମହେଶ ସାହୁଙ୍କ ଅନୁଦାନ ପାଣ୍ଠିରୁ ନିର୍ମିତ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଭିତିପ୍ରସ୍ଥର ସ୍ଥାପନ ହୋଇଯାଇଛି । ଅପରାହ୍ନରେ ସାଂସଦ ଶ୍ରୀ ସାହୁ ୧ନଂ ୱାର୍ଡରେ ୫ଲକ୍ଷ ୫୦ହଜାର
Read More...

“ଆମ ପ୍ରତିଭା ଆମ ସମ୍ମାନ” ପକ୍ଷରୁ ବିଜୁ ବାବୁଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳିତ !

ଢେଙ୍କାନାଳ : ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୮ତମ ଜନ୍ମ ଜୟନ୍ତୀ ଆମ ପ୍ରତିଭା ଆମ ସମ୍ମାନ ଅନୁଷ୍ଠାନ ପରକ୍ଷରୁ ପାଳିତ ହୋଇଯାଇଅଛି ।ଅନୁଷ୍ଠାନର କୋଷାଧ୍ୟକ୍ଷ ରୁଦ୍ରାନ୍ତ ଦଳାଇଙ୍କ ତତ୍ୱାବଧାନରେ ଆଜି ସକାଳେ ସମସ୍ତ ସଦସ୍ୟମାନେ ଅନୁଷ୍ଠାନର ପ୍ରତିଷ୍ଠାତା ସାଂସଦ ମହେଶ ସାହୁଙ୍କ
Read More...

ସିମିଳିଆ ବାଲିସାହିରେ ୬୬ତମ ଅଷ୍ଟପ୍ରହର ନାମଯଜ୍ଞ ପାଳିତ

ଢେଙ୍କାନାଳ : ସହର ଉପକଣ୍ଠସ୍ଥ ସିମିଳିଆ ବାଲିସାହିରେ ୬୬ତମ ଅଷ୍ଟପ୍ରହର ନାମଯଜ୍ଞ ମହାସମାରୋହରେପାଳିତ ହୋଇଯାଇଅଛି । କଳିଯୁଗର \"ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମରାମ ହରେ ହରେ\' ଏହି ମହାମନ୍ତ୍ର ଯେତେ ଦୂର ଶୁଭିବ ଗୋ-ହତ୍ୟା, ବ୍ରହ୍ମହତ୍ୟା ଛାଡିଣ
Read More...

ଢେଙ୍କାନାଳ ରୋଟାରୀ କ୍ଲବ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ପୋଲିଓ ଦିବସ ପାଳିତ !

ଢେଙ୍କାନାଳ : ଢେଙ୍କାନାଳ ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରୋଟରୀ କ୍ଲବ୍ ଓ ଜିଲ୍ଲା ପ୍ରଶାସନ ତରଫରୁ ଆଜି ବିଶ୍ୱପୋଲିଓ ଦିବସ ସ୍ଥାନୀୟ ବସ୍‌ଷ୍ଟାଣ୍ଡ ଠାରେ ପାଳନ କରାଯାଇଅଛି । ଢେଙ୍କାନାଳ ମୁଖ୍ୟ ବସ୍‌ଷ୍ଟାଣ୍ଡ ଓ ରେଲ୍‌ୱେ ଷ୍ଟେସନ୍ ପାଖରେଦୁଇଟି କ୍ୟାମ୍ପ କରି ଜନ୍ମରୁ ୫ବର୍ଷ ପର୍ଯ୍ୟନ୍ତ
Read More...