Browsing Category

ଢେଙ୍କାନାଳ

ମୋଟଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ !

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ମୋଟଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରପରିସରରେ କେଣ୍ଢେଇ ଦିବସ ଓ ତୃତୀୟ ପର୍ଯ୍ୟାୟ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ପରିଚାଳନା ସମିତିରସଭାପତି ସଞ୍ଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଶିଶୁ ବାଟିକା
Read More...

ଢ଼େଙ୍କାନାଳ ସଚେତନ ନାଗରିକ ଫୋରମ୍ ବିଶ୍ୱ ପଖାଳ ଦିବସ ପାଳନ !

ଢ଼େଙ୍କାନାଳ : ଢ଼େଙ୍କାନାଳ ସଚେତନ ନାଗରିକ ଫୋରମ୍‌ର ସଭାପତି ତଥା ପୂର୍ବତନ ନଗରପାଳଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଢ଼େଙ୍କାନାଳର କଲ୍ୟାଣ ମଣ୍ଡପ ଠାରେ "ବିଶ୍ୱ ପଖାଳଦିବସ '' ପାଳନ ହୋଇଯାଇ ଅଛି । ମୁଖ୍ୟ ଅତିଥି ଭାବରେ ପୌରଧକ୍ଷା ଜୟନ୍ତୀ ପାତ୍ର, ଫୋରମ୍ ର ମାର୍ଗଦର୍ଶକ
Read More...

ଘୋଷକ ଅମୀୟ ଚାନ୍ଦ ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ !

ଢେଙ୍କାନାଳ : ଓଡିଶାର ବରିଷ୍ଠ ଆନ୍ତର୍ଜାତୀୟ କ୍ରୀଡା ଘୋଷକ ଅମୀୟ କୁମାର ଚାନ୍ଦଙ୍କୁ ରାଜ୍ୟପାଳରଘୁବାର ଦାସ ରାଜଭବନ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ସମ୍ମାନିତ କରିଛନ୍ତି । ପ୍ରକାଶଥାଉକି,ଓଡିଶାରେ ଏହି ଖ୍ୟାତି ସଂପନ୍ନ ଘୋଷକ କ୍ରୀଡା ମାଧ୍ୟମରେ ସମଗ୍ର ବିଶ୍ୱରେ ଶାନ୍ତି
Read More...

ଗେଙ୍ଗୁଟିଆ ଗ୍ରାମର ୧୮୬ତମ ବାଦପାଲା କାର୍ଯ୍ୟକ୍ରମ ଅନୁଷ୍ଠିତ !

ଢେଙ୍କାନାଳ : ସଦର ବ୍ଲକ୍ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରାମରେ ୧୮୬ତମ ବାଦପାଲା ଗତ ୧୬ ତାରିଖରୁ ଅନୁଷ୍ଠିତହୋଇ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ୫ରାତ୍ର ପାଲା ଅନୁଷ୍ଠିତ ହେବ । କୈଳାସ ଚନ୍ଦ୍ର ପାଣି ଓ ଗାୟକପ୍ରଜ୍ଞା କଳାକାରନାୟକ ପାଲା ପରିବେଷଣ କରୁଅଛନ୍ତି । ଶ୍ରୀ ସତ୍ୟନାରାୟଣ ଗ୍ରାମ୍ୟ
Read More...

ଢେଙ୍କାନାଳ ଜିଲ୍ଲା ଅବସରପ୍ରାପ୍ତ ପୋଲିସ୍ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଢେଙ୍କାନାଳ ପୌରାଞ୍ଚଳ ଶ୍ୟାମାଚରଣପୁର ଠାରେ ଥିବା ବେସରକାରୀ ଅନୁଷ୍ଠାନ ଶେୟାର ସଭାଗୃହ ଠାରେ ଢେଙ୍କାନାଳ ଜିଲ୍ଲାର ଅବସରପ୍ରାପ୍ତ ଆରକ୍ଷୀ ଅଧିକାରୀ ସଂଘର ଅଧ୍ୟକ୍ଷ ଅକ୍ଷୟ କୁମାର ସାହୁଙ୍କଅଧ୍ୟକ୍ଷତାରେ ଏକ ସଂଘୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ସଂଘର ୩୫ଜଣ
Read More...

ଢେଙ୍କାନାଳ ଜିଲ୍ଲା ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ !

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ପାରିମାଳ ଅବସରପ୍ରାପ୍ତ କର୍ମଚାରୀ ଭବନ ପଣ୍ଡୁଆ ଠାରେ ଜିଲ୍ଲାସ୍ତରୀୟ ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କର ସମ୍ମିଳନୀ ହୋଇଥିଲା । ଉକ୍ତ ସମ୍ମିଳନୀରେଅବସରପ୍ରାପ୍ତ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଜୟକୃଷ୍ଣ
Read More...

ଢେଙ୍କାନାଳ ଐତିହ୍ୟ ପଦଯାତ୍ରାର ପ୍ରଥମ ବାର୍ଷିକଉତ୍ସବ : ଇତିହାସ ଭିତରେ ଲୁଚି ରହିଛି ଆମ ପରିଚୟ !

ଢେଙ୍କାନାଳ: ଗୋଟେ ଜାତିର ଇତିହାସ ହିଁ ତାର ପରିଚୟ । ଅତୀତର ଭିତିଭୂମି ଉପରେ ଦଣ୍ଡାୟମାନ ଆମ ବର୍ତମାନ । ଇତିହାସର ତର୍ଜମା ଓ ଏକନୂତନ ଦୃଷ୍ଟିଭଙ୍ଗୀ ନରହିଲେ ଆମ ଗୌରବମୟ ଐତିହ୍ୟକୁ ଆମେ ଅନୁଭବ କରି ପାରିବା ନାହିଁ ବୋଲି ଢେଙ୍କାନାଳ ଐତିହ୍ୟ ପଦଯାତ୍ରାର ପ୍ରଥମ ବାର୍ଷିକଉତ୍ସବରେ ଯୋଗଦେଇ
Read More...

ଭୁବନ ବ୍ରହ୍ମାନନ୍ଦ ମେମୋରିଆଲ ନାଇଟ କ୍ରିକେଟ ଟୁର୍ଣାମେଣ୍ଟ : ପ୍ରୟାସ ୧୯୯୧ ଚାମ୍ପିଅନ !

ଢ଼େଙ୍କାନାଳ : ଭୁବନ ମିନି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେଉଥିବା ବ୍ରହ୍ମାନନ୍ଦ ମେମୋରିଆଲ ନାଇଟ କ୍ରିକେଟ ଟୁର୍ଣ୍ଣlମେଣ୍ଟ ରେ ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ୍ ରେ ପ୍ରୟାସ ୧୯୯୧ ଜେନିଥ କ୍ଲବ୍ କୁ ୨୩ ରନ ରେ ହରାଇ ଚାମ୍ପିଅନ ହୋଇଛି । ପ୍ରୟାସ ୧୯୯୧ ଟସ୍ ରେ ଜିଣି ପ୍ରଥମେ ବ୍ୟାଟିଂ କରି
Read More...

ଭୁବନବାସୀ ଙ୍କୁ ନିର୍ବାଚନ ଭେଟି: ନଗର ପାଳ ଙ୍କ ଦ୍ଵାରା ସାଢେ଼ ୫ କୋଟି ଟଙ୍କା ବ୍ୟୟରେ ୧୦୮ ନୂତନ ପ୍ରକଳ୍ପର…

ଢ଼େଙ୍କାନାଳ- ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ବିକାଶ ପାଇଁ ସାଢେ଼ ୫ କୋଟି ୬୩ ଲକ୍ଷ୍ୟ ଟଙ୍କାର ବିଭିନ୍ନ ପ୍ରକଳ୍ପ ର ମାରାଥନ ଶିଳାନ୍ୟାସ କରାଯାଇଛି ।୧୫ ଟି ଓ୍ବାଡରେ ସକାଳୁ ସଂନ୍ଧ୍ୟା ଯାଏ ୧୦୮ ଟି ନୂତନ ପ୍ରକଳ୍ପର ମାରାଥନ୍ ଶିଳାନ୍ୟାସ କରିଛନ୍ତି ଯୁବ ନଗରପାଳ ଶୁଭେନ୍ଦୁ କୁମାର ସାହୁ।
Read More...

ଯବାବ ମାଗୁଛି ଢ଼େଙ୍କାନାଳ !ବିଗତ ୧୦ ବର୍ଷ ରେ ଢ଼େଙ୍କାନାଳ ରାଜନୈତିକ ନେତୃତ୍ଵ ର ଅପାରଗତା ପାଇଁ ………

- ହରେଇବାକୁ ପଡ଼ିଲା ମହିଷପାଟ "ମଡେଲ ବସ ଷ୍ଟାଣ୍ଡ " । - ଶାଗ ମାଛ ଦର୍ ରେ ବିକ୍ରି ହେଲା ମାହିସା ପାଟ ର ଇଡକୋ ର ଜମି । - ୯୦ ଭାଗ ଉଠା ଜଳ ସେଚନ ପ୍ରକଳ୍ପ ଅଚଳ । - ଗଜମରା ଏନ୍ ଟି ପି ସି ର ପାୱାର ପ୍ଲାଣ୍ଟ ଓ ନେଉଳ ପୋଇ ପାୱାର ପ୍ଲାଣ୍ଟ ପ୍ରସ୍ତାବ ବାତିଲ । -
Read More...